ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି ଆସୁଛି ଧମକ ଦେହ ପାଇଁ ୨୭ ଲକ୍ଷ ନେ ଚୁପ୍ ହେଇଯା
Mar 1, 2025, 19:34 IST

ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ପୋଲିସକୁ ନେଇ ଆସିଥିବା ଖବର ବିଷୟରେ ଜାଣିଥିବେ । ପୋଲିସ ବାବୁ ଜଣକ ହୋମଗାର୍ଡ ସହ ଶା-ରୀ-ରି-କ ସଂପର୍କ ରଖିଥିଲେ । ଆଉ ସମ୍ପର୍କ ରଖିବା ସମୟରେ ତାଙ୍କୁ ଅନେକ ମିଛ କଥା କହିଥିଲେ । ଏହି ପୋଲିସ ବାବୁ ଜଣକ ବିବାହ କରିବାର ପ୍ରତିଶ୍ରୁତି ଦେଇ ଏଭଳି କାମ କରିଥିଲେ । ଏବେ ଏହି ପୋଲିସ ବାବୁ ଜଣକ ହୋମଗାର୍ଡ ଜଣଙ୍କୁ ଧୋକା ଦେଇଛନ୍ତି । ଆଉ ଏବେ ହୋମଗାର୍ଡ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ଏବେ ଏହି ବଦନାମ ପୋଲିସ ବାବୁ ଜଣଙ୍କୁ ନେଇ ଆସିଛି କିଛି ଖବର । ଏବେ ଏହି ବଦନାମ ପୋଲିସ ଟଙ୍କା ଯାଚୁଛି । ଆଉ କହୁଛି କି ୨୭ ଲକ୍ଷ ଟଙ୍କା ନେ ଆଉ ଏହି କେସ ଉଠେଇ ଦେ । ଏହି ପୋଲିସ ଜଣକ ଏବେ ଏଭଳି ସବୁ କହୁଛି । ଚାକିରୀ ଡିସମିସ କରିବୁ ଆଉ ଜୀବନରୁ ମାରିଦେବୁ ବୋଲି ଧମକ ଦେଉଛନ୍ତି ପୋଲିସ । ଏବେ ଏଭଳି କିଛି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ପୀଡ଼ିତା ମହିଳା ହୋମଗାର୍ଡ ଜଣଙ୍କ । ଏହି ମହିଳା ହୋମଗାର୍ଡ ଜଣକର ପ୍ରେମ କାହାଣୀ ଏବେ ସାମ୍ନାକୁ ଆସିଛି ।
ଏବେ ଏହି ପୋଲିସ ବାବୁ ଜଣକ ଏଭଳି କାମ କରି ମହିଳା ହୋମଗାର୍ଡ ଜଣଙ୍କ ସହ ସମ୍ପର୍କ ରଖି ଏଭଳି କାମ କରିଛି । ଏହି ପୋଲିସ ବାବୁ ଜଣକ ଏବେ ଏହିସବୁ କାମ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ପୋଲିସ ବାବୁ ଜଣକ ମହିଳା ହୋମଗାର୍ଡ ଜଣଙ୍କ ସହ ଏଭଳି କାମ କରିଛି । ଆଉ ଆଡିଶିନାଲ ଏସପି ଏଭଳି କାମ କରିଛି ଆଉ ତାଙ୍କ ସହ ଉପର ଅଧିକାରୀ ମିଶିଛନ୍ତି ବୋଲି ସୂଚନା ମିଳିଛି । ଏବେ ଏହି ପୀଡିତା ଜଣକ ସବୁ ବିଷୟରେ ଗଣମାଧ୍ୟମ ଆଗରେ କହିଛନ୍ତି । ତାଙ୍କୁ ପୋଲିସ ଡ଼ାକି ଏଭଳି କହିଛନ୍ତି ବୋଲି ସୂଚନା ମିଳିଛି ।
ପୋଲିସ ତାଙ୍କୁ ଡ଼ାକି ୨୭ ଲକ୍ଷ ଟଙ୍କା ନେଇ କେସ ଉଠାଇ ଦିଅ ବୋଲି କହିଥିଲେ । କିନ୍ତୁ ଏହି ମହିଳା ହୋମଗାର୍ଡ ଜଣଙ୍କ ଏହି ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୀଡିତାଙ୍କ ପରିବାର ପ୍ରତି ବିପଦ ଅଛି ବୋଲି ଧମକ ମଧ୍ୟ ଆସୁଛି । ଏହି ପୀଡିତାଙ୍କ ବାପାଙ୍କ ପାଖକୁ କଲ୍ ଆସିଥିଲା । ତାଙ୍କୁ ଧମକ ଦିଆଯାଉଥିଲା । ଏହି ଘଟଣାକୁ ନେଇ ଏସପି ଖଣ୍ଡନ କରିଥିଲେ । ମହିଳା ହୋମଗାର୍ଡ ଜଣଙ୍କ ସବୁ ପୋଲିସ ଅଫିସର ଯେଉଁମାନେ ସାମିଲ ଅଛନ୍ତି ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ ଆଉ ଏବେ ଏସପି ଏହି ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି । ଏବେ ଏହି ଘଟଣାର ତଦନ୍ତ କରାଯାଉଛି ଆଉ ତଦନ୍ତ ପରେ ସତ ସାମ୍ନାକୁ ଆସିବ ।