ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆମ ସ୍ବାମୀ ଜେଲରେ ଆମେ ଦୁଇ ଦଶମ ଶ୍ରେଣୀ ଝିଅ ଛୁଆ ଧରି ଖେଳଉଛୁ
Mar 5, 2025, 12:31 IST
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଯୁବତୀଙ୍କୁ ନେଇ ଆସିଥିବା ଖବର ବିଷୟରେ ସୂଚନା ପାଇ ପାରୁଥିବେ । ଏବେ ଦୁଇ ଦୁଇଜଣ ଦଶମ ଶ୍ରେଣୀର ଛାତ୍ରୀ ପରୀକ୍ଷା ଦେବାକୁ ଯାଇଥିଲେ ଆଉ ସେ ଏବେ ଛୁଆ ଜନ୍ମ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ସବୁକିଛି ଜଣାପଡିଛି । ଗୋଟିଏ ପଟେ ଦଶମ ଶ୍ରେଣୀର ଝିଅ ବୋର୍ଡ ପରୀକ୍ଷା ଦେବା ବଦଳରେ ଛୁଆ ଜନ୍ମ କରିଛି ଆଉ ଗୋଟିଏ ପଟେ ଏହି ଖୁସି ଗର୍ଭବତୀ କରାଇଥିବା ଯୁବକ ଜେଲରେ ଭର୍ତ୍ତି ହୋଇଛନ୍ତି ।
ଏହିଭଳି ଦୁଇଟି ଘଟଣା ଏବେ ସାମ୍ନାକୁ ଆସିଛି ବୋଲି ଖବର ଆସିଛି । ଗୋଟିଏ ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଥିବା ବେଳେ ଆଉ ଗୋଟିଏ ଘଟଣା ଯାଜପୁର ଜିଲ୍ଲାରେ ଘଟିଥିଲା ।ଦୁଇଜଣ ଦଶମ ଝିଅ ଗର୍ଭବତୀ ହୋଇ ଛୁଆ ଜନ୍ମ କରିଛନ୍ତି । ଆଉ ଏହି ଦୁଇଜଣଙ୍କ ଛୁଆର ବାପା ଏବେ ଜେଲରେ ଭର୍ତ୍ତି ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ଗୋଟିଏ ଘଟଣା ହୋଇଥିବା ବେଳେ ଆଉ ଗୋଟିଏ ଘଟଣା ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ବୋଲି ଜଣାପଡିଛି ।
ମାଲକାନଗିରି ଜିଲ୍ଲାର ଏହି ଦଶମ ଶ୍ରେଣୀର ଝିଅ ଇଂରାଜୀ ପରୀକ୍ଷା ଦେବାକୁ ଯାଇଥିଲା । ଆଉ ଏହି ସମୟରେ ତାର ପେଟ ଯନ୍ତ୍ରଣା ହୋଇଥିଲା । ତାପରେ ସେ ହଷ୍ଟେଲ ଯାଇଥିଲା
। ଆଉ ହଷ୍ଟେଲ ଛାତ ଉପରେ ପାଣି ଟାଙ୍କି ପାଖରେ ଏହି ଛାତ୍ରୀ ଜଣକ ଛୁଆ ଜନ୍ମ ଦେଇଥିଲା । ଏହାପରେ ପୋଲିସ ଏହି ଘଟଣାର ତଦନ୍ତ କରି ଅର୍ଥାତ୍ ଝିଅକୁ ପଚାରି ସେହି ଯୁବକ ଜଣଙ୍କୁ ଗିରଫ କରିଥିଲା । ଆଉ ଏବେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଘଟିଥିବା ଘଟଣା ହେଉଛି ଏହି ଛାତ୍ରୀ ଜଣକ ଗଣିତ ପରୀକ୍ଷା ଦେବାକୁ ଯାଇଥିଲେ ।
ଆଉ ସେଠାରେ ତାଙ୍କର ପେଟ ଯନ୍ତ୍ରଣା ହୋଇଥିଲା । ତାପରେ ଏହି ଛାତ୍ରୀ ଜଣଙ୍କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ଏହି ଝିଅ ଜଣକ ସେହି ମେଡ଼ିକାଲରେ ଛୁଆ ଜନ୍ମ କରିଥିଲେ । ଏହାପରେ ପୋଲିସ ଏହି ଘଟଣା ବିଷୟରେ ଝିଅକୁ ପଚାରିବାରୁ ଝିଅ ଯୁବକ ଜଣକର ନାଁ କହିଥିଲା ଆଉ ଏବେ ପୋଲିସ ତାକୁ ଗିରଫ କରିଛି । ଏହି ଦୁଇ ଦୁଇଟି ଘଟଣା ଏବେ ଓଡିଶାରେ ଚର୍ଚ୍ଚା ହେଉଛି । ଏବେ ଏହି ଦୁଇ ଝିଅ ମେଡ଼ିକାଲରେ ଥିବା ବେଳେ ଦୁଇଜଣ ଯୁବକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ବରୀ ଅଞ୍ଚଳର ଝିଅ ଜନ୍ମ ଦେଇଥିବା କନ୍ୟା ସନ୍ତାନର ଦେହ ଖରାପ ଥିଲା ଆଉ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ଏହି ଦୁଇ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

