Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି କହିଲେ ଯୁବକ ଦୁଇଜଣ ଆମେ ହେଉଛୁ ମୁସଲମାନ ଗୋମାଂସ ଖାଇବୁ

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯୁବକମାନେ ଏଭଳି କାମ କରିଛନ୍ତି ଯାହା ନିନ୍ଦନୀୟ ବୋଲି ଜାଣିପାରିବେ । ଏହି ଯୁବକମାନେ ଗୋ ମାଂସ ନେଇକରି ଯାଉଥିବା ବେଳେ ଧରା ପଡିଛନ୍ତି । ଗୋମାତା ହିନ୍ଦୁ ମାନଙ୍କର ମାତା । ଆଉ ହିନ୍ଦୁମାନେ ଗୋମାତାଙ୍କୁ ସମ୍ମାନ ଆଉ ବ୍ୟକ୍ତି କରନ୍ତି ।
Yy
ଗୋମାତାଙ୍କୁ ସମସ୍ତେ ବହୁତ ସ୍ନେହ ଆଉ ଭକ୍ତି କରିଥାନ୍ତି । କିନ୍ତୁ ମୁସଲମାନ ମାନେ ଗୋ ମାଂସକୁ ଖାଇଥାନ୍ତି । ଏହି କଥା ତ ସମସ୍ତେ ଜାଣିଥିବେ । ଏବେ ଆସିଥିବା ଖବର ଅନୁସାରେ ମୁସଲମାନ ମାନେ ଗାଈ ମାଂସ ଖାଉଛନ୍ତି । ଆଉ ଏବେ ଯୁବକ ତିନିଜଣ ଗୋ ମାଂସ ନେଉଥିବାର ଧରା ପଡିଛନ୍ତି । ଏହି ଯୁବକମାନଙ୍କ ଭିତରୁ ଜଣେ ଯୁବକ ଏହାକୁ ନେଇ ଯୁକ୍ତି କରିଛନ୍ତି । ଜଣେ ଯୁବକ ଦେହ ଖରାପ ବୋଲି ସେ କହୁଥିଲେ । ଆଉ ସେମାନେ ବିରୀୟାନି ନେବାକୁ ଆସିଥିଲେ ।
Tg
କିନ୍ତୁ ଏହି ଯୁବକ ଭିତରୁ ଜଣେ ଗୋ ମାଂସ ଧରିଛନ୍ତି ବୋଲି ସୂଚନା ମିଳିଥିଲା । ଆଉ ଏହି ଯୁବକ ଜଣକ ପଲିଥିନରେ ଗୋ ମାଂସ ପୁରାଇଛନ୍ତି ବୋଲି ସୂଚନା ମିଳିଛି । ଏହାସହ ଯୁବକ ଜଣଙ୍କର ପଲିଥିନ ମଧ୍ୟ ଦେଖା ଯାଇଛି । ଏହି ଯୁବକ ଜଣଙ୍କୁ ପଲିଥିନ ଦେଖାଇବାକୁ କହିବାରୁ ସେ ମନା କରିଥିଲେ । ଆଉ ଏହାପରେ ଅନେକ ବାଧ୍ୟ କରିବା ପରେ ସେ ଦେଖାଇଥିଲେ । ଓଡ଼ିଶାରେ ଗୋ ମାଂସ ଖାଉଛନ୍ତି । ଏହି ଯୁବକ ଜଣକୁ ଏନେଇ ପ୍ରଶ୍ନ କରିବାରୁ ସେ ଅନେକ କଥା କହିଛନ୍ତି ।
ଏହି ଯୁବକ ଜଣକ କହିଛନ୍ତି ଗୋ ମାଂସ ଖାଇଲେ କଣ ହେବ କି ? ଅସୁବିଧା କିଛି ଅଛି କି ? ଏହାସହ ଏହି ଯୁବକ ଜଣକ କହିଛନ୍ତି ସମସ୍ତେ ଖାଉଛନ୍ତି ଗୋ ମାଂସ ସେ ଖାଇଲେ କଣ ହେଲା । ଏହି ଯୁବକ ଜଣକ କହିଛନ୍ତି ସେ ମୁସଲମାନ ସେ ଗୋ ମାଂସ ଖାଇବେ । ଏହି ଯୁବକ ଜଣକର ଘର କଟକ ଜିଲ୍ଲାରେ । ଲୋକମାନେ ତାଙ୍କୁ ମାଡ ମାରିଛନ୍ତି । ଆଉ ପ୍ରଥମେ ପୋଲିସକୁ ଡାକିବା ଠିକ୍ ବୋଲି ଏହି ଯୁବକ ଜଣକ କହିଛନ୍ତି । ଏବେ ଏହି କଥାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।

Around The Web