Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବୁଦାକୁ ଟାଣିନେଇ କୁନି ଝିଅକୁ ଦୁ-ଷ୍କ-ର୍ମ ପ୍ରାଇଭେଟ୍ ପାର୍ଟରେ...

 
Vv
୧୩ ବର୍ଷର କୁନି ଝିଅ ସହ ହେଲା ବର୍ବର କାଣ୍ଡ। ଘୋଷାଡି ନେଇ ତାଙ୍କୁ ବୁଦା ରେ ଦୁ-ଷ୍କ-ର୍ମ ଉଦ୍ୟମ କରାଯାଇଛି। ଅଟକାଇବାରୁ ମହିଳାଙ୍କୁ ମାଡ଼ ହୋଇଛି। ନ୍ୟାୟ ପାଇଁ ଥାନାରେ କାନ୍ଦିଲେ ପୀଡ଼ିତାଙ୍କ ମାଆ। କୁନି ଝିଅକୁ ଜଙ୍ଗଲ ଭିତରକୁ ଟେକି ନେଇ ଯାଇଥିଲେ। ଝିଅଟି ରକ୍ତାକ୍ତ ହୋଇ ଜଙ୍ଗଲରେ ଚିତ୍କାର କରିବାରୁ ସେଠାରେ ଯାଇ ପହଞ୍ଚି ଯାଇଥିଲେ ଜଣେ ମହିଳା। ସ୍ଥାନୀୟ ମହିଳା ଜଣକ ଅଭିଯୁକ୍ତ କୁ ଅଟକାଇବାରୁ ,
Hh
ତାଙ୍କୁ ମାଡ଼ ମାରି ତାଙ୍କର ହାତ ମୋଡ଼ି ଦେଇଥିଲା ଅଭିଯୁକ୍ତ ଜଣକ। ମହିଳାଙ୍କ ଆକୁଳ ଚିତ୍କାର ରେ ସେଠାରେ ଜମା ହୋଇ ଯାଇଥିଲେ ଲୋକ ମାନେ। ଯୁବତୀ ଜଣକୁ ସେହି ବୁଦା ମୂଳରେ ଛାଡ଼ି ଯାଇଥିଲା ଆଉ ସେଠାରୁ ସେ ଚମ୍ପଟ୍ ମାରିଥିଲା। ଏଭଳି ଏକ ଘଟଣା ଘଟି ଯାଇଛି ଦଶରଥପୁର ଅଞ୍ଚଳରେ। ମାମୁଘର ବସ୍ତିରେ ହେଉଥିବା ଜଲସା ଦେଖିବାକୁ ଯାଇଥିବା ଜଣେ ଯୁବତୀ କୁ ମିମ୍ ନିସରୁଦ୍ଦିନ ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତି ,
Hh
ଏକ ୧୩ ବର୍ଷୀୟ ଯୁବତୀ କୁ ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିବା ବେଳେ ନାବାଳିକା ଜଣକ କ୍ଷତାକ୍ତ ହୋଇ ଚିତ୍କାର କରିବାକୁ ତାଙ୍କୁ ମାଡ଼ ମାରି , ପ୍ରାଇଭେଟ୍ ପାର୍ଟ୍ କୁ କ୍ଷତାକ୍ତ କରି ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିବା ବେଳେ ଉକ୍ତ ଗ୍ରାମର ଜଣେ ମହିଳା ଦେଖି ପାଟି କରିଥିଲେ। ନାବାଳିକା ଙ୍କୁ ବୁଦା ମୂଳରେ ଛାଡ଼ି ସଂପୃକ୍ତ ମହିଳାଙ୍କୁ ମାଡ଼ ମାରିଥିଲା ଅଭିଯୁକ୍ତ। ଲୋକ ସେଠାରେ ଏକାଠି ହୋଇ ପାଟି କରିବାରୁ ଘଟଣା ସ୍ଥଳରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା।
ଏନେଇ ପୀଡ଼ିତା ଙ୍କ ମାଆ ଦଶରଥପୁର ଥାନାରେ ଅଭିଯୋଗ କରିଥିବା ବେଳେ ପୀଡ଼ିତା ଙ୍କୁ ନ୍ୟାୟ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି । ଏହି ଘଟଣାକୁ ନେଇ ଏବେ ଚାରିଆଡେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.