Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ କାଉ ଡାକୁଛି ବାପା ଆଉ ତାପରେ

 
Gg
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହାସହ ଏଭଳି କେବେ ଆପଣମାନେ ଦେଖିନଥିବେ । ଆପଣମାନେ ତ କାଉ ଦେଖିଥିବେ । ଆଉ କାଉର କର୍କଶ ସ୍ୱର ବୋଲି ସମସ୍ତେ ଜାଣିଥିବେ । କାଉ କେବେବି କଥା କୁହେ ନାହିଁ । କାଉ କେବଳ କା କା ହୋଇଥାଏ ଆଉ ତାର ସ୍ୱର ବହୁତ କର୍କଶ ହୋଇଥାଏ କିନ୍ତୁ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏକ ବିରଳ କାଉ ବିଷୟରେ ଜାଣିପାରିବେ ।
Gg
ଏହି ବିରଳ କାଉ ଡାକୁଛି । ଆପଣମାନେ ଜାଣିଥିବେ କି କେବଳ ଶୁଆ କଥା କହିଥାଏ ଆଉ ଡ଼ାକିଥାଏ କିନ୍ତୁ ଏହି ଭିଡିଓରେ ଦେଖିପାରିବେ କି କାଉ କଥା କହିଛି । ବିରଳ କାଉ ବାପା ଡାକୁଥିବାର ଆପଣମାନେ ଶୁଣିପାରିବେ । କାଉ କହୁଛି କଥା, ଆଉ ତାହା ପୁଣି କର୍କଶ ସ୍ୱର ନୁହେଁ ଶୁଆ ଭଳି ମଧୁର ସ୍ଵରରେ । ଏହି ପକ୍ଷୀ ଦେଖିବାକୁ ସାଧାସିଧା କାଉ ଭଳି ଦେଖାଯାଉଛି । କିନ୍ତୁ ଏହି ବିରଳ କାଉ ଏବେ ବାପା ଡାକୁଛି । ସତ୍ୟ ଯୁଗରେ କାକ ଭୂଷଣ୍ଡି କଥା କହି ପାରୁଥିଲେ ।
ଆଉ ଆପଣମାନେ କେବେବି କାଉ ଠାରୁ ଏଭଳି କଥା ଶୁଣି ନଥିବେ । ସତ୍ୟ ଯୁଗରେ କାଉ ରାଜା ଇନ୍ଦ୍ରଦ୍ୟୁମ୍ନ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ । ଆଉ ସେହି ଯୁଗ ପରେ ଆଉ କେହିବି କାଉ ଠାରୁ କେବଳ କର୍କଶ ସ୍ୱର ବା କିଛି କଥା କହିବାର ଶୁଣି ନଥିଲେ ଆଉ ଏବେ ଏହି ବିରଳ କାଉ ସମସ୍ତଙ୍କ ସାମ୍ନାକୁ ଆସିଛି । ଏବେ ଏହି ବିରଳ କାଉକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ବିରଳ କାଉ ସେହି ସତ୍ୟ ଯୁଗର କାଉ କଥା ସତ୍ୟ ବୋଲି ପ୍ରମାଣ ଦେଇଛି । 
ଏହି ବିରଳ କାଉ ସମସ୍ତଙ୍କ ଠାରୁ ଭିନ୍ନ ଜଣାପଡୁଛି । ମହାରାଷ୍ଟ୍ରର ପାଲଧର ଅଞ୍ଚଳର ଜଣେ ମହିଳା ଏହି କାଉ ପୋଷିଛନ୍ତି । ଆଉ ଏହି କାଉ ଘରେ ରୁହେ ଆଉ କୁଆଡେ ଯାଏ ନାହିଁ । ଏହି କାଉ ଏଭଳି ପାପା ଡାକୁଥିବା ବେଳେ ଏହି ଭିଡିଓ ଉତ୍ତୋଳନ କରାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ସହ ଏହି ଭିଡିଓ ଦେଖି ଅନେକ ଲୋକ ବିଶ୍ୱାସ ବି କରିପାରୁ ନାହାଁନ୍ତି । ସତରେ କଣ କାଉ ଡାକୁଛି ବୋଲି ଏବେବି ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି ।

Around The Web