Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ହଠାତ୍‌ ହସ୍ପିଟାଲରେ ସ୍ବାମୀ ପାଖରେ ଗଦା ହେଇଗଲେ ଶହଶହ କିନ୍ନର

 
Vg
ଆପଣମାନେ ତ ସୋସିଆଲ ମିଡିଆରେ ଯାହା ଖବର ଆସୁଛି ସେହି ବିଷୟରେ ସବୁ କିଛି ଜାଣି ପାରୁଥିବେ । ଏବେ ଆସିଥିବା ଖବର ହେଉଛି ହସ୍ପିଟାଲରେ ଜଣେ ବ୍ୟକ୍ତି ପଡିଛନ୍ତି । ଯାହାଙ୍କ ନାମ ହେଉଛି ସନ୍ତୋଷ ଚଂପତି । ଆପଣମାନେ ସମସ୍ତେ ତ ମୀରା ପରିଡ଼ାଙ୍କୁ ଜାଣିଥିବେ । ସେ ହେଉଛନ୍ତି କିନ୍ନର ସମାଜର ସଭାପତି । ସେ କିନ୍ନର ମାନଙ୍କ ପାଇଁ ଅନେକ କିଛି କାମ କରିଛନ୍ତି । କିନ୍ନର ସମାଜ ସବୁବେଳେ ତାଙ୍କୁ ଭଲ ପାଉଛି ଆଉ ପାଉଥିବ । ଏବେ ତାଙ୍କୁ ନେଇ ଆସିଛି କିଛି ଖବର ।
Gg
ନିକଟରେ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ମୀରା ପରିଡ଼ାଙ୍କ ନାଁରେ ଗଣମାଧ୍ୟମ ଆଗରେ ଅନେକ କଥା କହିଥିଲେ । ଏହିସବୁ କଥା ଭିତରେ ମଧ୍ୟ ଅନେକ କିଛି କଥା ଆସିଥିଲା । ଏହି ମହିଳା ଜଣକ କହିଥିଲେ ତାଙ୍କ ସ୍ଵାମୀଙ୍କୁ ୧୦ ବର୍ଷ ହେଲା ମୀରା ପରିଡ଼ା ତାଙ୍କ ପାଖରେ ରଖିଛନ୍ତି । ଏହି କଥାକୁ ମୀରା ପରିଡ଼ା ମିଥ୍ୟା ବୋଲି କହିବା ସହ ଏହି ଘଟଣାର ସତ୍ୟ ସାମ୍ନାକୁ ଆଣିଥିଲେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିନ୍ନରଙ୍କୁ ଦେଖିପାରିବେ ।
Vv
ଏବେ ଏହି ବ୍ୟକ୍ତି ଜଣକ ଅର୍ଥାତ୍ ସନ୍ତୋଷ ଚମ୍ପତ କ୍ୟାପିଟାଲ ହାଇସ୍କୁଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର କ୍ୟାନସର ହୋଇଛି ବୋଲି ସୂଚନା ମିଳିଛି । ଏବେ ସେ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପାଖରେ ପହଞ୍ଚିଛନ୍ତି କିନ୍ନରମାନେ । ଏବେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି କିନ୍ନରମାନେ ଏହି ବ୍ୟକ୍ତି ଜଣଙ୍କୁ ଦେଖା କରିବାକୁ ମେଡ଼ିକାଲକୁ ଯାଇଛନ୍ତି । ଆଉ ଗଣମାଧ୍ୟମରେ ଏହି ଦୃଶ୍ୟ ଏବେ ଭାଇରାଲ ହେଉଛି । କିନ୍ନରମାନେ ହସ୍ପିଟାଲ ଯାଇ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।
ହଠାତ୍ ଏହି ବ୍ୟକ୍ତି ଜଣକ ପାଖରେ ଶହ ଶହ କିନ୍ନର ଜମା ହୋଇଗଲେ । କିନ୍ନରମାନେ କହିଛନ୍ତି ଏବେ ସେମାନେ ତାଙ୍କ ମାଆଙ୍କୁ ନେଇ ଯାଉଛନ୍ତି ଆଉ ଯଦି କିଛି ଅସୁବିଧା ହେବ ତାହେଲେ ତାଙ୍କୁ ଗୋଟିଏ କଲ୍ କରିବ ଆଉ କିନ୍ନରମାନେ ଆସି ପହଞ୍ଚିବେ । କିନ୍ନର ସମାଜ ଏହି ବ୍ୟକ୍ତି ଜଣଙ୍କୁ ବାବା ବୋଲି ମାନିଛନ୍ତି ଆଉ ବାବା ମାନିବେ । ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ମଧ୍ଯ କହିଛନ୍ତି । ଏବେ କିନ୍ନରମାନେ କହିଛନ୍ତି ମୀରା ମାଆଙ୍କୁ କହୁଥିଲେ ତାଙ୍କ ସ୍ବାମୀଙ୍କୁ ଦେଇ ଦେବା ପାଇଁ ଆଉ ସେ ତାଙ୍କୁ ଦେଇ ଦେଲେ । ଆଉ ଏବେ ଏହି ମହିଳା ଜଣକ ତାଙ୍କର ଚିକିତ୍ସା କରି ତାଙ୍କୁ ଭଲ କରି ତାଙ୍କ ସହ ସଂସାର ଆରମ୍ଭ କରନ୍ତୁ ବୋଲି କିନ୍ନରମାନେ କହିଛନ୍ତି ।

Around The Web