Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଘରର ବଢିଲା ଝିଅକୁ ଡ୍ରେସ୍ ଖୋଲି ହାଣିଦେଲା ଦେଖନ୍ତୁ ଲାଇଭ ଭିଡିଓ

 
Vv
ମିଛ କହିବା ପଡ଼ିଲା ଯୁବତୀଙ୍କୁ ମହଙ୍ଗା। ତଳକୁ ଡାକିଲା ଆଉ କେହି କିଛି ଭାବିବା ପୂର୍ବରୁ ହାଣି ଦେଇଗଲା। ବିଚ୍ ରାସ୍ତା ଉପରେ ଚାଲିଥିଲା ମରଣର ବିଭତ୍ସ ଖେଳ। ଆଉ ଏହି ମରଣାତ୍ମକ ଚୋଟ ର ଦୃଶ୍ୟ କଏଦ ହୋଇଥିଲା କ୍ୟାମେରା ରେ। ଅଫିସ୍ ପରିସରରେ ହେଲା ଯୁବତୀଙ୍କ ନିର୍ମମ ଭାବରେ ହତ୍ୟା। ଯାହା ରେକର୍ଡ ହୋଇଥିଲା ଅଫିସ୍ ବିଲଡିଂ ରୁ ଏକ କ୍ୟାମେରା ରେ। ଖୁଲମ୍ ଖୁଲା ଭାବରେ ଚାଲିଥିଲା ଏହି ତାଣ୍ଡବ ଆଉ ଗଦା ହୋଇ ଦେଖୁଥିଲେ ଅନେକ ଲୋକ।
Gg
ହେଲେ କାହାରି ହେଲେ ମଧ୍ଯ ସାହାସ ନଥିଲା ଏହି ହ-ତ୍ୟା-କାରୀଙ୍କୁ ରୋକିବା ପାଇଁ। ହାତରେ ଧରିଥିଲା ଧାରୁଆ ଛୁରୀ। ଆଉ ହଠାତ୍ ମାରି ଚାଲିଥିଲା ଚୋଟ ଉପରେ ଚୋଟ। ଅଫିସ୍ ପରିସରରେ ଅନେକ ଲୋକ ଜମା ହୋଇ ଦେଖୁଥିଲେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଯୁବତୀଙ୍କୁ। ହେଲେ କାହାର ହେଲେ ମଧ୍ୟ ସାହାସ ନଥିଲା ତାଙ୍କୁ ଉଦ୍ଧାର କରିବା ପାଇଁ। ଏବେ ଏହି ହ-ତ୍ୟାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।
Gg
ଯେଉଁଥିରେ ଆପଣ ଏକ ଯୁବକଙ୍କୁ ହାତରେ ଏକ ଧାରୁଆ ଛୁରୀ ନେଇ ବୁଲୁ ଥିବାର ଦେଖିବାକୁ ମିଳିଛି। ଆଉ ତଳେ ପଡ଼ି ରହିଛନ୍ତି ଯୁବତୀ ଜଣକ। ପୂରା ଦବଙ୍ଗ ଅନ୍ଦାଜ ରେ ସମସ୍ତେ ଦେଖୁଥିବା ବେଳେ ସେ କାହାକୁ ହେଲେ ମଧ୍ୟ ଖାତିର ନକରି ଯୁବତୀଙ୍କୁ ଛୁରୀରେ ଚୋଟ ମାରିବା ପରେ ହାତରେ ଛୁରୀ ନେଇ ବୁଲୁଛନ୍ତି ଯୁବକ ଜଣକ। ଏହି ଭିଡିଓ ରେ ସମସ୍ତଙ୍କୁ ବେଖାତିର କରି ନିଜ ରାଗ କୁ ସୁଝାଉ ଥିବା ନଜର ଆସିଛନ୍ତି ହ-ତ୍ୟା-କାରୀ।
ଯୁବତୀଙ୍କ ହାତରୁ ଫୋନ ଛଡ଼ାଇ ଆଣି କଥା ହେଉଛନ୍ତି ସେତେବେଳେ ନିଜ ହାତରୁ ଛୁରୀ ପକାଇ ଦେଉଛନ୍ତି ଦୁର୍ବୃତ୍ତ ଜଣକ। ଆଉ ତା ପରେ ଏତେ ସମୟ ଧରି ଘେରି ରହିଥିବା ଲୋକମାନେ ଘେରି ଯାଉଛନ୍ତି ଏହି ଦୃର୍ବୁତ୍ତ ଙ୍କୁ। ଆଉ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହି ଯୁବକଙ୍କୁ ଗିରଫ କରିଛି। ହେଲେ ଏହାପରେ ଚାଲି ଯାଉଛି ଯୁବତୀଙ୍କ ଜୀବନ। ଟଙ୍କା ଲେନ୍ ଦେନ୍ ପାଇଁ ହିଁ ଚାଲି ଯାଇଛି ଯୁବତୀଙ୍କ ଜୀବନ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.