Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅନୁଭବ ଜାଗୃତିଙ୍କୁ ବାହାହେବେ କିନ୍ତୁ ବର୍ଷାଙ୍କ ନାଁରେ

 
Gg
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଅଭିନେତା ଅନୁଭବ ମହାନ୍ତି ଜଣେ ଭଲ ଅଭିନେତା । ଏବେ ତାଙ୍କୁ ନେଇ କିଛି କଥା ଜଣେ ଯୁବତୀ କହିଛନ୍ତି । ଅଭିନେତା ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ଆଉ ଏବେ ତାଙ୍କର ଛାଡ଼ପତ୍ର ହୋଇଯାଇଛି । ଏବେ ସେମାନେ ଅଲଗା ହୋଇ ଯାଇଛନ୍ତି । ଆପଣମାନେ ସମସ୍ତେ ତ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ଆସୁଥିବା ଖବର ସବୁ ପାଇଥିବେ । 
Tt
ଏବେ ସେ ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସହିତ ଅଧିକ ସମୟ ରହୁଛନ୍ତି ବୋଲି ଖବର ଆସିଥିଲା । ଆଉ ଏହି ଖବରକୁ ନେଇ ଏହି ଯୁବତୀ ଜଣକ କହିଛନ୍ତି ବିବାହ ପୂର୍ବରୁ ଏକାଠି ରହିବା ଅଲଗା କଥା ଆଉ ବିବାହ ପରେ ଏକାଠି ରହିବା ଅଲଗା କଥା । ଆଉ ଜାଗୃତି ଦିଲ୍ଲୀରୁ ହେଲେ ମଧ୍ୟ ତାଙ୍କୁ ସେଠାରେ ଯେତିକି ଜାଣି ନଥିବେ ଓଡ଼ିଶାରେ ସେତିକି ଜାଣିଥିବେ । ଅଭିନେତା ଭାବରେ ବାବୁଶାନ୍ ଆଉ ଅନୁଭବଙ୍କୁ ନେଲେ ଭଲ ଅଭିନେତା ହେଉଛନ୍ତି ବାବୁଶାନ୍ ।ବାବୁଶାନ୍ ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ଭୁଲ କରିଥିଲେ ଆଉ ଏବେ ଏହା ହଜି ଗଲାଣି । ଏବେ ସେ ବହୁତ ଭଲ ହୋଇ ଯାଇଛନ୍ତି ଆଉ ଭଲରେ ଅଛନ୍ତି । 
Tt
ଆଉ ଅନୁଭବ ମହାନ୍ତି ଯେଉଁଭଳି ଭାବରେ କ୍ୟାମେରା ଆଗରେ କୁହନ୍ତି ଆଉ ଇଣ୍ଟରଭ୍ୟୁରେ କୁହନ୍ତି ସେମିତି ଅଭିନୟରେ କରିଲେ ଭଲ ହେବ । ସେ ସତ୍ୟ କଥା କୁହନ୍ତି ନାହିଁ । ସୋସିଆଲ ମିଡିଆରେ ଜାଗୃତି ଆଉ ଅନୁଭବ ମହାନ୍ତିଙ୍କ ବିଷୟରେ ଜଣା ପଡ଼ିଥାଏ । ଅନୁଭବ ମହାନ୍ତି ଆଉ ଜାଗୃତି ବିବାହ କରିବେ କି ନାହିଁ ତାହା ଜଣାପଡ଼ି ନାହିଁ । ଆଉ ସେ ଯଦି ବିବାହ କରିବେ ତାହେଲେ ଅନେକ କିଛି କଥା ଆସିବ । ସେ ଯଦି ଭଲ ହୋଇଯିବେ ଆଉ ଏଭଳି ସବୁ ଅଭିଯୋଗ ତାଙ୍କ ନାଁରେ ଆସୁଛି ତାହା ସବୁ ସତ୍ୟ ଜଣା ପଡ଼ିଲେ ଅନୁଭବ ମହାନ୍ତି ଜଣେ ଭଲ ହୋଇଯିବେ । ସେ ଗୋଟିଏ କଥା କୁହନ୍ତି ଆଉ ଗୋଟିଏ କାମ କରନ୍ତି । ଜାଗୃତି ମଧ୍ୟ ଗୋଟିଏ ଇଣ୍ଟରଭ୍ୟୁରେ ତାଙ୍କୁ ପଚରାଯାଇଥିଲା କି ତାଙ୍କୁ କଣ ଡକାଯିବ ଆଉ ସେ ଭାଉଜ ଡାକିବାକୁ କହିଥିଲେ । ଏଭଳି ଅନେକ କିଛି କଥାକୁ ନେଇ ଏଭଳି ସନ୍ଦେହ କରାଯାଉଛି କି ଜାଗୃତି ଆଉ ଅନୁଭବ ମହାନ୍ତି ବିବାହ କରିବେ । 
ବର୍ଷା ପ୍ରିୟଦର୍ଶିନୀ ଯେଉଁ ଅଭିଯୋଗ ଆଣିଥିଲେ ଅନୁଭବ ମହାନ୍ତିଙ୍କ ନାଁରେ ଏହା ହୁଏତ ସତ୍ୟ ହୋଇପାରେ । ଅଭିନୟ ଦୁନିଆରେ ଅନୁଭବ ମହାନ୍ତି ସତ୍ୟ ଅଭିନୟ କରନ୍ତି । କିନ୍ତୁ ଇଣ୍ଟରଭ୍ୟୁରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ମିଥ୍ୟା କୁହନ୍ତି ବୋଲି ଏହି ଯୁବତୀ ଜଣକ କହିଛନ୍ତି । ଅନୁଭବ ମହାନ୍ତି ଜଣେ ରାଜନେତା ମଧ୍ୟ ଅଟନ୍ତି । ଓଡ଼ିଶାର ଘରେ ଘରେ ଜାଗୃତି ଏବେ ପରିଚିତ ଅଛନ୍ତି । ପୂର୍ବ ବିବହାରୁ ବାଲାନ୍ସ ଶିଖିବା ଉଚିତ୍ । ଆଉ ଏବେ ତାଙ୍କ ବିବାହ ହେବ କି ନାହିଁ ଏହାକୁ ନେଇ ଅନେକ କଥା ଆସୁଛି । ଦେଖାଯାଉ ଆଗକୁ କଣ ସବୁ ଘଟୁଛି ।

Around The Web