ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏଥର ଘଣ୍ଟା ବାଜିବ ବାବାଜୀ ହଲିବ...!
Dec 19, 2024, 16:40 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ସମସ୍ତେ ଅନେକ କଥା ଓଲିଉଡ ଜଗତକୁ ନେଇ ଜାଣିପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ମିଟୁ ମିଥୁନଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ଅନେକ କମେଡି ଭିଡିଓ କରିବା ସହ ସବୁବେଳେ ଲୋକମାନଙ୍କୁ ହସାଇଥାନ୍ତି । ଏବେ ସେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଆଉ ଅନେକ କିଛି କଥା କହିଛନ୍ତି । ସେ ପୂର୍ବରୁ ମଧ୍ୟ ଗଣମାଧ୍ୟମରେ ଅନେକ କିଛି କଥା କହିଥିଲେ ।
ଆପଣମାନେ ସମସ୍ତେ ତ ଏହି ଅଭିନେତା ଜଣଙ୍କୁ ନେଇ ଆସିଥିବା ଖବର ସବୁ ପାଇଥିବେ । ଏହି ଅଭିନେତା ଜଣକ ପୂର୍ବରୁ ଗଣମାଧ୍ୟମରେ କହିଥିଲେ କି ତାଙ୍କୁ ପୁଷ୍ପା ୨ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଆଉ ସେ ଏହି ଫିଲ୍ମରେ ଅଭିନୟ କରିଥିଲେ କିନ୍ତୁ ଏହି ଫିଲ୍ମରେ ତାଙ୍କର ଅଭିନୟ ଦେଖା ଯାଇ ନଥିଲା । ଏହି ଫିଲ୍ମରେ ଅଭିନୟ କରିବା ଯୋଗୁଁ ତାଙ୍କୁ କିଛି ଟଙ୍କା ମିଳିଥିଲା । ଆଉ ସେ ସେହି ଟଙ୍କାରେ ଫିନାଇଲ କମ୍ପାନୀ କରିଥିଲେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ ।
ଆଉ ଏବେ ସେ କହିଛନ୍ତି ଗଛର ଛାଇ ମଣିଷର ହାଇ । ଯେଉଁ ଉଚ୍ଚରେ ଅଭିନେତା ଅଲ୍କୁ ଅର୍ଜୁନ ଥିଲେ ଗୋଟିଏ ସମୟ ଆସିଲା ସେ ତଳକୁ ଖସିଗଲେ । ଆଉ ଗୋଟିଏ ରାତି ପାଇଁ ସେ ଜେଲରେ ରହିଲେ । ଏବେ ଏନେଇ ଅନେକ ମିଡିଆ ଅନେକ କିଛି କହିଛନ୍ତି । ଅଲ୍ଲୁ ଅର୍ଜୁନ ଛାନିଆ, ଅଲ୍ଲୁ ଅର୍ଜୁନ ସ୍ତ୍ରୀ ହ-ତ୍ୟା କରିଛନ୍ତି ଏଭଳି ଅନେକ କଥା ଏବେ ମିଡିଆ ଲେଖିଛନ୍ତି । ସେ ପୁଷ୍ପା ୨ ଫିଲ୍ମରେ ଅଭିନୟ କରିଥିଲେ କିନ୍ତୁ ତାଙ୍କର ଅଭିନୟ ଲୋକମାନେ ଦେଖିପାରିଲେ ନାହିଁ ତାଙ୍କୁ କାଟି ଦିଆଯାଇଥିଲା ।
ଏବେ ଅଭିନେତା ମିଟୁ ମିଥୁନ କହିଛନ୍ତି ସେ ଓଡ଼ିଆ ଫିଲ୍ମ ଛଡ଼ା ଆଉ କିଛି ଫିଲ୍ମ କରିବେ ନାହିଁ । ସେ ଓଡ଼ିଶାରେ ଜନ୍ମ ହୋଇଛନ୍ତି ଆଉ ସେ କୌଣସି ଭାଷାର ଫିଲ୍ମ କରିବେ ନାହିଁ । ସେ ଅନ୍ୟ କୌଣସି ଭାଷାଭାଷୀର ଫିଲ୍ମ କରିବେ ନାହିଁ । ଏହି ଅଭିନେତା ଜଣଙ୍କ ସହିତ ସବୁବେଳେ ଏଭଳି ବିଶ୍ୱାସ ଘାତକ ହେଉଛି । ଏବେ ଏହି ଅଭିନେତା ଜଣଙ୍କର ନୂଆ ଫିଲ୍ମ ଆସୁଛି । ଏହି ନୂଆ ଫିଲ୍ମ ହେଉଛି ବାଜି ବାଜି ବାବାଜୀ । ଏବେ ତାଙ୍କର ଫିଲ୍ମକୁ ଚୋରି କରି ନେଇଛନ୍ତି ଆଉ ସେଥିପାଇଁ ସେ ଧାରଣା ଦେବେ ବୋଲି କହିଛନ୍ତି । ଏଭଳି ଅନେକ କଥା ଅଭିନେତା ମିଟୁ ମିଥୁନ କହିଛନ୍ତି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।