Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବଡ଼ ବୋହୂକୁ ମା-ରିଦେଲେ ସାନ ବୋହୂ ଆଉ ଶାଶୁକୁ ହାଣି ଫୋପାଡିଦେଲେ ଆଉ ତାପରେ

 
Gg
ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସମାଜରେ ଏଭଳି ଘଟଗାଁ ଘଟିବା ନିନ୍ଦନୀୟ ଅଟେ । ଗୋଟିଏ ଘରର ବଡ ବୋହୂ, ସାନ ବୋହୂ ଏବଂ ଶାଶୂଙ୍କୁ ଏକାବେଳକେ ଘରେ ପଶି ଏଭଳି ହାଣି ଦେଇଥିଲା ଦୁବୃର୍ତ୍ତ । ସନ୍ଧ୍ୟା ସମୟ ଥିଲା ଆଉ ଲୋକମାନେ ହାଉ ଯାଉ ହେଉଥିଲେ କିନ୍ତୁ ଏହି ବ୍ୟକ୍ତି ଜଣଙ୍କର ଘରେ ପଶି କେହି ଦୁବୃର୍ତ୍ତ ବଡ ବୋହୂ, ସାନ ବୋହୂ ଏବଂ ଶାଶୂଙ୍କୁ ମାରି ଦେଇଥିଲେ । ସେମାନେ ଚିତ୍କାର କରୁଥିଲେ କିନ୍ତୁ ତାଙ୍କର ପାଟି କେହି ଶୁଣି ନଥିଲେ । 
Gg
ଏହି ଘଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହାପରେ ଏହି ଘଟଣା ଦେଖିବା ପରେ ଶାଶୁ, ବୋହୂ ଏବଂ ସାନ ବୋହୂଙ୍କୁ ମେଡିକାଲ ନିଆ ଯାଇଥିଲା । ଆଉ ଏବେ ସେମାନେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏବେ ମିଳିଥିବା ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣକ ଦୋକାନରେ ଥିଲେ । ଆଉ ଦୋକାନରେ ଥିବା ବେଳେ ତାଙ୍କ ପାଖକୁ ଏକ ଫୋନ୍ ଆସିଲା । କେହି ତାଙ୍କ ଘରେ ଖଣ୍ଡା ଧରି ପଶି ଯାଇଛି ଆଉ ତାଙ୍କ ଘର ଲୋକଙ୍କୁ ଆକ୍ରମଣ କରୁଛି । ଏହି ବ୍ୟକ୍ତି ଜଣକ ଘରେ ଛୋଟ ପିଲାମାନେ ବି ଥିଲେ ।
Vv
ଏହି ବ୍ୟକ୍ତି ଜଣକ ଏହି ଖବର ପାଇବା ମାତ୍ରକେ ଦୌଡ଼ି ଆସିଥିଲେ । ଆଉ ଘରେ ଆସି ଦେଖିଲା ବେଳକୁ ଘରେ ବଡ ବୋହୂ, ସାନ ବୋହୂ ଏବଂ ଶାଶୁଙ୍କ ରକ୍ତ ପଡ଼ିଛି । ଘର ସାରା ରକ୍ତରେ ଭିଜି ଯାଇଛି । ଏହି ଦୃଶ୍ୟ ବହୁତ ଭୟାନକ ଥିଲା । ସନ୍ଧ୍ୟା ସମୟରେ କେହି ଦୁବୃର୍ତ୍ତ ଘର ଭିତରେ ପଶିଥିଲେ । ଆଉ ସେ ଖଣ୍ଡାରେ ବଡ ବୋହୂ, ସାନ ବୋହୂ ଏବଂ ଶାଶୁ ଜଣଙ୍କୁ ଆକ୍ରମଣ କରିଥିଲେ । ଏକାବେଳକେ ତିନି ଜଣଙ୍କୁ ମାରିଥିଲେ ଆଉ ଏହି ଆକ୍ରମଣରେ ବଡ ବୋହୂର ଜୀବନ ଚାଲି ଯାଇଥିଲା ।
ଆଉ ସାନ ବୋହୂ ଏବଂ ଶାଶୁ ଜଣଙ୍କୁ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଉ ଏବେ ସେମାନେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଞ୍ଚଳରେ ଘଟିଯାଇଛି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଘଟଣାରେ ବଡ ବୋହୂକୁ ମାରି ଦେଇଥିବା ବେଳେ ସାନ ବୋହୂ ଏବଂ ମାଆକୁ ଆକ୍ରମଣ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । ଏହି ଘଟଣା କିଏ ଆଉ କାହିଁକି କରିଲା ଏବେ ତାହା ହିଁ ଜାଣିବା ବାକି ରହିଛି ।

Around The Web