Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି ଚେତାବନୀ ଦେଲେ ତାରା ଗାଈ ଗୋରୁ ଭଳିଆ ମାରିଛ ଦେଖ କାଲି କଣ ହଉଛି

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ରାଜନୀତିକୁ ନେଇ ଆସିଛି କିଛି ଖବର । ଏବେ ଗଣମାଧ୍ୟମ ଆଗରେ ତାରା ବାହିନୀ ପତି କିଛି କଥା କହିଛନ୍ତି । ସେ କହିଛନ୍ତି କାଲି ରାତିରେ ତାଙ୍କ ସହ ଏଭଳି କିଛି ଘଟିଥିଲା । ଏହି ଘଟଣାକୁ ନେଇ ଏବେ ଅନେକ କିଛି କଥା କହିଛନ୍ତି ତାରା ବାହିନୀ ପତି । ସେ ବିଜେପି ଦଳକୁ ଏଥିପାଇଁ ଦାୟୀ କରିଛନ୍ତି। ଏହି ଘଟଣାରେ ଏବେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Gg
ତାରା ବାହିନୀ ପତି ଏବେ ଏହି ଘଟଣାକୁ ନେଇ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଶୁଣିପାରିବେ । ଏବେ ସେ ଗୋଟିଏ ଦାବି କରିଛନ୍ତି ମହିଳା ମାନଙ୍କର ସୁରକ୍ଷା । ଆଉ ବିଜେପି ଦଳ ଏବେ ଏଭଳି କିଛି କରିନାହିଁ । ଅନେକ ଅଫିସରଙ୍କୁ ବିନା ଦୋଷରେ ସସପେଣ୍ଡ କରିଲେ । ଆଉ ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ । ଏହି ନେତା ଜଣକ ଏବେ ଏହି ବିଷୟରେ କହିବା ସହ ଅନେକ କିଛି କହିଛନ୍ତି ।
Gg
ଆମ ରାଜ୍ୟରେ ଏବେ ବିଜେପି ଦଳର ରାଜ୍ ଚାଲୁଛି । ବିଜେପି ଦଳର ଲୋକମାନେ ଏବେ ଏଭଳି କାମ କରୁଛନ୍ତି । ବେହେରା ନାମକ ଜଣେ ସିକ୍ୟୁରିଟି ତାରାଙ୍କ ସୁନା ଚେନ ନେଇ ଗଲେ । ରାତି ସମୟରେ ଏହି ଘଟଣାକୁ ନେଇ ଅନେକ କଥା ହେଉଥିବା ବେଳେ ଏହିସବୁ କରିଥିଲେ ଏହି ସିକ୍ୟୁରିଟି ଜଣକ । ଆମ ଓଡ଼ିଶାରେ ଅନେକ ଯୁବତୀ ଗର୍ଭବତୀ ହେଉଛନ୍ତି, ଅନେକ ଯୁବତୀଙ୍କୁ ମାରି ଦେଉଛନ୍ତି ଆଉ ଅନେକ ଯୁବତୀ ନିଖୋଜ ହେଇ ଯାଉଛନ୍ତି । ଆଉ ଏହାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।
ବେହେରା ନାମକ ସିକ୍ୟୁରିଟି କାଲର୍ ଟାଣି ମାଡ ମାରିଛନ୍ତି । ଏବେ କଂଗ୍ରେସ ଦଳର ନେତା ତାରା ବାହିନୀ ପତି ଏହି ଘଟଣାକୁ ନେଇ ଅନେକ କିଛି କଥା କହିବା ସହ ବିଜେପି ଦଳର କାମକୁ ନେଇ ନିନ୍ଦା କରିଛନ୍ତି । ଏହି ବିଜେପି ଦଳ ଏବେ ରାଜ୍ୟରେ ଏଭଳି ସବୁ କାମ କରୁଛି ଯାହା ନିନ୍ଦନୀୟ ଅଟେ । ଏହିସବୁ ବିଷୟରେ ଅନେକ କିଛି ମନ୍ତବ୍ୟ ଦେବା ପରେ ଏହି ଘଟଣାକୁ ନେଇ ସେ କିଛି କରିବେ ବୋଲି କହିଛନ୍ତି । ଧାରଣାରେ ବସି ପାରନ୍ତି ବା ରାସ୍ତା ଉପରେ ଧାରଣା ବା ଆଉ କିଛି କାମ କରିବେ ବୋଲି କଂଗ୍ରେସ ନେତା ତାରା ବାହିନୀ ପତି କହିଛନ୍ତି ।

Around The Web