ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି କହିଲେ ଯୁବକ ସନ୍ନ୍ୟାସ ନେଲେ ବୋଲି କଣ ହିମାଳୟକୁ ଯିବେ ନା କଣ
Mar 13, 2025, 11:38 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ରାଜନୀତିକୁ ନେଇ କିଛି ଖବର ଆସିଛି । ରାଜନୀତି ବିଷୟରେ ଆସୁଥିବା ସବୁ ଖବର ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ବିଜେଡ଼ି ଦଳ ଶାସନରେ ଥିବା ବେଳେ ଯେତେବେଳେ ନିର୍ବାଚନ ସମୟ ଆସିଥିଲା ସେତେବେଳେ ବିଜେଡି ଦଳର 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଜେଡି ଦଳ ପାଇଁ ସବୁକିଛି ଥିଲେ ।

ନିର୍ବାଚନ ସମୟରେ ପ୍ରଚାର ବେଳେ ଭି କେ ପାଣ୍ଡିଆନ କହିଥିଲେ ନବୀନ ପଟ୍ଟନାୟକ ପୁଣି ଓଡ଼ିଶାରେ ଶାସନ ଭାର ଗ୍ରହଣ କରିବେ ଆଉ ଏହା ନହେଲେ ଏହି ରାଜନେତା ଜଣକ ସବୁଦିନ ପାଇଁ ରାଜନୀତିରୁ ସନ୍ନ୍ୟାସ ନେଇଯିବେ । ଆଉ ନବୀନ ପଟ୍ଟନାୟକ ହାରି ଯାଇଛନ୍ତି ଆଉ ଭି କେ ପାଣ୍ଡିଆନ ସନ୍ନ୍ୟାସ ନେଇଛନ୍ତି । ଏବେ ଏହାକୁ ନେଇ କିଛି ଖବର ଆସିଛି । ବିଜେଡି ଦଳର ଏହି ନେତା ଜଣକ ସନ୍ନ୍ୟାସ ନେଇ ହିମାଳୟ ଚାଲି ଯାଇଛନ୍ତି କି ?

ଏଭଳି ପ୍ରଶ୍ନ ଏବେ ଆସୁଛି । ବିଜେପି ଦଳ ଏବେ ଏଭଳି ସବୁ କାମ କରୁଛି ଯାହା ରାଜନୀତି ଉପରେ ଉପରେ ପ୍ରଭାବ ପକାଇବ । ବିଜୁ ପଟ୍ଟନାୟକ ହେଉଛନ୍ତି ଓଡ଼ିଆର ଅସ୍ମିତା ଆଉ ତାଙ୍କୁ ଏବେ ନଷ୍ଟ କରିବାକୁ ଚାହୁଁଛନ୍ତି ବିଜେପି ସରକାର । ବିଜେପି ସରକାର ଏବେ ଅନେକ କିଛି କରିଛି । ପଞ୍ଚାୟତ ରାଜ ଦିବସ ୧୯୯୩ ମସିହାରୁ ପାଳିତ ହେଉଥିଲା ଆଉ ଏହାକୁ ଏବେ ବନ୍ଦ କରି ଦେଇଛି ଆଉ ଏହାକୁ ନେଇ ଏବେ ବିଜେଡି ଦଳ ଅନେକ କିଛି କଥା କହିଛି ।
ବିଜେଡି ଦଳର ଏହି ନେତା ଜଣକ ଏବେ କହିଛନ୍ତି ଭି କେ ପାଣ୍ଡିଆନ ଅଛନ୍ତି । ଆଉ ତାଙ୍କ ସହ ଫଟୋ ଉଠେଇ ଆଣୁଛନ୍ତି ଆଉ ପରେ ତାଙ୍କୁ ଅନେକ କଥା କହୁଛନ୍ତି । ଏହି ସରକାର ଅର୍ଥାତ୍ ବିଜେପି ସରକାର ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ । ବିଜେପି ସରକାର ଏବେ ବିଜେଡି ଦଳ ପାଇଁ ଅନେକ କିଛି କଥା ବାହାର କରୁଛି । ପଣ୍ଡିଆନ ସାର ତାଙ୍କ ଘରେ ଅଛନ୍ତି ଆଉ ତାଙ୍କ ପାଖକୁ ଯାଇ ଫଟୋ ଉଠେଇ ପୋଷ୍ଟ କରୁଛନ୍ତି । ଏବେ ଏହି ଘଟଣା ସାମ୍ନାକୁ ଆସିଛି ।