ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଗଛ କାନ୍ଦୁଛି କହୁଛି ମୋତେ କାଟନା...!
Feb 8, 2025, 11:18 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକାଲି ଦୁନିଆରେ ଲୋକମାନେ ଜଙ୍ଗଲ ନଷ୍ଟ କରି ଦେଉଥିବା ଘଟଣା ବିଷୟରେ ତ ଜାଣିଥିବେ । ଲୋକମାନେ ଏବେ ଗଛ କାଟି ଦେଉଛନ୍ତି । ଲୋକମାନେ ଗଛ ଲକ୍ଷପତି ହେବାକୁ ଭାବୁଥିବା ବେଳେ ଏବେ ଗଛ କଟାକୁ ନେଇ ଆସିଛି କିଛି ଖବର । କାଟୁ କାଟୁ କାଟି ଦେଇଛନ୍ତି ସବୁ ଗଛ । ଟଙ୍କା ପାଇଁ ସବୁ ଗଛ କାଟି ଦେଲେ । ମଣିଷ ତାର ମାନବିକତା ଭୁଲି ଯାଇ ଏଭଳି କାମ କରିଛି । ମଣିଷ ତାର ମାନବିକତା ଭୁଲି ଯାଇ ଗଛ କାଟି ପକାଉଛି ।

ଗଛ କାଟି ଦେଇ ଜଙ୍ଗଲ ନଷ୍ଟ କରି ଦେଉଛି । ଲକ୍ଷ ଲକ୍ଷ ଟଙ୍କାର ଗଛ କାଟି ଦେଉଛି ମଣିଷ । ଏବେ ଏହି ସବୁ ଗଛ କାଟିବା ପରେ ସତେ ଯେଭଳି ଲାଗୁଛି କି ମଣିଷ ତାର ମାନବିକତା ହରାଉଛି । ଆଉ ଏହାସହ ଗଛ ସତେ ଯେଭଳି କାନ୍ଦୁଛି ବୋଲି ଲାଗୁଛି । ସତେ ଯେଭଳି ଗଛ କହୁଛି "ରେ ମଣିଷ ମୋତେ କାଟେନା" । ଏହି କଥା ସତେ ଯେମିତି ଗଛ କାନ୍ଦି କାନ୍ଦି କହୁଛି । ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ୧୩ ଟି ଗଛକୁ ମୂଳରୁ କାଟି ଦେଇଛି ମଣିଷ । ମଣିଷ ସବୁ କିଛି ଭୁଲି ଯାଏ କି ଗଛ ତାକୁ କେତେ ସାହାଯ୍ୟ କରୁଛି ।

ଯେଉଁ ଗଛ ତଳେ ମଣିଷ ଛାଇରେ ବସିଥାଏ, ଯେଉଁ ଗଛ ମଣିଷକୁ ଅନେକ ସାହାଯ୍ୟ କରିଥାଏ, ଛାଇ, ଜାଳ, ଅମ୍ଳଜାନ ଦେଇଥାଏ ସେହି ଗଛକୁ ମଣିଷ ଆଜି କାଟି ଦେଉଛି । ଗଛ ସବୁ କାଟି ନଣ୍ଡା କରି ଦେଇଛି ମଣିଷ । ବର୍ତ୍ତମାନ ଆକ୍ସନ ମୁଡ଼କୁ ଆସିଛି ପୋଲିସ । ପୋଲିସ ଏବେ ତାଗିଦ୍ କରୁଛି । ଆଉ ଚାଲିବନି ମାଫିଆଙ୍କ ରାଜ । ଏବେ ଆକ୍ସନ ମୁଡକୁ ଆସିଛି ରଣପୁର ବନ ବିଭାଗ । ବନ ବିଭାଗ ଗତକାଲି ଶାଗୁଆନ ଗଛ କରିଥିବା ପରେ କାଠକୁ ଜବତ କରିଛି । ଗତକାଲି ରାତିରେ ପୋଲିସ ଚଢ଼ାଉ କରିଛି ।
ମଣିନାଗ ସଂରକ୍ଷକ ଜଙ୍ଗଲରେ ବନ ବିଭାଗ ଚଢ଼ାଉ କରିଥିଲା । ଆଉ ସେଠାରେ ବନ ବିଭାଗ ପହଞ୍ଚିବା ପରେ କାଠ ମାଫିଆମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ସେଠାରେ ବନ ବିଭାଗ ପହଞ୍ଚି ଏହି ଶାଗୁଆନ କାଠକୁ ଜବତ କରିଛି । ଶାଗୁଆନ କାଠ ଜବତ ହୋଇ ଏବେ ତାକୁ ନିଆଯାଇଛି । ଏହି ଶାଗୁଆନ କାଠର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏବେ ଆକ୍ସନ ମୁଡ଼ରେ ବନ ବିଭାଗ ଅଛି ବୋଲି ଜଣାପଡିଛି । ଯେଉଁ ସମୟରେ କାଠ ମାଫିଆମାନେ କାଠ କାଟି ଚାଲାଣ କରିବାକୁ ଭାବିଥିଲେ ସେତେବେଳେ ବନ ବିଭାଗ ପହଞ୍ଚି ଏସବୁ କାଠ ଜବତ କରିଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।