Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବିମାନ ଭିତରେ ଚାଲିଥିଲା ସେ-କ୍ସ ଭିଡିଓ ଭାଇରାଲ

 
Gg
ବିମାନରେ ଯାତ୍ରା କରୁଥିଲେ ଦମ୍ପତ୍ତି। ନିଜ ସିଟ ପାଖରେ ହେଲେ ଅନ୍ତରଙ୍ଗ। ପରସ୍ପର ସହ ରଖିଥିଲେ ଶାରୀରିକ ସମ୍ପର୍କ। କାହାକୁ କି ଲୁଚିକରି ରେକର୍ଡ କରିଥିଲେ ପାଇଲଟ। ଏହି ଭିଡିଓ ଏବେ ଭାଇରାଲ୍ ହୋଇ ଯାଇଛି। ବାଂକକ ରୁ ଏହା ଉଡାଣ ଆରମ୍ଭ କରି ଯୁରିଚ ଅଭିମୁଖେ ଯାଉଥିଲା ଏହି ବ୍ୟବସାୟିକ ସ୍ଵିସ ବିମାନ। ଯାତ୍ରୀମାନେ ସବୁ ନିଜ ନିଜର ସିଟ ରେ ମଧ୍ଯ ବସି ରହିଥିଲେ। ଆଉ ଏହି ଅତ୍ୟାଧୁନିକ ସିଟ ରେ,
Hhh
ଯାତ୍ରୀ ମାନଙ୍କ ପାଇଁ ସବୁକିଛି ବ୍ୟବସ୍ଥା ମଧ୍ଯ ରହିଥିଲା। ଯେମିତି କି ସେମାନେ ତାଙ୍କର ବିମାନ ଯାତ୍ରାର ଭରପୁର ଭାବରେ ମଜା ଉଠାଇ ପାରିବେ। ସେଥିପାଇଁ ସମସ୍ତ ଯାତ୍ରୀ ମାନେ ନିଜ ନିଜ ହିସାବରେ ବିମାନ ଯାତ୍ରାକୁ ଉପଭୋଗ କରୁଥିଲେ। ଏହି ବିମାନରେ ଏକ ଦମ୍ପତ୍ତି ମଧ୍ୟ ଯାତ୍ରା କରୁଥିଲେ। ସ୍ବାମୀ ସ୍ତ୍ରୀ ବାଂକକ ରୁ ଯୁରିଚ ଅଭିମୁଖେ ଯାଇଥିଲେ। ସେମାନେ ତାଙ୍କର ଆରାମ ପାଇଁ ଅତ୍ୟାଧୁନିକ ପ୍ରଥମ ଶ୍ରେଣୀ ଗ୍ୟାଲେରୀ ବୁକ୍ କରିଥିଲେ।
Hh
ବିମାନ ଟି ଉଡ଼ିବା ପରେ ସବୁ ଯାତ୍ରୀ ମାନେ ନିଜ ନିଜ ଭିତରେ ବ୍ୟସ୍ତ ଥିଲେ। ଏହି ବାର ଘଣ୍ଟିଆ ବିମାନ ଯାତ୍ରାରେ ଅନେକ ଯାତ୍ରୀ ମାନେ ନିଦରେ ମଧ୍ୟ ଶୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ସ୍ବାମୀ ସ୍ତ୍ରୀ ବିମାନ ଭିତରେ ହିଁ ପରସ୍ପର ସହ ଅନ୍ତରଙ୍ଗ ହେବା ଆରମ୍ଭ କରି ଦେଇଥିଲେ। ସେମାନେ ତଙ୍କର ଅତ୍ୟାଧୁନିକ ସିଟ ପାଖରେ ହିଁ ପରସ୍ପର ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହାକୁ ଜାଣି ପାରିଥିଲେ ପାଇଲଟ।
ତାହାପରେ ଏହି ଦୃଶ୍ୟ ପାଇଲଟ ଙ୍କ ଦ୍ବାରା ରେକର୍ଡ କରାଯାଇ ଥିଲା। ସିକ୍ୟୁରିଟି କ୍ୟାମେରା ରେ ହିଁ ଏହି ଭିଜୁଆଲ ରେକର୍ଡ କରାଯାଇ ଥିଲା। ଆଉ ଏହି ଭିଡିଓ ରେ ଏଭଳି କିଛି ଦେଖିବାକୁ ମିଳିଥିଲା ଯାହାକି ଆମେ ଆପଣଙ୍କୁ ଦେଖାଇ ପାରିବୁ ନାହିଁ। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.