ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବସ ଭାଙ୍ଗିଦେଲା ଝିଅ ବାହାଘର କାନ୍ଦୁଛି ମାଆ
Feb 16, 2025, 12:55 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଖବର ଆସିଛି କି ଗୋଟିଏ ବସ୍ ରାସ୍ତାରେ ଜଳି ଯାଇଛି । ଗୋଟିଏ ମାଆ ଏବେ କାନ୍ଦୁଛି ଆଉ କହୁଛି ଏ ନିଆଁ ତୁ କଣ କରିଲୁ । ଏହି ମହିଳା ଜଣକ ଏବେ ତାଙ୍କ ଝିଅର ବାହାଘର କେମିତି କରିବେ ଆଉ ବର୍ଷ ଯାକର ଅର୍ଜିତ ଧନ ସେ ନଷ୍ଟ କରିଦେଲା ବୋଲି କହିଛନ୍ତି । କେମିତି ସେ ସବୁ କାମ କରିବେ ବୋଲି ଏବେ ପ୍ରଶ୍ନ କରିଛନ୍ତି ମହିଳା ଜଣକ । ସବୁକିଛି ଜଳି ଯାଇଛି । ଏବେ ମହିଳାଙ୍କ ଆଗରେ ତାଙ୍କର ଘର ଜଳି ଯାଇଛି ।

ଏହି ମହିଳା ଜଣଙ୍କର ଘର ପୋଡ଼ି ଯାଇଛି । ସେ ଘର ଭିତରେ ଅନେକ କିଛି ଜିନିଷ ରଖିଥିଲେ । ଆଉ ଏହି ସବୁ ରଖିବା ଯୋଗୁଁ ସେ ଅଚିନ୍ତାରେ ଥିଲେ । ଏହି ମହିଳା ଜଣକ ତାଙ୍କ ଝିଅର ବିବାହ ପାଇଁ ସବୁକିଛି ସେହି ଘରେ ରଖିଥିଲେ । ଏବେ ଏହି ଝିଅର ବାହାଘର ସେ କେମିତି କରିବେ ବୋଲି ପ୍ରଶ୍ନ କରିଛନ୍ତି । ମହିଳା ଜଣକ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କର ସବୁ ସ୍ବପ୍ନ ନଷ୍ଟ ହୋଇ ଯାଇଛି । ଏବେ ସେ କଣ କରିବେ ବୋଲି କାନ୍ଦି କାନ୍ଦି କହିଛନ୍ତି । ଯାତ୍ରୀବାହି ବସ୍ କରିଲା ଏଭଳି କାମ ।

ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ବସ୍ ଜଳି ଥିବାର ଦୃଶ୍ୟ ଦେଖିପାରିବେ । ମହିଳା ଜଣକ ଘର ଭିତରେ ଅନେକ ଅସାବାବ ପତ୍ର ସହ ଅନେକ କିଛି ରଖିଥିଲେ ଆଉ ଏହିସବୁ ନଷ୍ଟ ଯୋଇଯାଇଛି ବୋଲି ସୂଚନା ମିଳିଛି । ଏହି ଘଟଣା ବରଗଡ଼ ଜିଲ୍ଲା ବିଜାପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହିଲପାଲି ଛକରେ । ହଠାତ୍ ବସରେ ନିଆଁ ଲାଗିଥିଲା । ଆଉ ନିଆଁ ପବନ ହେବା ଯୋଗୁଁ ଗାଁରେ ଧରିଥିଲା । କ୍ଷିପ୍ର ଗତିରେ ପବନ ହେବା ଯୋଗୁ ଏଭଳି କିଛି ହୋଇଥିଲା ବୋଲି ସୂଚନା ମିଳିଛି । ଏବେ ଗାଁର ଅନେକ ଘର ଜଳି ଯାଇଛି ।
ପିଲାମାନଙ୍କର ପ୍ରମାଣ ପତ୍ର, ଆଉ ଅନେକ ଆସବାବ ପତ୍ର ଏବଂ ଅନେକ କିଛି ଝିଅ ବିବାହ ପାଇଁ ସେ ରଖିଥିଲେ । ଏହିସବୁ ଜିନିଷ ନଷ୍ଟ ହୋଇଯାଇଛି । ଏବେ ଏହିସବୁ କିଛି ନଷ୍ଟ ହୋଇଯିବା ପରେ କେମିତି ଏହି ମହିଳା ଜଣକ ତାଙ୍କର ଝିଅ ବାହାଘର କରିବେ ଏନେଇ ଚିନ୍ତାରେ ଅଛନ୍ତି । ଏବେ ଏହି ମହିଳା ଜଣକ ତାଙ୍କର ଘର ନିଆଁ ଲାଗିଥିବା ନେଇ ଚିନ୍ତାରେ ଥିବା ବେଳେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏବେ ଏନେଇ କ୍ଷତିପୂରଣ ଦାବି କରିଛନ୍ତି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।