ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବ୍ରିଜ ଉପରୁ ମିଳିଲା ଯୁବ ଇଞ୍ଜିନିୟର ଛାତ୍ରଙ୍କ ମୁଣ୍ଡ ବିହୀନ ଖଣ୍ଡ ଶରୀର
Updated: Mar 20, 2025, 11:20 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବା ସହ କିଛି ଘଟଣା ବିଷୟରେ ଜାଣିପାରିବେ । ଏହି ଖବର ହେଉଛି ଜଣେ ଯୁବକର ମୃ-ତଦେହ ଏବେ ଟ୍ରେନ ଧାରଣା ବ୍ରିଜ ଉପରେ ମିଳିଛି । ବ୍ରିଜ ଉପରେ ପଡ଼ିଛି ମୁଣ୍ଡ ବିହୀନ ଶରୀର । ନାଁ ଅଛି ମୁଣ୍ଡ ନାଁ ଅଛି ହାତ । ଏହି ଶରୀର ଯିଏ ବି ଦେଖିବ ସେ ଭୟରେ ଥରି ଉଠିବ ।

ରେଲୱେ ଷ୍ଟେସନ ପାଖରେ ଖଣ୍ଡ ଖଣ୍ଡ ହୋଇ ପଡ଼ିଛି ଯୁବକଙ୍କ ଶରୀର । ଚାରିଆଡେ ଖେଳାଇ ହୋଇ ପଡ଼ିଛି ଶରୀରର ବିଭିନ୍ନ ଅଂଶ । ଶରୀରର ବିଭିନ୍ନ ଅଂଶ ତଳେ ପଡିଥିବା ବେଳେ କିଛି ଅଂଶ ପାଉ ନାହାନ୍ତି । ଏବେ ଏହିସବୁ ଦେଖି ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଯୁବ ଇଞ୍ଜିନିୟର ଜଣଙ୍କର ଏଭଳି ଅବସ୍ଥା ହୋଇଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଯୁବ ଇଞ୍ଜିନିୟର ଜଣଙ୍କୁ କେହି ହ-ତ୍ୟା କରିଛି ବୋଲି ଏବେ ସନ୍ଦେହ କରାଯାଉଛି ।

ଏହି ଯୁବ ଇଞ୍ଜିନିୟର ଜଣଙ୍କର ଏଭଳି ଅବସ୍ଥା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଏହି ଦୃଶ୍ୟ ଦେଖାଇ ହେଉ ନାହିଁ । ଷ୍ଟେସନ ନିକଟରେ ଏଭଳି ଦୃଶ୍ୟ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ ପରିବାର ଲୋକେ ଏବେ ସନ୍ଦେହ କରିଛନ୍ତି ଏହି ଯୁବକ ଜଣଙ୍କୁ ମାରି ଦିଆଯାଇଛି । ତାଙ୍କୁ କେହି ହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ପରିବାର ଲୋକେ ପୁଅ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଆଉ ଏହାପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।
ଏହି ଯୁବକ ଜଣକ ଭଦ୍ରକ ସହରରେ ଥିବା କନିକା ମେସରେ ରହି ପାଠ ପଢୁଥିଲେ । ଗତ ୧୬ ତାରିଖ ରାତିରେ ସେ ହଷ୍ଟେଲରୁ ଯାଇଥିଲେ ଆଉ ଫେରିନଥିଲେ । ଏହାପରେ ସୋମବାର ଦିନ ଏହି ଯୁବକ ଜଣଙ୍କର ଶରୀର ଖଣ୍ଡ ଖଣ୍ଡ ଅବସ୍ଥାରେ ରେଳବାଇ ପୋଲିସ ମେଡିକାଲ ନେଇଥିଲା । ଆଉ ଏହାପରେ ଏହି ଯୁବକ ଜଣକର ଏହି ଶରୀର ବୋଲି ଜଣା ପଡିଥିଲା । ଏବେ ଏହି ଯୁବକ ଜଣଙ୍କର ପରିବାର ଲୋକେ ଥାନାରେ ଅଭିଯୋଗ ଆଣିଛନ୍ତି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।