Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ହନୁମାନଙ୍କ ଫୋଟରେ କୁକୁଡ଼ା ମାଂସ ଖାଇବାକୁ ଦେଉଛି ଏହି ଦୋକାନୀ

 
Gg
ପେପର ପ୍ଲେଟ ରେ ହନୁମାନ ଙ୍କ ଫଟୋ ଲଗାଇ ଚିକେନ ପକୋଡା ଖାଇବାକୁ ଦେଉଛି ଦୋକାନୀ। ଲୋକମାନେ ହନୁମାନ ଙ୍କ ଫଟୋ ଉପରେ ଚିକେନ ପକୋଡ଼ା ଖାଉଛନ୍ତି। ଲୋକମାନେ ଆସୁଛନ୍ତି ଆଉ ଏମିତି ହନୁମାନ ଙ୍କ ଫଟୋ ଉପରେ ଚିକେନ ପକୋଡା ରଖି ଖାଇବା ରେ ଲାଗିଛନ୍ତି। ହେଲେ ଯେତେବେଳେ ଜଣେ ଗରାଖ ଙ୍କ ନଜର ରେ ଏଭଳି ଦୃଶ୍ୟ ପଡିଥିଲା ସେତିକି ବେଳେ ସେଠାରେ ଏଭଳି ଭାବରେ ହୋ ହାଲ୍କା ମଚି ଯାଇଥିଲା।
Gg
କେମିତି ଜଣେ ଦୋକାନୀ ହନୁମାନ ଙ୍କ ପ୍ଲେଟ ଉପରେ ଚିକେନ ପକୋଡା ବିକୁଛି ତାକୁ ନେଇ ଲୋକମାନେ ଯେମିତି ରୁଣ୍ଡ ହୋଇ ଯାଇଥିଲେ। ଆଉ ସିଧା ଆସି ଦୋକାନ ଆଉ ଦୋକାନୀ ଙ୍କୁ ଘେରି ପକାଇ ଥିଲେ। ସନ୍ଧ୍ୟା ସମୟ ଥିଲା ସବୁ ଦୋକାନ ବଜାରରେ ଲୋକଙ୍କ ଗହଳି ମଧ୍ୟ ଲାଗିଥିଲା। ହଠାତ୍ ଏହି ଦୋକାନ ପାଖରୁ ହୋ ହାଲ୍ଲା ଶୁଣା ଯାଇଥିଲା ଆଉ କଣ ହେଲା ବୋଲି ଯାଇ ଦେଖିଲା ବେଳକୁ ସେଠାରେ ଦୋକାନୀ ଜଣକ ,
Gg
ହନୁମାନ ଙ୍କ ଚିତ୍ର ଥିବା ପେପରରେ ପ୍ଲେଟ ରେ ଚିକେନ ପକୋଡା କୁ ରଖି ଲୋକଙ୍କୁ ଖାଇବାକୁ ଦେଉଥିଲା। ଯାହା ଫଳରେ କି ଲୋକମାନେ ଦେଖିଥିଲେ ଆଉ ଦୋକାନୀ ଉପରେ ରାଗ ଗରଗର ହୋଇ ଦୋକାନୀ କୁ ଖୁବ ପାଟିତୁଣ୍ଡ କରିବା ଆରମ୍ଭ କରି ଦେଇଥିଲେ। ଆଉ କେମିତି ହନୁମାନ ଙ୍କ ଫଟୋ ଉପରେ ଚିକେନ ପକୋଡା ରଖି ଲୋକଙ୍କୁ ଖାଇବାକୁ ଦେଉଥିଲା ତାକୁ ନେଇ ଲୋକମାନେ ପ୍ରଶ୍ନ କରିଥିଲେ।
ଏହାପରେ ପୋଲିସ୍ ଆସିଥିଲା ଆଉ ଦୋକାନ ର ଦୁଇଜଣ ଯୁବକଙ୍କୁ ଅଟକ ରଖି ତାଙ୍କୁ ଅଧିକ ପଚରା ଉଚରା ମଧ୍ୟ କରିଥିଲା। ଏହି ଦୃଶ୍ୟ ହେଉଛି ପିପିଲି ଟୋଲ ଗେଟ୍ ନିକଟର ଏକ ଫାଷ୍ଟ ଫୁଡ୍ ଦୋକାନ ର ଦୃଶ୍ୟ ଅଟେ। ଯେଉଁଠାରେ ଚିକେନ ପକୋଡା ବିକ୍ରୀ ହେଉଛି ଆଉ ତାହାକୁ ଦୋକାନୀ ଏକ ହନୁମାନ ଙ୍କ ଫଟୋ ଥିବା ପେପର ପ୍ଲେଟ ରେ ରଖି ସମସ୍ତଙ୍କୁ ଖାଇବାକୁ ଦେଉଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.