Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଜନସେବା କେନ୍ଦ୍ର ଭିତରେ ଝିଅର ଡ୍ରେସ୍ ଖୋଲି ମାଡିବସିଲା ମାଲିକ

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ଆସିଛି ଜଣେ ଜନସେବା କେନ୍ଦ୍ରର ମାଲିକ ଜଣଙ୍କୁ ନେଇ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜନସେବା କେନ୍ଦ୍ର ଭିତରେ ଝିଅ ବେପାର କରୁଥିଲା ଜନସେବା କେନ୍ଦ୍ରର ମାଲିକ । ଆଧାର କାର୍ଡ ସଂଶୋଧନ କରିବା ବାହାନାରେ ଝିଅଙ୍କୁ ଡାକୁଥିଲା ଆଉ ଏଭଳି କାମ କରୁଥିଲା । ଜନସେବା କେନ୍ଦ୍ର ଭିତରେ ଝିଅ ସହ ଦୁ-ଷ୍କ-ର୍ମ ଉଦ୍ୟମ କରୁଥିଲା । କିନ୍ତୁ ଝିଅ ଅଧ ନଗ୍ନ ହୋଇ ରଡ଼ି କରି କାନ୍ଦି ଗାଁ ମଝିକୁ ଚାଲି ଆସିଲା । 
Gg
ଏହି ଜନସେବା କେନ୍ଦ୍ରର ମାଲିକ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ଜନସେବା କେନ୍ଦ୍ରର ମାଲିକ ଜଣକ କରିଥିଲେ ଏଭଳି କାମ । ସେ ଜନସେବା କେନ୍ଦ୍ରରେ କାମ କରିବା ପରିବର୍ତ୍ତେ ଝିଅଙ୍କ ସହ ଏଭଳି କାମ କରୁଥିଲେ । ଆଧାର କାର୍ଡ ଠିକ୍ କରିବାକୁ ଡ଼ାକି ନିରୀହ ଝିଅଙ୍କ ସହ ଦୁ-ଷ୍କ-ର୍ମ କରିବାକୁ ଏହି ଜନସେବା କେନ୍ଦ୍ରର ମାଲିକ ଉଦ୍ୟମ କରୁଛନ୍ତି । କେବଳ ସେ ଯୁବତୀ ନୁହେଁ ବରଂ ନାବାଳିକା ଝିଅଙ୍କୁ ମଧ୍ଯ ନିଜ ଶିକାର ବନାଇ ଥାଆନ୍ତି । ସୂଚନା ଅନୁସାରେ ଆଧାର କାର୍ଡର ବାଇଓମେଟ୍ରିକ ସଂଶୋଧନ ପାଇଁ ଜଣେ ନାବାଳିକା ଜନସେବା କେନ୍ଦ୍ରକୁ ଆସିଥିଲେ ।
Vv
ଆଉ ଏହି ନାବାଳିକା ଜଣଙ୍କୁ ଜନସେବା କେନ୍ଦ୍ରର ମାଲିକ ଅସଦାଚରଣ କରିଥିଲେ । ଆଉ ତାଙ୍କୁ ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିଥିଲେ । ଏବେ ଗାଁ ଲୋକମାନେ ଏହି ଘଟଣାକୁ ନେଇ ଅସନ୍ତୋଷ ଅଛନ୍ତି । ଏହି ଘଟଣାରେ ନାବାଳିକା ଏବଂ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏବେ ଏହି ଜନସେବା କେନ୍ଦ୍ରର ମାଲିକଙ୍କୁ ଅଟକ ରଖିଛି । ଆନନ୍ଦପୁର ଉପଖଣ୍ଡ ଧକଟା ଜନସେବା କେନ୍ଦ୍ରରେ । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ସକାଳ ୬ ସମୟରେ ନିଜ ଝିଅର ଆଧାର କାର୍ଡ ସଂଶୋଧନ କରିବା ପାଇଁ ୧୧ ବର୍ଷର ଝିଅକୁ ନେଇ ଜନସେବା କେନ୍ଦ୍ରକୁ ଯାଇଥିଲେ । ଆଉ ଜନସେବା କେନ୍ଦ୍ରର ମାଲିକ ସୁଜିତ୍ କୁମାର ସାହୁ ଝିଅର ଜନ୍ମ ତାରିଖ ଠିକ୍ ଅଛି ନା ନାହିଁ ଏହା ବୁଝିବା ପାଇଁ ତାର ବାପାଙ୍କୁ ସ୍କୁଲକୁ ପଠାଇଥିଲେ । 
ଆଉ ସ୍କୁଲକୁ ବାପା ଜଣକ ଯିବା ପରେ ଝିଅ ସହ ଏଭଳି କରିଥିଲେ ଜନସେବା କେନ୍ଦ୍ରର ମାଲିକ ସୁଜିତ୍ । ଏହି ଯୁବକ ସୁଜିତ୍ ଝିଅକୁ ଏକା ଦେଖି ତାସହ ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଏହି ନାବାଳିକା ଜଣକ କାନ୍ଦି ଆଉ ରଡ଼ି ଛାଡି ଦୋକାନ ବାହାରକୁ ଚାଲି ଯାଇଥିଲେ । ଦୋକାନ ବାହାରକୁ ଆସି କାନ୍ଦୁଥିବା ବେଳେ ସେହି ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କୁ ଧରିଥିଲେ । ଆଉ ଏହି ବିଷୟରେ ସବୁ ଖବର ଜଣା ପଡିଥିଲା । ଏହି ଜନସେବା କେନ୍ଦ୍ରର ମାଲିକ ଜଣକ ଝିଅ ସହ କଣ ସବୁ କରିଥିଲା ଏହି ବିଷୟରେ ଝିଅ ତାର ପରିବାର ଲୋକଙ୍କୁ କହିଥିଲେ । ଏବେ ଏହି ଘଟଣା ଥାନାରେ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଛି ।

Around The Web