Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି ନିମନ୍ତ୍ରଣ ଦେଉଛନ୍ତି ରାଣୀ ବିକ୍ରମ ଆସିବ ମଟନ୍ ଭାତ ଖାଇକି ଯିବ...!

 
Gg
ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ୍ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଜାଣିବା ସହ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଯାତ୍ରା ଜଗତର ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ କିଏ ବା ନ ଜାଣିଛି । ଅଭିନେତ୍ରୀ ରାଣୀ ପଣ୍ଡା ତୃତୀୟ ଥର ପାଇଁ ଖଣ୍ଡଗିରିକୁ ଆସିଛନ୍ତି । ଆଉ ତାଙ୍କର ଦେହ ୯୦ ପ୍ରତିଶତ ଠିକ୍ ହୋଇଗଲାଣି । ତାଙ୍କର ସ୍ବାସ୍ଥ୍ୟ ଓଡ଼ିଶାବାସୀଙ୍କ ଆର୍ଶୀବାଦରୁ ଭଲ ହୋଇଯାଇଛି । ଓଡ଼ିଶାବାସୀଙ୍କ ଭଲପାଇବା ସ୍ନେହ ଶ୍ରଦ୍ଧା ସବୁବେଳେ ଏମିତି ତାଙ୍କ ଉପରେ ରହିଥାଉ ବୋଲି ସେ କହିଛନ୍ତି । 
Hh
ପ୍ରକୃତରେ ଓଡ଼ିଶାବାସୀ ତାଙ୍କୁ କେତେ ଭଲ ପାଉଛନ୍ତି ତାହା ଖଣ୍ଡଗିରି ନାଟକରେ ଜଣାପଡ଼ିବ । ତାଙ୍କର ନାଟକ ହେଉଛି ରାଜଧାନୀର ରଜନୀଗନ୍ଧା । ସେ ସବୁ ଓଡ଼ିଶବସୀଙ୍କୁ ଅନୁରୋଧ କରିଛନ୍ତି ଏହି ନାଟକ ଦେଖିବା ପାଇଁ । ପୃଥ୍ୱୀରାଜ ଅପେରାରେ ଏବେ ସେ ଅଭିନୟ କରୁଛନ୍ତି । ସେ ନାଟକ ମାଧ୍ୟମରେ ତାଙ୍କର ଅଭିନୟ ଦେଖାଇବେ ବୋଲି କହିଛନ୍ତି । ଓଡ଼ିଶାବାସୀଙ୍କ ଭଲପାଇବା, ସ୍ନେହ ଶ୍ରଦ୍ଧା ତାଙ୍କ ପାଖରେ ସବୁବେଳେ ଥାଉ । ଏହା ତାଙ୍କର ନୂଆ ନାଟକ ଅଟେ । ଆଉ ଖଣ୍ଡଗିରି ମେଳାରେ ସେ ଲୋକମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ କରିଛନ୍ତି ।
Gg
ଏହି ଅଭିନେତ୍ରୀ ଜଣକ ମଟନ ସହ ଘିଅ ଅନ୍ନ ଦେଉଛନ୍ତି । ୧୦ ହଜାର ଲୋକଙ୍କ ପାଇଁ ଘିଅ ଅନ୍ନ ଆଉ ମଟନ କରିଛନ୍ତି । ଅଭିନେତ୍ରୀ ରାଣୀ ପଣ୍ଡା ସେଠାକୁ ଲୋକମାନଙ୍କୁ ଆସିବାକୁ କହିଛନ୍ତି ଆଉ ଏହି ନାଟକ ଦେଖିବାକୁ କହିଛନ୍ତି । ଗତ ବର୍ଷ ସେ ଅରୁଆ ଡାଲମା ଦେଇଛନ୍ତି ଆଉ ଏବେ ସେ ମଟନ ଆଉ ଘିଅ ଅନ୍ନ ଦେଉଛନ୍ତି । ସେ ଆଜି ସକାଳେ ଜଗନ୍ନାଥ ମନ୍ଦିର ଯାଇଥିଲେ । ଏହି ଅଭିନେତ୍ରୀ ଜଣଙ୍କର ଅନେକ ଭଲପାଇବା ଓଡ଼ିଶାବାସୀଙ୍କ ପାଇଁ ରହିଛି । ଆଜି ସେ ମଞ୍ଚରେ ଅଭିନୟ କରିବେ ଆଉ ଏଥିରେ ସମସ୍ତେ ଖୁସି ଅଛନ୍ତି । 
ବିକ୍ରମ କିଏ ତାଙ୍କୁ ରିପୋର୍ଟର ପଚାରିବାରୁ ସେ କହିଲେ ସେ କିଏ ତାଙ୍କୁ ସେ ଜାଣି ନାହାଁନ୍ତି । ବିକ୍ରମ ଭଲଭାବରେ ଜାଣିଛି କି ରାଣୀ ପଣ୍ଡା ମଟନ ଖାଏ । ଆଉ ସେ ମଟନ ଖାଉଛି ମାନେ ଓଡ଼ିଶାବାସୀ ଖାଇବେ । ଆଉ ସେଠାକୁ ବିକ୍ରମ ଆସିବ କି ତାର ସ୍ତ୍ରୀ ଆସିବ ସେକଥା କିଏ ବା ଜାଣିଛି । ଏବେ ଲୋକମାନେ ତାଙ୍କୁ ଭଲ ପାଉଛନ୍ତି । ଗଣମାଧ୍ୟମକୁ ସେ ଅନୁରୋଧ କରିଛନ୍ତି ନାଟକରେ ସମସ୍ତେ ରହିବ ଆଉ ଏହି ନାଟକ ଦେଖିଲେ ତାଙ୍କ ରିଭ୍ୟୁ ଦେବାକୁ ସେ ଗଣମାଧ୍ୟମକୁ କହିଛନ୍ତି । ଏଭଳି ଅନେକ କଥା ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.