Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବେକ ହାଣିବାକୁ ଯାଉଥିଲେ ମାଡ଼ିବସିଲା ପୋଲିସ୍ କେହି ଖସି ପାରିଲେନି

 
Ff
ହାତରେ ଧାରୁଆ କଟୁରୀ ଧରି ବେକ ହାଣିବାକୁ ଯାଉଥିଲେ। ପଛରୁ ପୋଲିସ ଯାଇ କିନ୍ତୁ ସମସ୍ତଙ୍କୁ ମାଡ଼ି ବସିଥିଲା। ହାଣିବା ପୂର୍ବରୁ ହିଁ ଥାନା କୁ ବାନ୍ଧି ଆଣିଥିଲା। ଟିକିଏ ବିଳମ୍ବ ହୋଇଥିଲେ କାହାର ବି ବେକ ଗଡି ଯାଇ ଥାଆନ୍ତା। ନିଶାସକ୍ତ ଅବସ୍ଥାରେ ମୁଣ୍ଡ ଗଡ଼ାଇ ଥାଆନ୍ତେ ଦୃର୍ବୁତ୍ତ ମାନେ। ସେମାନଙ୍କୁ କଟୁରୀ ରେ ହାଣି ପକାଇ ଥାଆନ୍ତେ। ସବୁ ପ୍ରସ୍ତୁତି ସରି ଯାଇଥିଲା ପାଖରେ ରଖିଥିଲେ ଧାରୁଆ କଟୁରୀ ଠାରୁ ଆରମ୍ଭ କରି ବୋମା ଏବଂ ବନ୍ଧୁକ।
Gg
ରାତିରେ ହୋଇ ନଥିଲା ନିଦ। ଟିକିଏ ବିଳମ୍ବ ରାତି ହୋଇ ଯାଇଥିଲେ ସେମାନେ ଲୁଟ ପାତ ପାଇଁ ବାହାରି ଯାଇ ଥାଆନ୍ତେ। ଯାହାକୁ ପାଇଥାନ୍ତେ ତାକୁ କଟୁରୀ ଦେଖାଇ ଲୁଟ କରି ଦେଇ ଥାଆନ୍ତେ। ଟଙ୍କା ନଦେଇ ଥିଲେ ବେକ ମଧ୍ୟ ଗଡ଼ାଇ ଦେଇ ଥାନ୍ତେ। ହେଲେ ସେମିତି କିଛି ହେଲେ ମଧ୍ୟ ହେଲା ନାହିଁ ଲୁଟପାତ ପାଇଁ ବାହାରିବା ବେଳକୁ ମାଡି ବସିଥିଲା ପୋଲିସ। ଏଭଳି କିଛି ଦେଖିବାକୁ ମିଳିଛି ବାରଙ୍ଗ ଥାନା ଅଞ୍ଚଳରେ।
Gg
ଏବେ ସୁଦ୍ଧା ତିନି ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଛି। ମାରଣାସ୍ତ୍ର ସହ ବନ୍ଧୁକ ଆଉ ବୋମା ମଧ୍ୟ ଥିଲା। କଟୁରୀ ରେ ବେକ ଗଡ଼ାଇ ଦେଇ ଥାଆନ୍ତେ। ଭଲରେ ବଟି ନେଦେଇ ଥିଲେ ସେମାନେ ଆକ୍ରମଣ କରି ଥାଆନ୍ତେ। ଏହାକୁ ନେଇ ପୂରା ଯୋଜନା ମଧ୍ୟ ଚାଲୁଥିଲା। ସୁଚନା ମୁତାବକ ସେମାନେ ଶ୍ରୀ ଶ୍ରୀ ୟୁନିଭର୍ଶିଟି ନିକଟରେ ଗୋଷ୍ଠୀ ହୋଇଥିଲେ। ଦାଦା ବଟି ଆଦାୟ କରିବା ପାଇଁ ଯୋଜନା ଚାଲିଥିଲା।
ଏହି ଘଟଣା ସମ୍ପର୍କରେ ଗୋଡ଼ି ସାହି ପୋଲିସ ଖବର ପାଇବା ପରେ ସେଠାରେ ଯାଇ ପହଞ୍ଚି ଥିଲା। ଯାହା ପରେ ଥାନା ଅଧିକାରୀ ବିଚିତ୍ର ନନ୍ଦ ପ୍ରଧାନ ଚଢ଼ାଉ କରିଥିଲେ। ଏହାପରେ ଘଟଣା ସ୍ଥଳରୁ ଦୁଇ ଜଣଙ୍କୁ ଗିରଫ କରିବା ସହ ଧାରୁଆ କଟୁରୀ, ବନ୍ଧୁକ ଏବଂ ଦୁଇଟି ଅଫୁଟା ବୋମା ମଧ୍ୟ ଜବତ କରାଯାଇ ଥିବା ଜଣା ପଡିଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.