ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ କାନ୍ଦ ଦେଖି ସହିଲେନି ନବୀନ ବଢ଼ାଇ ଦେଲେ ଏକ ଲକ୍ଷ ଟଙ୍କା...!
Jan 3, 2025, 11:46 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଏବେ ଚାଷୀଙ୍କୁ ନେଇ ଆସିଛି କିଛି ଖବର ଯାହା ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ପୂର୍ବରୁ ଆମ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ଅନେକ କିଛି କାମ କରିଛନ୍ତି । ସେ ସବୁବେଳେ ଗରିବ, ଦୁଃଖିରଙ୍କିଙ୍କ କଥା ବୁଝିବା ସହ ଚାଷୀଙ୍କ ବିପଦ ଆପଦ ଏବଂ ତାଙ୍କୁ ସାହାଯ୍ୟ କରିବାକୁ ହାତ ବଢାଇ ଦେଇଥାନ୍ତି । ଏବେ ମଧ୍ୟ ନବୀନ ସରକାର ଚାଷୀଙ୍କୁ ଦୁଃଖରେ ଦେଖିଲେ ସହିପାରିବେ ନାହିଁ ।
ଏବେ ଖଗର ଆସିଛି କି କାନ୍ଦ ଦେଖି ସହିପାରିଲେ ନାହିଁ ନବୀନ ପଟ୍ଟନାୟକ । ପକେଟରୁ ବାହାର କରି ବଢ଼ାଇଦେଲେ ଏକ ଲକ୍ଷ ଟଙ୍କା । ପାଖରେ ଛିଡ଼ା ହୋଇ ଚାଷୀ ମୃ-ତ-କଙ୍କ ପରିବାରକୁ ସହାନୁଭୂତି ଦେଲେ । ନବୀନ ପଟ୍ଟନାୟକ ପାଖକୁ ଯାଇଥିଲେ ଆଉ ଚାଷୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଆଉ ତାଙ୍କର ଦୁଃଖ ଦେଖି ସହିପାରି ନଥିଲେ ।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରକୁ ଫେରି ଚାଷୀଙ୍କ କଥା ଚିନ୍ତା କରି ଏବେ ସେମାନଙ୍କ ପାଖକୁ ଟଙ୍କା ପଠାଇଛନ୍ତି ବୋଲି ଖବର ଆସିଛି । ନିଜ ପକେଟରୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ।
ଚାଷୀମାନଙ୍କୁ ସହଯୋଗ ପାଇଁ ସରକାରଙ୍କୁ ମଧ୍ୟ ସେ କହିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଦେଖିବା ମାତ୍ରକେ ସହି ପାରିନଥିଲେ ମୃ-ତ-କଙ୍କ ପରିବାର । ତାଙ୍କୁ ଦେଖି ନବୀନ ପଟ୍ଟନାୟକ ସହାୟତା ରାଶି ପ୍ରଦାନ କରିଛନ୍ତି । ଯେତେବେଳେ ନବୀନ ପଟ୍ଟନାୟକ ଗାଦିରେ ବସିଥିଲେ ସେତେବେଳେ ସେ ପରିଭ୍ରମଣ କରୁନଥିଲେ କି ଦୁଃଖ ଶୁଣି ପାରୁନଥିଲେ କିନ୍ତୁ ଏବେ ସେ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି ଆଉ ଅସୁବିଧାରେ ପଡ଼ିଥିବା ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି । ଚାଷୀଙ୍କ କଷ୍ଟକୁ ଏବେ ବୁଝି ପାରୁଛନ୍ତି ନବୀନ ପଟ୍ଟନାୟକ । ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ ସରଡି ଗାଁର ମୃ-ତ ଚାଷୀ ହେଉଛନ୍ତି କୃତି ଭାସ ।
ଏବେ ତାଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ତାଙ୍କ ପରିବାରକୁ ଭେଟି ସହାୟତା ରାଶି ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ଅଦିନିଆ ବର୍ଷା କାରଣରୁ ଚାଷ ନଷ୍ଟ ହୋଇ ଯାଇଥିଲା । ସେ ଅନେକ ଟଙ୍କା ଧାର କରଜ ଆଣି ଚାଷ କରିଥିଲେ । ଅଦିନିଆ ବର୍ଷା ପାଇଁ ଚାଷଜମି ନଷ୍ଟ ହୋଇ ଯାଇଥିବାରୁ ଚାଷୀ ଜନ୍ଦ୍କ ଜୀବନ ହାରି ଦେଇଥିଲେ । ଆଉ ଏହି ଖବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇ ସେଠାରେ ପହଞ୍ଚି ସହାନୁଭୂତି ଜଣାଇଥିଲେ । ଏହାସହ ତାଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ ମଧ୍ୟ କରିଥିଲେ । ଏହାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ହେଉଛି ।