ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ୪ ଛୁଆକୁ ଛାଡ଼ି ମାଆ ପ୍ରେମିକ ସାଥିରେ ଛୁ ଆଉ ତାପରେ
Mar 2, 2025, 12:08 IST

ଗୋଟେ ମାଆ ତାର ଛୁଆକୁ ବହୁତ ଭଲ ପାଇଥାଏ । ଆଉ ମାଆ ଛୁଆ ପାଇଁ ସବୁକିଛି କରିଥାଏ । କିନ୍ତୁ ଆଜିକା ଯୁଗରେ ଏଭଳି କିଛି ମାଆ ଅଛନ୍ତି ଯେଉଁମାନେ ଏଭଳି ନୀଚ କାମ କରନ୍ତି । ଜନ୍ମ କରିଥିବା ମାଆ କରିଲା ଏଭଳି କାମ । ଏହି ଖବର ଏବେ ସାମ୍ନାକୁ ଆସିଛି । ଏହି ଖବର ସାମ୍ନାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯେଉଁ ଖବର ଶୁଣିବେ ତାହା ଶୁଣିଲେ ଆପଣ ବି ଭାବିବେ ଏଭଳି ମହିଳା ମାଆ ହେବା କଥା ନୁହେଁ ।

ଚାରି ଚାରିଜଣ ଛୁଆକୁ ଛାଡି ଏହି ମାଆ ଜଣକ ପ୍ରେମିକ ସହ ପଳାଇଲା । ପ୍ରେମିକ ସହ ସମ୍ପର୍କ ରଖିବାକୁ ବହୁତ ଇଚ୍ଛା ଥିଲା ଏହି ମହିଳା ଜଣଙ୍କର ଯେଉଁଥିପାଇଁ ସେ ଜନ୍ମ କରିଥିବା ଚାରି ସନ୍ତାନଙ୍କୁ ଛାଡ଼ି ଦେଇଥିଲା । ଏହି ମହିଳା ଜଣକର ଚାରୋଟି ସନ୍ତାନ ଥାଇ ମଧ୍ୟ ପ୍ରେମ ନିଶାରେ ସେ ପ୍ରେମିକ ପାଖକୁ ପଳାଇଲା । ଏଭଳି ଜଣେ ଜନ୍ମିତ ମାଆ କିଭଳି କରିପାରିବ । କିଭଳି ସେ ତାର ଜନ୍ମ କରିଥିବା ଛୁଆଙ୍କୁ ଛାଡି ପର ପୁରୁଷ ସହ ରହିପାରିବ । ଏହି ମହିଳା ଜଣକ ଏବେ ଏଭଳି ନିର୍ଲଜ୍ଜ କାମ କରିଛନ୍ତି ।

ଏହି ସ୍ତ୍ରୀ ଜଣଙ୍କର ଏଭଳି କାମ ଦେଖି ତାର ସ୍ଵାମୀ ମଧ୍ଯ କେଉଁଆଡେ ପଳାଇ ଗଲା । ଏହି ଚାରି ଛୁଆର ବାପା ମଧ୍ୟ କେଉଁଆଡେ ପଳାଇ ଗଲେ ଆଉ ଏହି ଛୁଆମାନେ ବାପାଙ୍କୁ ଅନେକ ଖୋଜିଲେ କିନ୍ତୁ ପାଇଲେ ନାହିଁ । ଏହି ଚାରି ଛୁଆଙ୍କ ମାଆ ବାପା ଏଭଳି କାମ କରିଲେ । ଏବେ ଏହି ଚାରି ଛୁଆଙ୍କ ସାହା ଭରଷା ଆଉ କିଏ ହେବ । ଏହି ଚାରି ଛୁଆଙ୍କ ଯତ୍ନ ଏବେ ତାର ଜେଜେମା ନେଉଛନ୍ତି । ୭୫ ବର୍ଷୀୟ ବୃଦ୍ଧା ମହିଲାର ପଣତ କାନି ଏବେ ଏହି ଚାରି ଛୁଆଙ୍କ ଜୀବନ ପାଲଟିଛି ।
ବୁଢ଼ୀ ମା ଭିକ ମାଗି ଆଣି ନାତିନାତୁଣୀଙ୍କୁ ଖାଇବାକୁ ଦେଇଥାଏ । ଏହି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୁହୁଖଣ୍ଡି ଗାଁରେ ଦେଖିବାକୁ ମିଳିଛି । ଏହି ଗାଁରେ ନନ୍ଦ ମୁଣ୍ଡାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ପୂର୍ଣ୍ଣିନ୍ଦି ଆଉ ୭୦ ବର୍ଷୀୟ ମାଆ ଆଉ ଚାରି ଛୁଆ । ସେ କାମ କରି ସମସ୍ତଙ୍କ ପେଟ ପୋଶୁଥିଲେ । କିନ୍ତୁ ଏବେ ଏହି ଚାରି ଛୁଆର ମାଆ ପ୍ରେମିକ ସହ ଫେରାର ହୋଇ ଯାଇଥିବା ବେଳେ ବାପା କେଉଁଆଡେ ଚାଲି ଯାଇଛନ୍ତି । ଏବେ ସେମାନେ ବହୁତ ଅସୁବିଧାରେ ଚଳୁଛନ୍ତି । ଏବେ ସରକାର ତିନି ଛୁଆଙ୍କୁ ସୋନପୁର ଶିଶୁ ସୁରକ୍ଷା ୟୁନିଟରେ ରଖାଯାଇଛି ଆଉ ଜଣେ ଜେଜେମା ପାଖରେ ରହିଛି । ଏବେ ସରକାର ତାଙ୍କୁ କିଛି ସାହାଯ୍ୟ କରିବାକୁ ବୁଢ଼ୀ ମାଆ ଜଣକ ଅନୁରୋଧ କରିଛନ୍ତି ।