Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ କାମ ଦେଲା ଠେଙ୍ଗା ଆଉ ତାପରେ

 
Vg
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଖଣ୍ଡଗିରି ମେଳାରେ ହେଉଥିବା ଯାତ୍ରାକୁ ନେଇ ଆସୁଥିବା କିଛି ଖବର । ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭ ମେଳା ହୋଇଥାଏ । ଆଉ ଏହି ମେଳାକୁ ଅନେକ ଲୋକ ଯାଇଥାନ୍ତି । ଆପଣମାନେ ଖଣ୍ଡଗିରିରେ ପୂର୍ବରୁ ହେଉଥିବା ଯାତ୍ରା ବିଷୟରେ ଆସୁଥିବା ଖବର ସବୁ ଜାଣିଥିବେ । ପୂର୍ବରୁ ଖଣ୍ଡଗିରିରେ ଯେଉଁ ଯାତ୍ରା ପାର୍ଟି ପଡୁଥିଲା ସେଥିରେ ଅ-ଶ୍ଳୀ-ଳ ନାଚ ହେଉଥିଲା । 
Gf
ଆଉ ଏହାକୁ ନେଇ ଅନେକ କଥା ଆସିଥାଏ । ଏବେ ଏହାକୁ ନେଇ ଆସିଛି କିଛି ଖବର । ଆପଣମାନେ ସମସ୍ତେ ତ ଏବେ ଖଣ୍ଡଗିରିରେ ଅ-ଶ୍ଳୀ-ଳ ନାଚ ବନ୍ଦ କରାଯାଇଥିବା ଖବର ପାଇଥିବେ । ଆଉ ଏବେ ଏହାହିଁ ହୋଇଛି । ବିଧାୟକ କହିଥିଲେ ଖଣ୍ଡଗିରିରେ ଯିଏ ଅ-ଶ୍ଳୀ-ଳ ନୃତ୍ୟ କରିବ ତାଙ୍କ ଉପରେ ଠେଙ୍ଗା ପାହାର ହେବ । ଏକାମ୍ର ବିଧାୟକ ବାବୁ ସିଂ ଠେଙ୍ଗା ବୁଲାଇଲେ । ଠେଙ୍ଗାକୁ ହାତରେ ଧରି ମାଟିରେ ଧୁମ୍ ଧୁମ୍ କରି ବାଡେଇଲେ । ଏହାସହ ସେ ଗଣମାଧ୍ୟମରେ ମଧ୍ୟ କହିଥିଲେ । 
Gg
ଏହାକୁ ନେଇ ସବୁବେଳେ ଅନେକ କଥା ଆସିଥାଏ । ଏବେ ଖଣ୍ଡଗିରିରେ ଯାତ୍ରା ମହା ସମାରୋହ ଚାଲିଛି । ଆଉ ଏହି ଭିତରେ ଯାତ୍ରାକୁ ଦୁଇ ଦିନ ବିତିଯାଇଛି । କିନ୍ତୁ ଯାତ୍ରାରେ ଅ-ଶ୍ଳୀ-ଳ ନାଚ ହୋଇନାହିଁ । ମଞ୍ଚରେ ଅ-ଶ୍ଳୀ-ଳତା ହେଉନାହିଁ । ଆଉ ଯେଉଁମାନେ ଉପସ୍ଥାପନା କରୁଛନ୍ତି ସେମାନେ ମଧ୍ୟ ଏହାକୁ ଘୃଣା କରନ୍ତି । ଆଉ ଏବେ ଲୋକମାନେ କହୁଛନ୍ତି କି ଠେଙ୍ଗା କାମ ଦେଇଛି । ଏବେ ମେଲୋଡି ଆଉ ରେକର୍ଡ ଡ୍ୟାନ୍ସ ଚାଲିଛି । ଏହା ପୂର୍ବରୁ ମଞ୍ଚରେ ଅ-ଶ୍ଳୀ-ଳ ନୃତ୍ୟ ହେବ ନାହିଁ ବୋଲି କହିଥିଲେ ।
ଏବେ ଏହାହିଁ ହୋଇଛି । ଏସବୁ ଭିତରେ ଏକାମ୍ର ବିଧାୟକ ବାବୁ ସିଂ କହିଥିବା କଥାକୁ ନେଇ ଚର୍ଚ୍ଚା ହେଉଛି । ଏହି ଭିତରେ ଏବେ ଅନେକ ଖବର ଆସୁଛି । ଏକାମ୍ର ବିଧାୟକ ବାବୁ ସିଂ ଅ-ଶ୍ଳୀ-ଳ ନୃତ୍ୟ ହେଲେ ଠେଙ୍ଗା ମାଡ ହେବ ବୋଲି ସୂଚନା ମିଳିଥିବା ବେଳେ ଏହାହିଁ ହୋଇଥିଲା । ଆଉ ଏବେ ଏହାକୁ ନେଇ ସୂଚନା ମିଳୁଛି । ଏବେ ଏକାମ୍ର ବିଧାୟକ ବାବୁ ସିଂଙ୍କ ଠେଙ୍ଗା ବାହିନୀକୁ ନେଇ ଚର୍ଚ୍ଚା ହେଉଛି । ଏବେ ଏହି ଖବର ଶୁଣି ସମସ୍ତେ ଅନେକ କିଛି ମନ୍ତବ୍ୟ ଦେଇଛନ୍ତି ।

Around The Web