Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଲାଲବାହିନୀର ବର୍ବରକାଣ୍ତ ସ୍ବାମୀ ଆଗରେ ସ୍ତ୍ରୀର ବେକ କାଟିଦେଲେ ଆଉ ତାପରେ

 
Hh
ରାତି ଅଧରେ ଘରେ ପଶି ସ୍ୱାମୀ ସ୍ତ୍ରୀ ଦୁଇ ଜଣକୁ ଉଠାଇ ନେଲେ। ଆଉ ଦିନର ଆଲୁଅରେ ଅତି ନିର୍ମମ ଭାବରେ ସ୍ୱାମୀର ଆଖି ଆଗରେ ସ୍ତ୍ରୀ ର ଗଳା କାଟି ହ-ତ୍ୟା କରିଥିଲେ। ମାଲକାନଗିରି, ଛତିଶଗଡ଼ ସୀମାନ୍ତ ରେ ଥିବା ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି। ସ୍ଵାମୀଙ୍କ ସାମ୍ନାରେ ସ୍ତ୍ରୀ ଙ୍କୁ ଅତି ନିର୍ମମ ଭାବରେ ଗଳା କାଟି ହ-ତ୍ୟା କରିଛନ୍ତି ଲାଲବାହିନୀ। ତେଲେଙ୍ଗାନାର ଏହି ଦମ୍ପତି ରାମୟା ୟେଲମ ଓ ସୁକରା ୟେଲମ୍।
Yb
ରାମୟା ୟେଲମ ଓ ସୁକରା ୟେଲମ୍ ଙ୍କୁ ରାତିର ଅନ୍ଧାରରେ ଘରୁ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କୁ ତିନି କିଲୋମିଟର ଦୂର ଜଙ୍ଗଲକୁ ନେଇ ଯାଇଥିଲେ ହେଲେ ଆଜି ସକାଳେ ହିଁ ସ୍ବାମୀ ରାମୟା ୟେଲମ ଙ୍କୁ ନକ୍ସଲ ମାନେ ନିସ୍ତୁକ ଭାବରେ ମାଡ଼ ମାରିଥିବା ବେଳେ ସ୍ଵାମୀଙ୍କ ସାମ୍ନାରେ ସ୍ତ୍ରୀ ସୁକରା ୟେଲମ୍ ଙ୍କୁ ଗଳା କାଟି ହ-ତ୍ୟା କରିଛନ୍ତି। ମାଓବାଦୀଙ୍କ ଏହି ହ-ତ୍ୟା-କା-ଣ୍ଡ ସମ୍ପର୍କରେ ସୁଚନା ପାଇ ବିଜାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା।
Gh
ଆଉ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରିବା ଆରମ୍ଭ କରିଛି। ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ। ଏହି ଘଟଣା ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଦିନକୁ ଦିନ ଏବେ ଏଭଳି ଘଟଣା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ମାଓବାଦୀ ମାନେ ଦିନକୁ ଦିନ ଏଭଳି କିଛି ନୃଶଂସ କାର୍ଯ୍ୟ ଏବେ କରିବାରେ ଲାଗି ପଡିଛନ୍ତି।
ଏହାକୁ ନେଇ ଅନେକ ଖବର ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଆସି ସାରିଲାଣି। ସେଥିପାଇଁ ଏଥିପ୍ରତି ସରକାରଙ୍କ ନିଶ୍ଚିତ ଭାବରେ କଠୋର ପଦକ୍ଷେପ ନେବା ଦରକାର୍। ନଚେତ ଏଭଳି ଭାବରେ ତାଙ୍କର ପ୍ରକୋପ ବଢ଼ିବାରେ ଲାଗିବ। ତେବେ ଏହି ଘଟଣା ସମ୍ପର୍କରେ ଶୁଣି ସାରିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.