Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବେଡରୁମ୍ ଭିତରେ ସ୍ବାମୀ କାନ୍ଦି କାନ୍ଦି ସ୍ତ୍ରୀ କୁ କହୁଛି ଆଉ କରନି କାଟୁଛି

 
Gf
ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ସ୍ତ୍ରୀ ନିଜ ସ୍ଵାମୀ ସହ ଏଭଳି କରିଛି । ଏହି ସ୍ତ୍ରୀ ଜଣକ ସ୍ଵାମୀ ସହ ଏଭଳି କାମ କରିଛି ଯାହା ନିନ୍ଦନୀୟ ଅଟେ । ସ୍ଵାମୀ ଜଣକ ଘର ଭିତରେ ଥିଲେ । ଆଉ ସ୍ତ୍ରୀ ଜଣକ ଘର ଭିତରକୁ ଯାଇ କବାଟ ଦେଇ ଦେଇଥିଲେ । ସେହି ରୁମ୍ ବାହାରେ ଶାଶୁ ଥିଲେ । ଶାଶୁ ବାହାରେ ଥିଲେ ମଧ୍ଯ ଏହି ବୋହୂ ଜଣକ ରୁମ୍ ଭିତରକୁ ଯାଇଥିଲେ ।
Vv
ଆଉ ରୁମ ଭିତରକୁ ଯାଇ ଏଭଳି କିଛି କରିଥିଲେ ଯାହା ନିନ୍ଦନୀୟ ଅଟେ । ଏହି ସ୍ତ୍ରୀ ଜଣକ ରୁମ୍ ଭିତରକୁ ଯାଇ ରୁମ୍ ବନ୍ଦ କରି ଦେଇଥିଲେ । ଆଉ ରୁମ୍ ବନ୍ଦ କରିବା ପରେ ଏଭଳି କିଛି କରିଥିଲା ସ୍ତ୍ରୀ ଯାହାକୁ ନେଇ ଏବେ ଅନେକ କଥା ଆସୁଛି । ସ୍ଵାମୀ ଜଣକ ଘର ଭିତରେ ମୋବାଇଲରେ ଭିଡିଓ କରି ଦେଇଛନ୍ତି । ଏହି ସ୍ଵାମୀ ଜଣକ ଭିଡିଓ କରିନଥିଲେ ହୁଏତ ଆପଣମାନେ ଏହି ବିଷୟରେ ଜାଣିପାରି ନଥାନ୍ତେ । ଏହି ସ୍ଵାମୀ ଜଣକ ସ୍ତ୍ରୀକୁ କିଛି କହି ନଥିଲେ ।ସ୍ତ୍ରୀ ଜଣକ ସ୍ଵାମୀ ଜଣକ ସହ କୌଣସି କାରଣରୁ ଝଗଡ଼ା କରିଥିଲେ । 
Gg
ଆଉ ଝଗଡ଼ା ପରେ ସ୍ଵାମୀ ଜଣଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ ସ୍ତ୍ରୀ ଜଣକ । ସ୍ତ୍ରୀ ଜଣକ ଏଭଳି ମାଡ ମାରିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ତ୍ରୀ ଜଣକ ସ୍ୱାମୀକୁ ମାରୁଥିବା ବେଳେ ସ୍ଵାମୀ ଜଣକ ବଞ୍ଚାଅ ବଞ୍ଚାଅ ବୋଲି କହିଥିଲେ । ଏହି ସ୍ତ୍ରୀ ଜଣକର ଏଭଳି କାଣ୍ଡ କରିବା ପଛରେ ମଧ୍ଯ କାରଣ ରହିଛି । ୨୦୧୭ ମସିହାରେ ଜ୍ୟୋତି ଅଙ୍କିତଙ୍କୁ ବିବାହ କରିଥିଲେ ।ଜ୍ୟୋତି ଆଉ ଅଙ୍କିତଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ବିବାହ ପରେ ସବୁ ଠିକ୍ ଥିଲା । 
ଆଉ ଯେତେବେଳେ ଏହି ସ୍ଵାମୀ ଜଣଙ୍କର ବାପା ମରି ଯାଇଥିଲେ ସେତେବେଳେ ବୋହୂ ଏହି ଘରର ଅଧା ସମ୍ପତ୍ତି ନିଜ ନାଁରେ କରିବାକୁ ଚାହୁଁଥିଲା । ଆଉ ଏହି ଅଧା ସମ୍ପତ୍ତି ସ୍ଵାମୀ ଜଣକ ତାଙ୍କ ନାଁରେ କରିନଥିଲେ ବରଂ ସବୁ ସମ୍ପତ୍ତି ତାଙ୍କ ମାଆଙ୍କ ନାଁରେ କରି ଦେଇଥିଲେ । ଏବେ ଏହି ଘଟଣାକୁ ଆଧାର କରି ସ୍ତ୍ରୀ ଜଣକ ସ୍ଵାମୀ ଜଣଙ୍କୁ ଏଭଳି ବେଡ଼ରୁମ ଭିତରେ ମାଡ ମାରୁଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ଵାମୀ ଜଣକ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଆଉ ସ୍ତ୍ରୀକୁ ପୋଲିସ ପଚରାଉଚରା କରୁଛି । ଏହି ଘଟଣା ଉତ୍ତରପ୍ରଦେଶର ଏକ ଗାଁରେ ଘଟି ଯାଇଛି ।

Around The Web