Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି କହିଲେ ସୁର ବିଜୁବାବୁଙ୍କ statue ର ମୁଣ୍ଡଟାକୁ କାଢିଦେବା ଘୋର ଅନ୍ୟାୟ

 
Gg
ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣା ବିଷୟରେ ଯିଏ ବି ଶୁଣିବ ସେ ଅନେକ କଥା ଭାବିବ । ଆପଣମାନେ ସମସ୍ତେ ତ କଂଗ୍ରେସ ଦଳର ପୂର୍ବତନ ବିଧାୟକ ସୁର ରାଉତରାୟଙ୍କୁ ଜାଣିଥିବେ । ଏହି ନେତା ଜଣକ ସବୁବେଳେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । 
Gg
ଏହି ନେତା ଜଣକ ଏବେ ବିଜୁ ଜନତା ଦଳ ସହ ଘଟିଥିବା ଘଟଣା ବିଷୟରେ କହିଛନ୍ତି । ବିଜେଡି ଦଳର ମୁଖ୍ୟ ହେଉଛନ୍ତି ବିଜୁ ପଟ୍ଟନାୟକ । ଏବେ ସେ ହୁଏତ ଏହି ଦୁନିଆରେ ନାହାଁନ୍ତି କିନ୍ତୁ ସେ ଅନେକ କିଛି ଓଡ଼ିଶାବାସୀଙ୍କ ପାଇଁ କରିଛନ୍ତି । ଓଡ଼ିଶାର ଲୋକମାନେ ତାଙ୍କୁ ସମ୍ମାନ ଦିଅନ୍ତି । କିଛି ସ୍ଥାନରେ ତାଙ୍କର ପ୍ରତିମୂର୍ତ୍ତି ମଧ୍ୟ କରାଯାଇଛି । ଏବେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରୁ ତାଙ୍କ ଦେହରୁ ମୁଣ୍ଡକୁ ଅଲଗା କରି ଦିଆଯାଇଛି । 
Yg
ଆଉ ଏହାସହ ତାଙ୍କ ଜନ୍ମଦିନକୁ ପଞ୍ଚାୟତରାଜ ଦିବସ ଭାବରେ ପାଳନ କରାଯାଏ । ଏହାକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଏହା ଘୋର ଅନ୍ୟାୟ ବୋଲି ସୁର ରାଉତରାୟ କହିଛନ୍ତି । ଏହି ଲୋକମାନେ ଜେଲ ଯିବା ନିହାତି ଦରକାର ବୋଲି ସେ କହିଛନ୍ତି । ଏହାକୁ ନେଇ କଂଗ୍ରେସ ସମର୍ଥନ କରିନାହିଁ । ବିଜୁ ବାବୁଙ୍କ ପଞ୍ଚାୟତରାଜକୁ କଂଗ୍ରେସ ଦଳ ଗ୍ରହଣ କରିଥିଲା । କଂଗ୍ରେସ ଦଳକୁ ନିନ୍ଦା କରିବା କଥା ନୁହେଁ । ଏଭଳି ସବୁ କଥା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଏବେ ବିଜେପି ସରକାର ଶାସନ ଭାର ସମ୍ଭାଳିବା ପରେ ଅନେକ କିଛି ପରିବର୍ତ୍ତନ କରୁଛି । ବିଜୁ ପଟ୍ଟନାୟକଙ୍କ ଛୁଟି ବନ୍ଦ ଆଉ ପଞ୍ଚାୟତ ରାଜ ଦିବସ ବନ୍ଦ କରି ଦେବା ଏକ ନିନ୍ଦନୀୟ କଥା । ଶାସନ ଭାର ସମ୍ଭାଳିବା ପରେ ଏଭଳି କରିବା ଠିକ୍ ନୁହେଁ । ଏବେ ଏହି ବିଜେପି ଦଳ ଯାହା କିଛି କରୁଛି ତାହା ସବୁ ଠିକ୍ ନୁହେଁ ଆଉ ଏସବୁ ଭୁଲ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କଂଗ୍ରେସ ବିଧାୟକ ସୁର ରାଉତରାୟ ଏହାସହ ଏହାକୁ ନିନ୍ଦା କରିଛନ୍ତି । ଆଉ ଏସବୁ ଜମା ବି ଠିକ୍ ନୁହେଁ ବୋଲି କହିଛନ୍ତି ।

Around The Web