ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି କହିଲେ ସୁର ପ୍ରତାପ ଷଡ଼ଙ୍ଗୀ ଦ୍ବାରା କୋଶଳା ଶାଗ ଶିଝିବନି
Updated: Jan 30, 2025, 11:07 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଅନେକ ରାଜନୀତି ବିଷୟରେ ମଧ୍ୟ ଜାଣି ପାରୁଛନ୍ତି । ଏବେ ରାଜନୀତିକୁ ନେଇ କିଛି ଖବର ଆସିଛି । ଆପଣମାନେ ସମସ୍ତେ ତ କଂଗ୍ରେସ ଦଳର ପୂର୍ବତନ ବିଧାୟକ ସୁର ରାଉତରାୟଙ୍କୁ ଜାଣିଥିବେ । ସେ ସବୁବେଳେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ କିଛି କଥା ଏମପି ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

ଉତ୍କର୍ଷ ଓଡ଼ିଶା ଏବଂ ମେକ୍ ଇନ୍ ଓଡ଼ିଶା ମଧ୍ୟରେ ଯେଉଁ କଥାବାର୍ତ୍ତା ହେଲା ସେଥିରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଲା । ସେଠାକୁ କେହି ବଡ ବଡ ଶିଳ୍ପପତି ଯାଇନଥିଲେ । ଏହି ପ୍ରୋଜେକ୍ଟରେ ୫ ଲକ୍ଷ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳୁଛି । ଆଉ ଏହାକୁ ଲଜ୍ଜ୍ୟା ବୋଲି ସୁର ରାଉତରାୟ କହିଛନ୍ତି । କିଏ କହୁଛି ୫୦୦ କୋଟି ଟଙ୍କା ଦେବ ଆଉ କିଏ କହୁଛି ୧୦୦୦ କୋଟି ଟଙ୍କା ଦେବ ଆଉ କିଏ କହୁଛି ୩୦୦ କୋଟି ଟଙ୍କା ଦେବ ଏଭଳି ଅନେକ କଥା କହୁଛନ୍ତି । ଏହିସବୁ କଥାକୁ ନେଇ ମଧ୍ୟ ସୁର ରାଉତରାୟ କହିଛନ୍ତି ।

ନବୀନ ପଟ୍ଟନାୟକ ପ୍ରହସନ କରି କରି ଗଲେ । ସେ ମେକ ଇନ୍ ଓଡ଼ିଶା ସାତଟି ସମ୍ମିଳନୀ କରିଥିଲେ କିନ୍ତୁ କିଛି ହେଲା ନାହିଁ । ଆଉ ଏବେ ଏହି ସମ୍ମିଳନୀରେ କଣ ସବୁ ହେଉଛି ଏହାକୁ ନେଇ ଅନେକ ଖବର ଆସୁଛି । ଭାରତରେ ୧୪୦ କୋଟି ଲୋକ ରହୁଛନ୍ତି । ଆଉ ଏହାର ପ୍ରଧାନମନ୍ତ୍ରୀଙ୍କୁ ଟ୍ରଂପ୍ ଡାକିଲେ ନାହିଁ । ଟ୍ରମ୍ପ ତାଙ୍କୁ ଡାକିଲେ ନାହିଁ କିନ୍ତୁ ପ୍ରଧାନମନ୍ତ୍ରୀ ତାଙ୍କ ସହ ଗେଞ୍ଜୀ ହୋଇ କଥା ହେଉଛନ୍ତି । ମୋଦିଙ୍କୁ ନେଇ ସେ ଏଭଳି ସବୁ କଥା କହିଛନ୍ତି ।ମୋଦୀ ସବୁ ଲୁଟି ନେବେ ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।
ନରେନ୍ଦ୍ର ମୋଦୀ ସବୁକିଛି ଓଡ଼ିଶାରୁ ଲୁଟି ନେବେ ବୋଲି ସେ କହିଛନ୍ତି । ବାଲେଶ୍ଵର ଠାରୁ ଗୋପାଳପୁର ପର୍ଯ୍ୟନ୍ତ ଜଙ୍ଗଲ ରହିଛି । ଓଡ଼ିଶାରେ ସବୁ କିଛି ରହିଛି । ସବୁ ପ୍ରକାରର ଖଣିଜପଦାର୍ଥ ରହିଛି । ଆଉ ଏହାକୁ ମାଗୁଛନ୍ତି ଏବଂ ଏହାକୁ ନେଇ ଅନେକ ଯୋଜନା କରାଯାଉଛି । ଏମପି ପ୍ରତାପ ଷଡ଼ଙ୍ଗୀଙ୍କ ଦ୍ଵାରା କୋଶିଳା ଶାଗ ଶିଝିବ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି । ସେ କି ଏମପି । ଏମପି ହୋଇଥିଲେ ସେ ଅନେକ କାମ କରିଥାନ୍ତେ । ସେ ଯଦି ତାଙ୍କ କାମ କରିଥାନ୍ତେ ତାହେଲେ ଚାଷୀମାନେ ହତାଶ ହେଇ ନଥାନ୍ତେ । ଏଭଳି ଅନେକ କଥା ଏବେ ସୁର ରାଉତରାୟ ଏମପି ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ କହିଛନ୍ତି ।