Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଇଣ୍ଡିଆ ଜିତିବା ପରେ ଲୋକଙ୍କୁ ଦେଖି ଭୟରେ ଦୌଡ଼ିଲେ IIT ବାବା

 
Vg
ଏବେ କ୍ରିକେଟ ଜଗତକୁ ନେଇ ଆସିଛି କିଛି ଖବର । କ୍ରିକେଟ ଖେଳ ଚାଲୁଥିବା ବେଳେ ଅନେକ ବାବା ଅନେକ କିଛି ମନ୍ତବ୍ୟ ଦେଇଥାନ୍ତି । କେହି କେହି ତ କେଉଁ ଦଳ ଜିତିବ ସେହି ବିଷୟରେ ବି କହି ଦେଇଥାନ୍ତି । ଏବେ ଏଭଳି କିଛି ଖବର ଆସିଛି ଜଣେ ବାବାଙ୍କୁ ନେଇ । ଆଇଆଇଟି ବାବା ଏବେ ସାମ୍ନାକୁ ଆସିଛନ୍ତି । ଆଇଆଇଟି ବାବା ନିକଟରେ ହୋଇଥିବା ଚମ୍ପିୟାନ ଟ୍ରଫି ଖେଳକୁ ନେଇ କିଛି କଥା କହିଥିବାର ନଜର ଆସିଛନ୍ତି । ଏବେ ଏହି ବାବା ଜଣଙ୍କୁ ନେଇ ଚର୍ଚ୍ଚା ହେଉଛି ।
Gg
ଭାରତ ଆଉ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହା ମୁକାବିଲା ପାଇଁ ଏହି ବାବା ଜଣକ କିଛି କହିଥିଲେ । କେଉଁ ଦଳ ଜିତିବ ବୋଲି ମଧ୍ୟ କହିଥିଲେ । ଏବେ ଏହି କଥାକୁ ନେଇ ଆସିଛି କିଛି ଖବର । ଭାରତ ଏହି ମହା ମୁକାବିଲାରେ ଜିତି ଯାଇଛନ୍ତି । ଭାରତୀୟ ଦଳ ଜିତିବା ପରେ ଏହି ବାବା ଜଣକ ରାଗି ଯାଇଛନ୍ତି । ଏହି ବାବା ଜଣକ ରାଗିବେ ବୋଲି କେହି ଜାଣି ନଥିଲେ । ଏହି ବାବା ଜଣକ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଆଇଆଇଟି ବାବା ଏଭଳି କିଛି କହିଥିଲେ ଯାହା ପାଇଁ ଭାରତର ଲୋକମାନେ ରାଗି ଯାଇଥିଲେ ।
Bh
ଭାରତ ଜିତିବା ପରେ ଏହି ବାବା ଜଣକ ଏବେ ନଜର ଆସି ନାହାନ୍ତି । ଆଉ ଭାରତ ଜିତିବା ପରେ ଏବେ ଏହି ବାବା ଜଣଙ୍କୁ ସମସ୍ତେ ଖୋଜୁଛନ୍ତି କିନ୍ତୁ ତାଙ୍କୁ କେହି ପାଉ ନାହାଁନ୍ତି । ଏହି ଆଇଆଇଟି ବାବା ବାବା କହିଥିଲେ ଯଦି ଭଗବାନ ଥିବେ ତାହେଲେ ଏହି ମ୍ୟାଚରେ ପାକିସ୍ତାନ ଜିତିବ । ଆଉ ସେ ପାକିସ୍ତାନ ଖେଳକୁ ନେଇ ଏଭଳି କହିଥିଲେ କିନ୍ତୁ ଏବେ ଏହି ମ୍ୟାଚରେ ଭାରତୀୟ ଦଳ ବିଜୟ ଲାଭ କରିଛି । ଏହାପରେ ଏବେ ଏହି ବାବା ଜଣଙ୍କୁ ଖୋଜା ପଡ଼ିଛି । ଭବିଷ୍ୟବାଣୀ କରିଥିବା ଏହି ବାବା ଜଣଙ୍କୁ ଏବେ ଖୋଜୁଛନ୍ତି ସମସ୍ତେ ।
କିନ୍ତୁ ଭାରତ ଜିତିବା ପରେ ଏହି ବାବା ଜଣକ ପାକିସ୍ତାନ ପଳାଇ ଯାଇଛନ୍ତି ବୋଲି ଖବର ଆସୁଛି । ଦୁବାଇରେ ଖେଳ ହେଉଥିଲା । ଆଉ ଏହି ଖେଳ ଅତ୍ୟନ୍ତ ରୋମାଞ୍ଚକ ଥିଲା । ଏହି ଖେଳରେ ଭାରତୀୟ ଖେଳାଳି ବିରାଟ କୋହଲି ଶତକ କରିଛନ୍ତି । ଆଉ ଏବେ ଏହି ଖେଳାଳୀଙ୍କୁ ନେଇ ଚର୍ଚ୍ଚା ହେଉଛି । ଏହି ବାବା ଜଣକ ଏଭଳି କହିବା ଏବେ ସାମ୍ନାକୁ ଆସିଛି ଆଉ ତାଙ୍କୁ ଏବେ ସମସ୍ତ ଭାରତୀୟ ଖୋଜୁଛନ୍ତି ଆଉ ତାଙ୍କୁ ପାଉ ନାହାଁନ୍ତି । ଏବେ ଲୋକମାନେ କହୁଛନ୍ତି ଭାରତ ଜିତିବା ପରେ ଆଇଆଇଟି ବାବା କେଉଁଆଡେ ପଳାଇ ଗଲେ ?

Around The Web