ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଦରମା ମାତ୍ର ୪ ହଜାର ସରକାରୀ ବାବୁଙ୍କର କୋଟି କୋଟି ସମ୍ପତ୍ତି
Feb 16, 2025, 11:27 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଜାଣିବା ସହ ସରକାରୀ ଚାକିରୀ ବିଷୟରେ କିଛି ଖବର ଜାଣିପାରିବେ । ଏହି ସରକାରୀ ଅଫିସରଙ୍କ ଦରମା ମାତ୍ର ୪ ହଜାର ଟଙ୍କା ଆଉ ତାଙ୍କର ସମ୍ପତ୍ତି କହିଲେ ନସରେ । ମାତ୍ର ୪ ହଜାର ଟଙ୍କା ଏହି ସରକାରୀ ବାବୁଙ୍କ ଦରମା କିନ୍ତୁ ଏତେ ପଇସା ତାଙ୍କ ପାଖରେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଏବେ ଏହି ଖବର ସାମ୍ନାକୁ ଆସିଛି । ଆପଣମାନେ ଏବେ ଏହି ସରକାରୀ ଚାକିରିଆଙ୍କ ବିଷୟରେ ଜାଣିପାରିବେ । ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଥିଲା ଏହି ୪ ହଜାର ଟଙ୍କା ଦରମା ପାଉଥିବା ସରକାରୀ ଚାକିରୀ କରିଥିବା ବ୍ୟକ୍ତିଙ୍କ ପାଖରେ କୋଟି କୋଟି ଟଙ୍କା ରହିଛି । ଏବେ ଏହାକୁ ଦେଖି ଭିଜିଲାନ୍ସ ଟିମ୍ ଆଶ୍ଚର୍ଯ୍ୟ ହୋଇ ଯାଇଛି । ଭିଜିଲାନ୍ସ ଚଢ଼ାଉ ପଡ଼ିବା ପରେ ସେହି ବିଭାଗର ଅଧିକାରୀ ଏବେ ଖୋଳତାଡ କରୁଛନ୍ତି । ଯେତେ ହାତ ପୁରାଉଛନ୍ତି ସେତେ ବେଶୀ ବାହାରୁଛି । ଯେତେ ଭିତରକୁ ହାତ ବଢ଼ାଇ ଦେଉଛନ୍ତି ଅଧକାରୀ ସେତେ ସୁନା ଆଉ ବିଡା ବିଡା ଟଙ୍କା ବାହାରୁଛି ।

ଗୋଟିଏ ବର୍ଷ ଭିତରେ ସରକାରୀ ବାବୁ ଜଣଙ୍କର ଏତେ ସମ୍ପତ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୨୪ ଘଣ୍ଟା ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା ଆଉ ଏହା ଦେଖି ବାବୁ ଛାନିଆ ହୋଇଗଲେ । ଭିଜିଲାନ୍ସ ଟିମ୍ ପ୍ରଶ୍ନ ପଚାରିବାରୁ ଏହି ସରକାରୀ ବାବୁ ଜଣକ ସବୁକିଛି କହିଦେଲେ । ଆଉ ଏବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ବାବୁ ଜଣକ ହେଉଛନ୍ତି କୁବେର ପଞ୍ଚାୟତର ଏଡିଓ । ୨୪ ଘଣ୍ଟା ଜେରା କରିବା ପରେ ଏଭଳି କିଛି ସତ୍ୟ ଜଣା ପଡିଥିଲା । ପଞ୍ଚାୟତରେ କାମ କରୁଛନ୍ତି କିନ୍ତୁ କୋଟି କୋଟି ଟଙ୍କାର ମାଲିକ ।
ଏବେ ଏହି ସରକାରୀ ବାବୁ ଜଣକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏହି ବାବୁ ଜଣକର ଅନେକ ସମ୍ପତ୍ତି ରହିଛି । ତାଙ୍କର ତିନୋଟି ବିଲ୍ଡିଂ ରହିଛି । ଆଉ ତାଙ୍କ ଘରୁ ଅନେକ ସୁନା ଆଉ ବିଡା ବିଡା ଟଙ୍କା ବାହାରିଛି । ଏହି ସରକାରୀ ବାବୁ ଜଣଙ୍କର ନବରଙ୍ଗପୁର ଜିଲ୍ଲାରେ ୩୦ ରୁ ଅଧିକ ଫ୍ଲାଟ୍ ରହିଛି ବୋଲି ସୂଚନା ମିଳିଛି । ତକୁଆ ଗ୍ରାମରେ ୮୫୬୧ ଫୁଟର ଏକ କାଜୁ ଫ୍ୟାକ୍ଟ୍ରି ମଧ୍ୟ ତାଙ୍କର ରହିଛି । ଭିଜିଲାନ୍ସ ଟିମ୍ ୨୮୫ ଗ୍ରାମର ସୁନା ଆଉ ୨ ଲକ୍ଷ ୪୫ ହଜାର ଟଙ୍କା ଏହି ସରକାରୀ ବାବୁଙ୍କ ଘରୁ ଜବତ କରିଛି । ଏବେ ଏହିସବୁ କିଭଳି ସମ୍ଭବ ଏନେଇ ତଦନ୍ତ କରାଯାଉଛି ।