Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଯୁବତୀଙ୍କୁ କରୁଥିଲା ଦୁ-ଷ୍କ-ର୍ମ ଦେଖିଦେଲେ ଗାଆଁ ଲୋକେ ମାଡ଼ିବସି ଦେଲେ ପାନେ

 
Hh
ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଆଜିକା ସମାଜରେ ଲୋକମାନେ ଏଭଳି ସବୁ ହୋଇଗଲେଣି ଯାହାକି ଏହି ସମାଜ ଉପରେ ଖରାପ ପ୍ରଭାବ ପକାଉଛି । ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଦେହ ସୁଖ ପାଇଁ ଏଭଳି କରିବାକୁ ପଛାଉ ନାହାନ୍ତି । ଏହି ଯୁବକ ଜଣକ ନିଜର ଦେହର ଭୋକ ମେଣ୍ଟାଇବା ପାଇଁ ଛେଳି ଚରାଇବାକୁ ଯାଇଥିବା ଯୁବତୀଙ୍କ ସହ ଏଭଳି କାମ କରିଲା ।
Gg
ଛେଳି ଚରାଇବାକୁ ଯାଇଥିବା ଯୁବତୀଙ୍କୁ ଦୁ-ଷ୍କ-ର୍ମ କରିଲେ ଯୁବକ । ଆଉ ଏହାପରେ ଏହି ଘଟଣା ବିଷୟରେ କେହି ଜାଣି ପାରିବେ ନାହିଁ ବୋଲି ପ୍ଲାନ୍ କରିଲେ । ଘର ପାଖ ଜଙ୍ଗଲ ନିକଟକୁ ଛେଳି ଚରାଇବାକୁ ଯୁବତୀ ଜଣକ ଯାଇଥିଲେ । ଶୁନଶାନ୍ ଖରା ବେଳେ କେହି ନଥିବା ବେଳେ ଯୁବକ ଜଣକ ଏହି ଯୁବତୀ ଜଣଙ୍କୁ ଦେଖିଥିଲେ । ଆଉ ସେ ତାଙ୍କୁ ଦେଖିବା ପରେ ତାଙ୍କ ପଛ ପଟୁ ଟାଣି ନେଇଥିଲେ । ଆଉ ଏହାପରେ ତାଙ୍କ ଆଉ ଦୁ-ଷ୍କ-ର୍ମ ପରେ ଦୁ-ଷ୍କ-ର୍ମ କରି ଚାଲିଥିଲେ ।
Hg
ଯୁବତୀ ଜଣକ ଚିତ୍କାର କରିଥିଲେ ମଧ୍ଯ କେହି ଶୁଣି ନଥିଲେ । ଆଉ ଯୁବକ ଜଣକ ଏଭଳି ନିର୍ଲଜ୍ଜ କାମ କରି ଚାଲୁଥିଲେ । ଯୁବକ ଜଣକ ଏଭଳି କାମ କରି ସେଠାରୁ ପଳାଇବାକୁ ଚାହୁଁଥିଲେ ଆଉ ସେହି ସମୟରେ ଏହି ଯୁବକ ଜଣଙ୍କୁ ପାନେ ଦେଲେ ଗାଁ ଲୋକେ । ଗାଁ ଲୋକେ ଅନେକ ସମୟ ପରେ ଯୁବତୀ ଜଣଙ୍କର ଚିତ୍କାର ଶୁଣି ସେହି ସ୍ଥାନକୁ ଧାଇଁ ଆସିଥିଲେ । ଆଉ ଏହାପରେ ଏଭଳି କିଛି କରିଥିଲେ । ଏହି ଗ୍ରାମବାସୀଙ୍କୁ ଦେଖି ଯୁବକ ଜଣକ ପଳାଇ ଯାଉଥିଲେ । 
ସେହି ସମୟରେ ତାଙ୍କୁ ସେଠାରେ ଅଟକ ରଖି ଗ୍ରାମବାସୀ ପାନେ ଦେଇଥିଲେ । ଏବେ ଏହି ଘଟଣା ବିଷୟରେ ଯୁବତୀ ଜଣକ କହିଛନ୍ତି । ଦିନ ଦ୍ୱିପ୍ରହର ସମୟରେ ଏଭଳି ଘଟଣା ଘଟିଛି । ଏବେ ଏହି ଘଟଣା ପୋଲିସ ଥାନାରେ ଅଭିଯୋଗ କରାଯାଇଛି । ସୁକିନ୍ଦା ପୋଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ କରୁଛି । ଆଉ ତଦନ୍ତ ପରେ ଏବେ ଡାକ୍ତରୀ ମଇନା ପରୀକ୍ଷା କରାଯାଉଛି ଯୁବତୀଙ୍କର ।ଏବେ ଏହି ଘଟଣାରେ ଯୁବକ ଜଣଙ୍କୁ ଗିରଫ କରାଯାଇଛି । ଏବେ ଯୁବତୀ ଜଣଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରାଯାଇଛି । ଏହି ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.