ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆମ ଦୁଇ ଭଉଣୀକୁ ସେ ଦୁ-ଷ୍କ-ର୍ମ କରିଦେଲା
Feb 17, 2025, 16:05 IST

ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ କିଛି ଘଟଣା ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚା ହେଉଛି । ଏବେ ଦୁଇ ଭଉଣୀ ମୁହଁ ଲୁଚାଇ ଥାନାକୁ ଦୌଡ଼ି ଆସିଛନ୍ତି । ଏହି ଦୁଇ ଭଉଣୀ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ପାଠ ପଢିବା ବଦଳରେ ମୁହଁ ଲୁଚାଇ ଏହି ଦୁଇଜଣ ଝିଅ ଥାନାକୁ ଆସିଛନ୍ତି । ଆଉ ତାଙ୍କ ସହ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଅନେକ କିଛି କଥା ଜାଣିପାରିବେ ।

ମୁହଁ ଲୁଚେଇ ଛିଡ଼ା ହୋଇଥିବା ଏହି ଦୁଇ ଝିଅ ଗୋଟିଏ ମାଆର । ଆଉ ଗୋଟିଏ ମାଆର ଦୁଇ ଝିଅଙ୍କ ସହ ଏଭଳି କିଛି ଘଟଣା ଘଟି ଯାଇଥିଲା । ଗାଈ ପାଇଁ ଘାସ କାଟୁଥିବା ବେଳେ ଦୁଇ ଭଉଣୀଙ୍କ ସହିତ ଏଭଳି କିଛି ଘଟଣା ଘଟିଥିଲା । ଏହି ଦୁଇ ଭଉଣୀଙ୍କ ସହିତ ଯାହା ଘଟିଥିଲା ତାହା ଶୁଣିଲେ ଯେ କେହିବି ମୁଣ୍ଡରେ ହାତ ଦେବ । ଏହି ଦୁଇ ଭଉଣୀଙ୍କୁ ତାଙ୍କ ଗାଁ ଜଣେ ଯୁବକ ସବୁବେଳେ ଖରାପ ନଜରରେ ଦେଖିଥାନ୍ତି । ଏହି ଯୁବକ ଜଣକ ତାଙ୍କୁ ସ୍କୁଲ ଯିବା ବାଟରେ କମେଣ୍ଟ ମାରି ଥାଆନ୍ତି ।

ଏହି ଯୁବକ ଜଣକ ଦୁଇ ଭଉଣୀଙ୍କ ସହିତ ଯାହା ଘଟାଇ ଦେଇଛନ୍ତି ତାହା ସତରେ ନିନ୍ଦନୀୟ ଅଟେ । ଏହି ଯୁବକ ଜଣକ ଝିଅ ଦୁଇଜଣଙ୍କ ସହିତ ଏଭଳି କାମ କରିବେ ବୋଲି କେହି କେବେ ଭାବି ନଥିଲେ । ଗତକାଲି ସନ୍ଧ୍ୟାରେ ଏହି ଦୁଇ ଭଉଣୀ ଗାଈ ପାଇଁ ଘାସ ଆଣିବାକୁ ଯାଇଥିଲେ । ଏହି ଦୁଇ ଭଉଣୀ ଘାସ ଆଣିବାକୁ ଘର ପାଖ ପଡ଼ିଆକୁ ଯାଇଥିଲେ । ଆଉ ସେଠାରେ ସେମାନଙ୍କ ସହ ଏହି ଯୁବକ ଜଣକ ଏଭଳି କାଣ୍ଡ କରିଥିଲା । ଏହି ଯୁବକ ଜଣକ ଦୁଇ ଭଉଣୀକୁ ଟାଣି ଟାଣି ନେଇ ଯାଇଥିଲା ।
ଏହି ଯୁବକ ଜଣକ ଏହି ଦୁଇ ଭଉଣୀକୁ ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିଥିଲେ । ଏଭଳି କାଣ୍ଡ ଏହି ଯୁବକ ଜଣଙ୍କ କରିଛନ୍ତି ଯାହାକୁ ନେଇ ଏବେ ଏହି ଦୁଇଜଣ ଝିଅ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହି ଦୁଇ ଭଉଣୀଙ୍କର କେହି ନାହାନ୍ତି ସେମାନେ ଗାଈ ରଖି ନିଜ ପେଟ ପୋଷି ଥାଆନ୍ତି । ଏହି ଦୁଇ ଭଉଣୀଙ୍କ ସହ ନୃଶଂସ ଯୁବକ ଜଣକ ଏଭଳି କାମ କରିଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । ଏବେ ଏହି ଅଭିଯୋଗ ଆଧାରରେ ପୋଲିସ ନୃଶଂସ ଯୁବକଙ୍କୁ ଖୋଜିବାରେ ଲାଗିଛି । ଦେଖାଯାଉ ଏହି ଯୁବକ ଜଣଙ୍କୁ କେବେ ଗିରଫ କରୁଛି ପୋଲିସ ।