Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏହି ୫ ଥିଲେ ସହଦେବ ହ-ତ୍ୟା ପଛରେ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଭୁବନେଶ୍ୱର ସହରରେ ଘଟିଥିବା ଘଟଣା ବିଷୟରେ ଅନେକ ସୂଚନା ପାଇବେ । ସହଦେବ ନାୟକ ନାମକ ଯୁବକଙ୍କୁ ରାଜରାସ୍ତାର ବ୍ରିଜ ଉପରେ ମାରି ଦେଇଛନ୍ତି ଅଭିଯୁକ୍ତ । ବେକରୁ ମୁଣ୍ଡକୁ ଅଲଗା କରିଦେଇଛନ୍ତି ସେହି ଅଭିଯୁକ୍ତ । ଏହି ଘଟଣା ଏବେ ପୁରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ ଏହି ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଏହି ଘଟଣାକୁ ନେଇ ଆସିଛି କିଛି ତଥ୍ୟ ।
Gg
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏବେ ହ-ତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ସବୁ ଜିନିଷ କେଉଁଠାରେ ଫିଙ୍ଗା ହୋଇଥିଲା ସେହି ବିଷୟରେ କହିଛି । ସହଦେବକୁ ମାରିବା ପରେ ଦୟାନଦୀ ଭିତରକୁ ସବୁ ଫୋପାଡି ଦେଇଥିଲେ ଅଭିଯୁକ୍ତ । ଦିନ ୮ ଟା ସମୟରେ ସହଦେବ ତାଙ୍କ ଝିଅକୁ ସ୍କୁଲରେ ଛାଡି ଆସିବା ପରେ ଏଭଳି ଘଟଣା ଘଟିଥିଲା । ଏବେ ଏହି ଘଟଣା ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେଉଛି ଅଭିଯୁକ୍ତ । ରକି ନାୟକ, ଲିପିକା ନାୟକ ଏବଂ ଲକ୍ଷ୍ମୀଧର ନାୟକ ଏହି ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
Hh
ଦୁଇଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ମଞ୍ଚେଶ୍ଵର ଥାନା ପୋଲିସ ଗିରଫ କରିଛି । ଲକ୍ଷ୍ମୀଧର ନାୟକ ହ-ତ୍ୟା କରିସାରିବା ପରେ ତାର ଡିସ୍କୋଭର ବାଇକରେ ଦୁଇଟି ଚାପଡ ଆଣିଥିଲା ଆଉ ଏହାକୁ ସେ ନଦୀକୁ ଫିଙ୍ଗି ଦେଇଥିଲା । ଏବେ ଲକ୍ଷ୍ମୀଧର ଏହିସବୁ କଥା କହିଛି । ଏହାସହ ଏବେ ପୋଲିସ ଅନେକ କିଛି କଥା ଜଣା ପକାଇଛି । ଏବେ ଏହି ଅଭିଯୁକ୍ତମାନେ ସିନ ରିକ୍ରିଏସନ୍ କରୁଛନ୍ତି । ଏବେ ରକି ନାୟକ ସିନ ରିକ୍ରିଏସନ୍ ପାଇଁ ଆସିଛି। ଏହି ହ-ତ୍ୟାକାଣ୍ଡ ଏକ ବିଭତ୍ସ ହ-ତ୍ୟାକାଣ୍ଡ ବୋଲି ସୂଚନା ମିଳିଛି । 
ଏହି ହ-ତ୍ୟାକାଣ୍ଡରେ ଖଣ୍ଡା ବ୍ୟବହୃତ ହୋଇଥିଲା ଆଉ ଏହାସହ ଏକ ପରିବା ବ୍ୟାଗ୍ ମଧ୍ୟ ବ୍ୟବହୃତ ହୋଇଥିଲା । ଏହିସବୁ ଅନେକ ଜିନିଷ ଏବେ ସାମ୍ନାକୁ ଆଣିଛି ପୋଲିସ । ଏହାସହ ପୋଷାକ ମଧ୍ୟ ମିଳିଛି । ଏବେ ପୋଲିସ ଅନେକ ତଥ୍ୟ ଜଣାଇଛି । ସ୍କୁଲରେ ଝିଅକୁ ଛାଡି ଆସୁଥିବା ବେଳେ ସହଦେବଙ୍କୁ ମାରି ଦେଇଛନ୍ତି ଅଭିଯୁକ୍ତ । ଏହି ଘଟଣାରେ ଚାରିଜଣ ସାମିଲ ଅଛନ୍ତି । ଆଉ ଚାରିଜଣଙ୍କ ଭିତରୁ ତିନିଜଣଙ୍କୁ ପୋଲିସ ଗିରଫ କରିଛି । ଏବେ ଏହି ଘଟଣାରେ ତଦନ୍ତ କରାଯାଇ ଅନେକ ତଥ୍ୟ ସାମ୍ନାକୁ ଆସିବ ।

Around The Web