Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ,ଚୋର ଧରାଉଛି କୁଲା..କୁଲା କହିଦେଲା ଚୋରି କରିଥିଲା କିଏ...?

 
Vc
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗାଁ ଭିତରେ ହାତରେ କୁଲା ଧରି ଚାଲିଛି ମନ୍ତ୍ର ପାଠ। ଲୋକ ଜମା ହୋଇଛନ୍ତି ଦୁଇ ଯୁବକ ଗୋଟିଏ କୁଲା କୁ ହାତରେ ଧରି ଝୁଲାଇଛନ୍ତି। ତା ଭିତରେ ଜଣେ ଯୁବକ ମଧ୍ଯ ମନ୍ତ୍ର ପଢ଼ିବାରେ ଲାଗି ପଡିଛନ୍ତି। ଯାହାର ଦୃଶ୍ୟ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଚମକି ପଡ଼ିବେ। ଗାଁ ଦାଣ୍ଡରେ କୁଲା କୁ ନେଇ ଚାଲିଛି ପୂଜାର୍ଚ୍ଚନା। ଆମ୍ବଡ଼ାଳ ସହ ଚନ୍ଦନ ସିନ୍ଦୂର ପିନ୍ଧାଇ ନନା ପୁଜା ମଧ୍ୟ କରୁଛନ୍ତି।
Vv
ଏପଟେ କୁଲା ପୁଜା ଦେଖିବା ପାଇଁ ଗାଁ ଦାଣ୍ଡରେ ଜମା ହୋଇଛନ୍ତି ପିଲାଠାରୁ ବୁଢା ସମସ୍ତେ। କୁଲା ମାଆ ଡାକି ମନ୍ତ୍ର ପଢ଼ିବାରେ ଲାଗିଛନ୍ତି ନନା। ଦୁଇପଟେ ଦୁଇଜଣ ବ୍ୟକ୍ତି କୁଲା କଇଁଚି ପୁରେଇ ତାକୁ ଟେକି ଧରିଛନ୍ତି। ଅନ୍ୟ ଜଣେ ବ୍ୟକ୍ତି କୁଲା ମାଆ ସତ କହ ବୋଲି କହି ମୁଠା ମୁଠା ଚାଉଳ ତାହା ଉପରେ ପକେଇବାକୁ ଲାଗିଛନ୍ତି।କୁଲା ମଧ୍ୟ ଏପଟ ସେପଟ ହେବାରେ ଲାଗିଛି ଯାହାକୁ ଦେଖି ଗାଁ ଲୋକମାନେ ମଧ୍ୟ ଛାନିଆ ହୋଇ ଯାଇଛନ୍ତି।
Gg
ଏହି ଦୃଶ୍ୟ ଦେଖି ଆପଣ ମାନେ ଭାବୁଥିବେ କି ଲୋକମାନେ କଣ କରୁଛନ୍ତି। ହେଲେ ପ୍ରକୃତ ସତ ଜାଣିଲେ ଆପଣ ମାନେ ମଧ୍ୟ ଛାନିଆ ହୋଇଯିବେ। ଗାଁ ମୁଣ୍ଡରେ ହେଉଥିବା ଏହି କୁଲା ପୂଜା ଚୋର ଧରିବା ପାଇଁ ଚାଲିଛି। ଯିଏ ଚୋର ତାର ନାଆଁ ଧରିଲେ କୁଆଡେ କୁଲା ହଁ କିମ୍ବା ନା ରେ ଜବାବ ଦେଇଥାଏ।କୁଲା ପୁଣି ବୁଲି ଚୋର ଧରି ପକାଏ। ପୋଲିସ କାମ ସବୁ ଏହି କୁଲା କରେ ବୋଲି ମଧ୍ୟ ଏହା କୁହା ଯାଇଛି।
ଏଭଳି ଜଣ ଜଣକ ନାମ ବ୍ୟକ୍ତି ଜଣକ ଚାଉଳ ପକାଇ କହିଥିଲେ। ଏହାପରେ ଜଣେ ବ୍ୟକ୍ତି ନାମରେ କୁଲା ବୁଲିଯାଇ ଥିଲା। ଏହାପରେ ଗ୍ରାମବାସୀ ମାନେ ବ୍ୟକ୍ତି ଜଣକୁ ଚୋର ବୋଲି କହି ତାଙ୍କୁ ଖୁବ ଗାଳି ଗୁଲଜ ମଧ୍ୟ କରିଥିଲେ। ଏହାପରେ ସେଠାରେ ଖୁବ ହୋ ହାଲ୍ଲା ଓ ପାଟିତୁଣ୍ଡ ମଧ୍ଯ ଶୁଣା ଯାଇଥିଲା। ଏନେଇ ବ୍ୟକ୍ତି ଜଣକ ସେଠାରୁ ପଳାଇ ଯାଇଥିବା ବେଳେ ଅନ୍ଧ ବିଶ୍ଵାସ ପାଇଁ ଜଣେ ନିରୀହ ଲୋକକୁ ଗାଁ ଦାଣ୍ଡରେ ବେଜିତ୍ କରି ଦିଆ ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.