Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଗାଁ ଖୁଣ୍ଟରେ ବାନ୍ଧି ଛେଳି ଭଳି ମୋ ସ୍ବାମୀକୁ ହାଣିପକାଇଲେ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯୁଦ୍ଧ ସମ୍ବନ୍ଧୀୟ କିଛି ଖବର ପାଇପାରିବେ । ଏବେ ପାକିସ୍ତାନ ଭାରତୀୟ ସେନାର ଭିଡିଓ ଦେଖି ଭୟରେ ପଡ଼ିଯାଇଛି । ଭାରତୀୟ ସେନା ଯେଉଁଭଳି ଭାବରେ ଭାରତର ସୀମାରେ ଅଛନ୍ତି ତାଙ୍କ ତାଲିମ ଦେଖି ପାକିସ୍ତାନ ଏବେ ଚିନ୍ତାରେ ପଡ଼ି ଯାଇଛି । ଅଚାନକ ଆକ୍ରମଣ ହେବ ଆଉ ପାକିସ୍ତାନ ପୁରା ଧ୍ଵଂସ ହୋଇଯିବ । ଏବେ ଏଭଳି କିଛି ଖବର ଆସିଛି ।
Hh
ମାଇନସ୍ ୪୦ ଡିଗ୍ରୀରେ ଅଚାନକ ପାକିସ୍ତାନ ଉପରେ ଆକ୍ରମଣ ହେବ ବୋଲି ସୂଚନା ମିଳିଛି । ଆକ୍ରମଣ କରିବ ଭାରତୀୟ ସେନା । ୩୦ ହଜାର ଫୁଟ ଉପରେ ଭାରତୀୟ ସେନା । ସେନା ହାତରେ ବନ୍ଧୁକ ଆଉ କାନ୍ଧରେ ମିଶାଇଲ ଲଞ୍ଚର୍ ଧରିଛନ୍ତି । ଏବେ ଭାରତୀୟ ସେନା ଏହି ଭିଡିଓ କରିଛି ଆଉ ଏହି ଭିଡିଓ ଦେଖି ପାକିସ୍ତାନ ଭୟରେ ଥରଥର ହେଲାଣି । ଏବେ ଏଭଳି ଆକ୍ରମଣ ହେବ ଯେଉଁଥିରେ ପାକିସ୍ତାନ କିଛି ବି କରିପାରିବ ନାହିଁ । ଏବେ ପ୍ରସ୍ତୁତ ହୋଇ ରହିଛନ୍ତି ଭାରତୀୟ ସେନା । କେହି ବୁଝିପାରିବେ ନାହିଁ କେଉଁଠୁ ହେଉଛି ଆକ୍ରମଣ ।
Hh
ବରଫରେ ମିଶି ଯାଇ ଭାରତୀୟ ସେନା ପାକିସ୍ତାନ ଉପରେ ଆକ୍ରମଣ କରିବ । ଜମ୍ମୁ କାଶ୍ମୀରକୁ ପାକିସ୍ତାନ ପୁରା ଭୁଲିଯିବ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ସେନା କିଭଳି ବରଫରେ ଅଛନ୍ତି ତାହା ଆପଣମାନେ ଦେଖିପାରିବେ । ଭାରତୀୟ ସେନା ଏବେ ତତ୍ପର ରହିଛନ୍ତି । କାଶ୍ମୀରରେ ଏବେ ୪ ରୁ ୫ ଫୁଟର ବରଫ ପଡ଼ିଛି । ପାକିସ୍ତାନ କୌଣସି ବି ମୁହୂର୍ତ୍ତରେ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିପାରେ । ଯେମିତିକି ୧୯୯୯ ମସିହା କାର୍ଗିଲ୍ ସମୟରେ କରିଥିଲା । ଏବେ ଏହା କରିବାକୁ ଦେବେ ନାହିଁ ଭାରତର ବୀର ପୁଅ । 
ଏବେ ଯବାନମାନେ ବରଫରେ ରହି ଭାରତର ସୁରକ୍ଷା କରୁଛନ୍ତି । ଟିକେ କିଛି ବି ହେଲା ମାତ୍ରକେ ଭାରତୀୟ ସେନା ପାକିସ୍ତାନ ଉପରେ ଆକ୍ରମଣ କରିବେ । ଆଉ ପାକିସ୍ତାନ ଉପରେ ଆକ୍ରମଣ କରିବା ମାତ୍ରକେ ପାକିସ୍ତାନ ଉପରେ ତୁହା କୁ ତୁହା ଆକ୍ରମଣ କରିବ । ପୁରା ଦେଶ ନୂଆବର୍ଷରେ ମଜା କରୁଥିବା ବେଳେ ଭାରତୀୟ ସେନା କାଶ୍ମୀରରେ ଦେଶକୁ ସୁରକ୍ଷା ଦେଇଛନ୍ତି । ବରଫର ୪ କି ୫ ଫୁଟ ଉପରେ ଛିଡ଼ା ହୋଇ ପାକିସ୍ତାନ ଉପରେ ନଜର ରଖିଛନ୍ତି ଭାରତୀୟ ସେନା । ଭାରତୀୟ ସେନାରେ ପ୍ରବେଶ କରିବ ବୋଲି ପାକିସ୍ତାନ ଭାବୁଛି ।
ବର୍ଷା ହେଉ କି ଖରା ବା ହେଉ ପ୍ରବଳ ଥଣ୍ଡା ସବୁ ସମୟରେ ଭାରତୀୟ ସେନା ଭାରତକୁ ସୁରକ୍ଷା ଦେଉଛି । ଭାରତୀୟ ସେନା ସବୁ ସମୟରେ ସବୁ ମୁହୂର୍ତ୍ତରେ ଭାରତକୁ ଶତ୍ରୁଙ୍କ କବଳରୁ ରକ୍ଷା କରୁଛି । ଭାରତୀୟ ସେନା ଏଭଳି ପ୍ରସ୍ତୁତ ହୋଇଛନ୍ତି କି ଯଦି ପାକିସ୍ତାନ ତାଙ୍କ ଉପରେ ଆକ୍ରମଣ କରିଲା ତାହେଲେ ପାକିସ୍ତାନ ରହିପାରିବ ନାହିଁ । ଏବେ ଦେଶକୁ ସୁରକ୍ଷା ଦେବା ପାଇଁ ଭାରତୀୟ ସେନା ସବୁବେଳେ ଚେଷ୍ଟା କରିଥାଏ । ଆଉ ସେନା ତାର କାମକୁ କେବେ ଖିଲାପ କରେ ନାହିଁ । ଏହି କଥା ନୂଆବର୍ଷର ପେଟ୍ରୋଲିଂ ବେଳର ଦୃଶ୍ୟ ଦେଖିଲେ ଆପଣମାନେ ଜାଣିପାରିବେ ।

Around The Web