Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଦେଢ଼ ଚାଖଣ୍ଡ ଛୁରୀରେ ତଣ୍ଟି କାଟିଲା ସ୍ତ୍ରୀ

 
Gg
ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ଵାମୀ ସ୍ତ୍ରୀର ସମ୍ପର୍କ ବିଶ୍ୱାସ ଆଉ ମଧୁରର ସମ୍ପର୍କ କିନ୍ତୁ ଏଭଳି କିଛି ସ୍ତ୍ରୀ ଅଛନ୍ତି ଯେଉଁମାନେ ଏଭଳି ସବୁ ନିର୍ଲଜ୍ଜ କାମ କରନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ସ୍ତ୍ରୀକୁ ଦେଖିପାରିବେ । ଏହି ସ୍ତ୍ରୀ ଜଣକ ଓଢ଼ଣୀ ପକାଇଛନ୍ତି । ଆଉ ଏକ ସେ ପୋଲିସ ପଛରେ ଚାଲିଛନ୍ତି । ଏହି ମହିଳା ଜଣଙ୍କୁ ଯିଏ ଦେଖିବ ସେ ଭାବିବ ଏହି ସ୍ତ୍ରୀ ଜଣକ ବହୁତ ସରଳ କିନ୍ତୁ ଏହି ସ୍ତ୍ରୀ ଜଣକ ଯାହା କରିଛନ୍ତି ତାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । 
Gg
ଏହି ସ୍ତ୍ରୀ ଜଣକ ତଣ୍ଟି କାଟି ନିଜ ସ୍ୱାମୀର ହ-ତ୍ୟା କରିଛି । ଏହି ସ୍ତ୍ରୀ ଜଣକ ଦେଢ଼ ଚାଖଣ୍ଡ ଛୁରୀରେ ନିଜ ସ୍ୱାମୀକୁ ମାରି ଦେଇଛି । ଏହି ସ୍ତ୍ରୀ ଜଣକ ଏଭଳି କାମ କରିଛି ଯାହା କେତେ ଯେ ଭୟଙ୍କର ତାହା ଏହି ଘଟଣାରୁ ଜଣାପଡ଼ୁଛି । ଏହି ସ୍ତ୍ରୀ ଜଣକ ଏଭଳି କାମ କରିବା ପୂର୍ବରୁ ଭାବିବା ଉଚିତ୍ । ଏହି ସ୍ତ୍ରୀ ଜଣକ ନାଁରେ ଏବେ ଅଭିଯୋଗ ଆସିବା ପରେ ପୋଲିସ ତାକୁ ଗିରଫ କରିଛି । ଏହି ଘଟଣା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଘଟିଛି । ରାୟଗଡ଼ା ଜିଲ୍ଲା ପୁଟାସିଂ ଅଞ୍ଚଳବାସୀ ଗାଁର ପୁରିଆ ନିରହିତ୍ ଅନ୍ୟ ଏକ ଗାଁର ଜଗଦୀଶ ମଲିକାଙ୍କୁ ପ୍ରେମ ବିବାହ କରିଥିଲେ ।
Bbh
ବାହାଘର ପରେ ଉଭୟ ଉଭୟଙ୍କୁ ସନ୍ଦେହ କରିଥିଲେ । ଆଉ ଉଭୟଙ୍କର ଏଥିପାଇଁ ଝଗଡ଼ା ହୋଇଥାଏ । ମାର୍ଚ୍ଚ ମାସ ୬ ତାରିଖରେ ଉଭୟଙ୍କ ଝଗଡ଼ା ଏତେ ପରିମାଣରେ ବଢି ଯାଇଥିଲା ଯେ ସ୍ତ୍ରୀ ଜଣକ ସ୍ୱାମୀର ଜୀବନ ନେଇଗଲେ । ଘରେ ଥିବା ଏକ ଛୁରୀରେ ଏହି ସ୍ତ୍ରୀ ଜଣକ ସ୍ବାମୀଙ୍କୁ ମାରି ଦେଇଥିଲା । ଆଉ ସେ ତାକୁ ମରିବା ପରେ ଘରୁ ଫେରାର ହୋଇ ଯାଇଥିଲା । ଆଉ ଶେଷରେ ଲୋକମାନେ ଅର୍ଥାତ୍ ପଡୋଶୀ ଏହି ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ସ୍ତ୍ରୀକୁ ଏବେ ଗିରଫ କରିଛି । ସ୍ତ୍ରୀ ଜଣକ ଏବେ ଏହି ଘଟଣାର ସିନ ରି କ୍ରିଏସନ କରୁଛି । ଆଉ ଏବେ ଏହି ସ୍ତ୍ରୀ ଜଣକ ତାର ସ୍ୱାମୀକୁ କିଭଳି ମାରିଥିଲା ତାହା ଜଣାପଡ଼ିଛି । ଏବେ ଏସପି ଏହି ଘଟଣା ସଂପର୍କରେ କହିଛନ୍ତି । ଏବେ ଏହି ଘଟଣାର ତଦନ୍ତ ଅଧିକ କରାଯାଉଛି । ଆଉ ଏଭଳି ସ୍ତ୍ରୀ ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଘଟଣାକୁ ନେଇ ଏବେ ପରିବାର ଲୋକେ ଅଭିଯୋଗ ଦେବା ପରେ ପୋଲିସ ଏହି ଘଟଣାରେ ସ୍ତ୍ରୀକୁ ଗିରଫ କରିଛି । ଏବେ ଦେଖିବାକୁ ବାକି ରହିଲା ଏହି ସ୍ତ୍ରୀ ଜଣଙ୍କୁ କି ଦଣ୍ଡ ମିଳୁଛି ।

Around The Web