ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଡାକିଲା କଟା ହାତ କହିଲା...ଇଏ ମୋତେ ମାରିଛି ଆଉ ତାପରେ
Dec 28, 2024, 15:04 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏହାସହ ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ପୋଲିସ ବାଲିରେ ଜଣେ ବ୍ୟକ୍ତିଙ୍କ ମୃ-ତଦେହ ପାଇଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ପାଇପାରିବେ । କାଲି ନଦୀ ପଠାରେ ବୁଲି ବୁଲି ପୋଲିସ କିଛି ତଦନ୍ତ କରୁଥିଲା । ଆଉ ଏହି ତଦନ୍ତରୁ ସେ ଅନେକ କିଛି ଶୁରାଗ ପାଇଛି । ନଦୀ ପଠାରେ ବାଲି ଖୋଳୁଥିଲା ପୋଲିସ ।
ଆଉ ପୋଲିସ ବାଲି ଖୋଳି କଟା ହାତ ପାଇଛି । ଆଉ ଏହି ବାଲିରୁ କେଉଁ ସ୍ଥାନରୁ କଟା ହାତ ତ ଆଉ କେଉଁ ସ୍ଥାନରୁ କଟା ଗୋଡ ତ ଆଉ କେଉଁ ସ୍ଥାନରୁ କଟା ମୁଣ୍ଡ ପାଇଥିଲା ପୋଲିସ । ଏହି ହ-ତ୍ୟା ଏକ ଧାରୁଆ ଅସ୍ତ୍ରରେ ହୋଇଥିଲା ବୋଲି ସୂଚନା ମିଳିଛି । କେହି ଜଣେ ହ-ତ୍ୟା କରି ନଦୀ ପଠାରେ ପୋତି ଦେଇ ଯାଇଥିଲା ବୋଲି ସନ୍ଦେହ କରାଯାଉଛି । ଆଉ ଏହି ସନ୍ଦେହ ସତ ବୋଲି ଏହି କଟା ହାତ, ଗୋଡ, ମୁଣ୍ଡରୁ ଜଣାପଡ଼ୁଛି । ସ୍ଥାନୀୟ ଲୋକମାନେ ଏହି ମୃତ ବ୍ୟକ୍ତି ଜଣକ ତାଙ୍କ ଅଞ୍ଚଳର ନୁହେଁ ବୋଲି କହିଥିଲେ ।
ଏହାପରେ ପୋଲିସ ଏହି ଘଟଣାର ତଦନ୍ତ କରିଥିଲା । ଏହି ଘଟଣାକୁ ମାତ୍ର ୨୪ ଘଣ୍ଟା ହୋଇନାହିଁ ପୋଲିସ ଏହି ଘଟଣାର ଫର୍ଦ୍ଦାଫାସ କରିଥିଲା । ମୃ-ତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ କିଏ ଆଉ ତାର ଘର କେଉଁଠି ଏହିସବୁ ବିଷୟରେ ପତ୍ତା ଲଗାଇ ଦେଇଛି ପୋଲିସ । ପୋଲିସ ଏବେ ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ଜଣଙ୍କୁ ମଧ୍ୟ ଗିରଫ କରିଛି । ଗିରଫ କରିବା ସହ ଏହି ଘଟଣାର ସିନ ରିକ୍ରିଏସନ ମଧ୍ୟ କରିଛି । ଘଟଣା ବିଷୟରେ ଜାଣିବାର ୨୪ ଘଣ୍ଟା ହୋଇନାହିଁ ପୋଲିସ ଏହି ଘଟଣାର ଫର୍ଦ୍ଦାଫାସ କରିଛି ।
ନଦୀ ପଠାରେ ଶହ ଶହ ଲୋକ ଆଉ ଏହି ଭିତରେ ଅଭିଯୁକ୍ତ ଜଣଙ୍କୁ ଧରି ସିନ ରିକ୍ରିଏସନ୍ କରୁଛି ପୋଲିସ । ଏହି ଘଟଣା ବୁଢ଼ାବଳଙ୍ଗ ନଦୀ ପଠାରେ ଦେଖିବାକୁ ମିଳିଥିଲା । ସାଙ୍ଗମାନେ ନିଜ ସାଙ୍ଗର ଜୀବନ ନେଇ ଯାଇଛନ୍ତି । ସାଙ୍ଗମାନେ ଅପହରଣ ବାବଦରେ ଟଙ୍କା ନ ମିଳିବାରୁ ଏଭଳି କାଣ୍ଡ କରିଥିଲେ ବୋଲି ଜଣାପଡିଛି । ଏହି ଘଟଣା ନେବାରିପଦା ସଦର ଥାନା ଗୁମୁଡିହି ବୁଢ଼ାବଳଙ୍ଗ ନଦୀ ପଠାରୁ ଗଳୀତ ଶବ ପାଇଥିଲେ । ଏହି ମୃ-ତ-କ ବ୍ୟକ୍ତି ଜଣକ ହେଉଛନ୍ତି ତେନ୍ତୁଳିଆ ଗ୍ରାମର ଚନ୍ଦନ । ଦୁଇ ସାଙ୍ଗ ମିଶି ତାଙ୍କୁ ହ-ତ୍ୟା କରି ଦେଇଥିଲେ । ପୋଲିସ ଏବେ ତାଙ୍କୁ ଗିରଫ କରିଛି ।