Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି କହିଲେ ଯୁବକ ଅନୁଭବ ମନ୍ଦିରରେ ବାହା ହୋଇଥିଲେ ଭଲ ହୋଇଥାନ୍ତି

 
Gg
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ଆସିଥିବା କିଛି ଖବର ବିଷୟରେ ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ କିଛି କଥା କହିଛନ୍ତି । ସେ କହିଛନ୍ତି, ଅନୁଭବ ମହାନ୍ତି ଆଉ ବର୍ଷା ପ୍ରିୟଦର୍ଶିନୀଙ୍କର ସମ୍ପର୍କ ଖରାପ ହୋଇ ଯାଇଛି ଆଉ ଏହା ସତ୍ୟ ଅଟେ । ବର୍ଷା ଆଉ ଅନୁଭବଙ୍କ ଛାଡପତ୍ର ହୋଇ ଯାଇଛି ଆଉ ଏହାର କାରଣ ଯାହାବି ହେଉ କିନ୍ତୁ ସେମାନେ ଏବେ ଅଲଗା ହୋଇ ଯାଇଛନ୍ତି । ଆଉ ଏବେ ଅନୁଭବ ମହାନ୍ତି ଆଉ ବର୍ଷାଙ୍କ ସମ୍ପର୍କ ଭାଙ୍ଗିବାର କାରଣ ତାଙ୍କ ବାନ୍ଧବୀଙ୍କୁ କୁହାଯାଉଛି । 
Ff
ଆଉ ଏବେ ସେ ଦ୍ଵିତୀୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅନୁଭବ ମହାନ୍ତି ତାଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଲାଙ୍କୁ ବିବାହ କରିଲେ । ଆଉ ଯେଉଁ ଭଳି ଭାବରେ ବ୍ୟାଣ୍ଡ ବାଜା ନେଇ ସେ ବିବାହ କରିଲେ ଏହା ଠିକ୍ ନଥିଲା ଆଉ ଏହା କରିବା କଥା ନୁହେଁ ବୋଲି ଆଇନଜୀବି ବ୍ୟୋମକେଶ ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି ଅନୁଭବ ମହାନ୍ତି ଏଭଳି ବିବାହ ନକରି ମନ୍ଦିରରେ ବିବାହ କରିବା ଉଚିତ୍ ଥିଲା ବୋଲି ସେ ମତ ଦେଇଛନ୍ତି । ଏବେ ସେ ଏହାକୁ ନେଇ ଗଣମାଧ୍ୟମ ଆଗରେ ଅନେକ କିଛି କଥା କହିଛନ୍ତି । 
Ff
ଏବେ ଅନୁଭବ ମହାନ୍ତି ହେଉଛନ୍ତି ସୁପରଷ୍ଟାର । ତାଙ୍କ ପାଖରେ ଏବେ କେହି ପହଞ୍ଚି ପାରିବେ ନାହିଁ । ଯାହାର ଇଚ୍ଛା ସେ ଦ୍ଵିତୀୟ ବିବାହ କରିପାରିବ । ଅନେକ ଆଶା ନେଇ ଅନୁଭବ ମହାନ୍ତି ବର୍ଷାଙ୍କୁ ବିବାହ କରିଥିଲେ । ଆଉ ସେ ବିବାହ କରି ଖୁସି ନଥିଲେ ଆଉ ଶେଷରେ ତାଙ୍କର ଛାଡ଼ପତ୍ର ହୋଇ ଯାଇଥିଲା । ଏବେ ସେ ଆଇନ ଅନୁସାରେ ଦ୍ଵିତୀୟ ବିବାହ କରିଛନ୍ତି । ଆଉ ସେ ତାଙ୍କ ସ୍ତ୍ରୀ ଠାରୁ ଯାହା ଆଶା କରିଥିଲେ ତାହା ମିଳି ନଥିଲା ଯେଉଁ କାରଣରୁ ସେମାନେ ଅଲଗା ହୋଇ ଯାଇଥିଲେ । 
ଏବେ ଅନେକ ନେତା ଆଉ ଅଭିନେତା ଏଭଳି ଦ୍ଵିତୀୟ ବିବାହ କରୁଛନ୍ତି । ଏବେ ପ୍ରେମ ବିବାହ କରିଛନ୍ତି ଅନେକ ଲୋକ । ଅନୁଭବ ଆଉ ବର୍ଷା ବିବାହ କରିଥିଲେ ଆଉ କୌଣସି କାରଣରୁ ତାଙ୍କର ବିବାହ ଅସଫଳ ହୋଇ ଯାଇଥିଲା । ଆଉ ଏବେ ସେମାନେ ଅଲଗା ହୋଇ ଯାଇଛନ୍ତି । ଆଉ ଅନୁଭବ ମହାନ୍ତି ମନ୍ଦିରରେ ବିବାହ କରିବା ଉଚିତ୍ ଥିଲା । ସେ ଭଗବାନଙ୍କୁ ସାକ୍ଷୀ ରଖି ବିବାହ କରିବା ଉଚିତ୍ ବୋଲି ଆଇନଜୀବି ବ୍ୟୋମକେଶ ତ୍ରିପାଠୀ କହିଛନ୍ତି । ଏଭଳି ଅନେକ କଥା ଆଇନଜୀବି ବ୍ୟୋମକେଶ ତ୍ରିପାଠୀ କହିଛନ୍ତି । ସେ ଅନୁଭବଙ୍କ ବିରୋଧୀ ନୁହେଁ ଏଭଳି ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି ।

Around The Web