Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଫେସବୁକରୁ ଆରମ୍ OYO ରେ ଶେଷ...!

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ କିଛି ଏଭଳି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ଯୁବକ ଏଭଳି କିଛି କାଣ୍ଡ କରୁଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।ଆଜିକାଲି ସୋସିଆଲ ମିଡିଆରେ ପ୍ରେମ କରିବା ଏକ ସାଧାରଣ କଥା ହୋଇଗଲାଣି । ଲୋକମାନେ ସୋସିଆଲ ମିଡିଆରେ ପ୍ରେମ କରି ଏଭଳି ସବୁ କାମ କରିଥାନ୍ତି ଯାହାକୁ ନେଇ ଏବେ କିଛି ଖବର ଆସିଛି ।
Hh
ଜଣେ ଯୁବକ ସୋସିଆଲ ମିଡ଼ିଆ ଫେସବୁକ୍ ମାଧ୍ୟମରେ ଅନେକ ଯୁବତୀଙ୍କୁ ଭଲ ପାଉଛନ୍ତି ବୋଲି କହିଥିଲେ କିନ୍ତୁ ଏହି ପ୍ରେମିକ ଜଣକ ଏହାପରେ କଣ ସବୁ କରିଛନ୍ତି ତାହା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଫେସବୁକରେ ପ୍ରେମ କରୁଥିଲେ ଯୁବକ ଆଉ ଓୟୋ ହୋଟେଲ ନେଇ ଇମୋଷିନାଲ ବ୍ଲାକମେଲ କରୁଥିଲେ । ଗାଉଁଲି ଝିଅଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଏଭଳି କରୁଥିଲା ଯୁବକ ଜଣକ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ଶହ ଶହ ଯୁବତୀଙ୍କ ସହିତ ଏଭଳି କାମ କରିଛି ଏହି ଯୁବକ ଜଣକ । 
Gg
ପ୍ରଥମେ ଫେସବୁକରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଉଥିଲେ ଆଉ ତାପରେ ସାଙ୍ଗ ହେବା ପରେ ପ୍ରେମ ନିବେଦନ କରୁଥିଲେ ଆଉ ପ୍ରେମ ସଂପର୍କ ହେବା ପରେ ଓୟୋ ହୋଟେଲକୁ ଡାକୁଥିଲେ । ଯେଉଁ ଝିଅ ହୋଟେଲ ଯିବାକୁ ରାଜି ହେଉଥିଲା ତାଙ୍କୁ ହୋଟେଲ ଭିତରେ ଇମୋସିନାଲ ବ୍ଲାକମେଲ କରୁଥିଲା l ଆଉ ତାର ମାଆଙ୍କ ଦେହ ଖରାପ ଅଛି ବୋଲି କହି ଟଙ୍କା ଲୁଟି ନେଉଥିଲା । ଏହି ଯୁବକ ଜଣକ କେବଳ ଅବିବାହିତା ଝିଅ ନୁହେଁ ବରଂ ମହିଳା ମାନଙ୍କୁ ମଧ୍ୟ ଫସାଇ ଦେଇଥିଲେ । ଟଙ୍କା ମିଳିବା ପରେ ଏହି ପ୍ରେମିକ ଜଣକ ତାଙ୍କୁ ଧୋକା ଦେଇ ଆଉ ଜଣେ ଯୁବତୀଙ୍କ ସହ ସଂପର୍କ ରଖୁଥିଲା । 
ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ରସୁଲପୁର ଗ୍ରାମପଞ୍ଚାୟତର କବାଟବନ୍ଧ ଗ୍ରାମର ତ୍ରୈଲୋକ୍ୟ ରଞ୍ଜନ ପାତ୍ର ନାମକ ଯୁବକ ଏଭଳି କାମ କରୁଥିଲା । ଏହି ରସିକିଆ ଠକ ପ୍ରେମିକ ଜଣକ ଏଭଳି ସବୁ କାମ କରି ଅନେକ ଟଙ୍କା ଲୁଟି ନେଉଥିଲା । ଏହି ଯୁବକ ଜଣକ ଏଭଳି ନିର୍ଲଜ୍ଜ କାମ କରୁଥିଲା । ଏହି ଯୁବକ ଜଣକ ନାଁରେ ମଧୁବନ ଅଞ୍ଚଳର ଜଣେ ଯୁବତୀ ଆଣିଛନ୍ତି ଅଭିଯୋଗ । ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ମିଛ କହି ନେଇ ଯାଇଛନ୍ତି ଏହି ଯୁବକ ଜଣକ । ଏହି ଯୁବତୀ ଜଣକ ବାରିପଦା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କିଛି ବର୍ଷ ହେବ ସେ ଏଭଳି କାମ କରୁଥିଲା । ଏବେ ଏହି ଯୁବକ ଜଣକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Around The Web