ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବିଜେଡି ନେତାଙ୍କ ରୋମାନ୍ସ ଭିଡିଓ ଭାଇରାଲ୍
Feb 26, 2025, 16:25 IST

ଆଜିକାଲି ଦୁନିଆରେ ଅନେକ ପ୍ରକାରର ଘଟଣା ଘଟୁଛି । ଅନେକ ଅଞ୍ଚଳରେ ଅନେକ ଘଟଣା ଘଟୁଥିବାର ଆପଣମାନେ ଜାଣି ପାରୁଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଜଣେ ରାଜନେତାଙ୍କ ବିଷୟରେ ଆସିଥିବା ଖବର ଆପଣମାନେ ପାଇପାରିବେ । ଚାନ୍ଦବାଲି ଇତିହାସରେ ଏବେ ଏହି ଘଟଣା କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ସୂଚନା ମିଳିଛି । ଚାନ୍ଦବାଲିର ବର୍ତ୍ତମାନ ବିଧାୟକ, ଦୁଇ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଯାହା ଏହି ସମାଜ ପାଇଁ କଳଙ୍କ ଅଟେ ।

ସେମାନେ ଜଣେ ମହିଳାଙ୍କ ସହ ନୃତ୍ୟ କରୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ନୃତ୍ୟ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଭିଡିଓ ସମାଜକୁ ଏକ ଖରାପ ବାର୍ତ୍ତା ଦେଉଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁରା ଚାନ୍ଦବାଲି କଳଙ୍କିତ ହୋଇଛି । ଏହା ପୁରା ଚାନ୍ଦବାଲିକୁ ଖରାପ ବାର୍ତ୍ତା ଦେବା ସହ କଳଙ୍କିତ କରି ଦେଇଛି । ରାଜନୈତିକ ପୃଷ୍ଠ ଭୂମିରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଟେ । ବର୍ତ୍ତମାନର ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିବା ଉଚିତ୍ ।

ଏହି ବିଧାୟକ ଜଣଙ୍କୁ ଦଳରୁ ପ୍ରତ୍ୟାହିତ କରାଯିବା ଉଚିତ୍ । ଏହି ଘଟଣା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଭଳି ଅନେକ ନେତା ଏଭଳି ରଙ୍ଗଶାଳା କରିଛନ୍ତି । ଆଉ ଏଭଳି କଳୁଷିତ କାମ କରୁଛନ୍ତି । ଯେଉଁ ରାଜନେତାମାନେ ସମାଜକୁ ଭଲ ବାର୍ତ୍ତା ଦେବା କଥା ସେମାନେ ଏଭଳି କାମ କରିବା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ଲୋକ ରହିବା ସମାଜ ଉପରେ ଖରାପ ପ୍ରଭାବ ପକାଇଛି । ଏଭଳି ରାଜନେତାଙ୍କ ପାଇଁ ଆଜି ଓଡ଼ିଶାର ଏଭଳି ଅବସ୍ଥା ।
ଏହିଭଳି ରାଜନେତାଙ୍କୁ ଦଳରୁ ବାହାର କରିବା କଥା । ଯେଉଁମାନେ ରାଜ୍ୟ ପାଇଁ ପ୍ରମୁଖ ହେବା ଯଥା ସେମାନେ ଏଭଳି କାମ କରିବା ନିନ୍ଦନୀୟ ଅଟେ । ଏହିଭଳି ରାଜନେତାଙ୍କ ପାଇଁ ଅର୍ଥାତ୍ ବର୍ତ୍ତମାନର ଜିଲ୍ଲା ପରିଷଦ ଏଭଳି କାଣ୍ଡ କରିଛନ୍ତି । ଏହି ଭିଡିଓ ଯେଉଁ ସାମ୍ବାଦିକ ସାମ୍ନାକୁ ଆଣିଛନ୍ତି ତାଙ୍କୁ ଏବେ ସୁରକ୍ଷା ଦେବାକୁ କହିଛନ୍ତି । ଏହି ସାମ୍ବାଦିକ ଜଣଙ୍କୁ ଚାନ୍ଦବାଲି ବାସୀ ସୁରକ୍ଷା ଦେବା ଉଚିତ୍ । ଏଭଳି ଅନେକ ସ୍ଥାନରେ ରଙ୍ଗଶାଳା ରହିଛି ଆଉ ଏହାକୁ ବନ୍ଦ କରିବା ଉଚିତ୍ ବୋଲି କହିଛନ୍ତି ଅନେକ ନେତା । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।