ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମହିଳା କହିଲେ ଏମିତି ରାଣୀ ପଣ୍ତା କେବେ ତାକୁ ଭୁଲି ପାରିବନି
Feb 24, 2025, 11:00 IST

ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ଜଣେ ସମାଜସେବୀ ଯାହାଙ୍କ ନାମ ହେଉଛି ମଧୁମିତା ରଥ । ଏହି ସମାଜସେବୀ ଜଣକ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ କିଛି କଥା କହିଛନ୍ତି । ଅଭିନେତ୍ରୀ ରାଣୀ ପଣ୍ଡା କେବେବି ତାଙ୍କ ଆତ୍ମାରୁ ତାଙ୍କ ପ୍ରେମକୁ ଭୁଲି ପାରିବେ ନାହିଁ । ଆଉ ଏବେ ତାଙ୍କ ମନକୁ ସେ ବୁଝାଇବା ପାଇଁ ଶାଢ଼ୀ ଜାଳି ଦେଲେ ଆଉ ଶାଢ଼ୀ ଦେଇଥିବା ଲୋକର ପିଣ୍ଡ ଦାନ କରିଦେଲେ । ଏଭଳି ଅନେକ ଘଟଣା ଏବେ ଦେଖିବାକୁ ମିଳୁଛି ଯେଉଁ ଘଟଣାରେ ଛୁଆମାନେ ଏଭଳି ଭୁଲ କରୁଛନ୍ତି । ଆଉ ବାପା ମା ସେମାନେ ବଞ୍ଚି ଥାଉ ଥାଉ ପିଣ୍ଡଦାନ କରି ଦେଉଛନ୍ତି ।

ବାପା ମା ଏପଟେ ଝିଅର ପିଣ୍ଡଦାନ କହୁଥିବେ ଆଉ ସେପଟେ ଏହି ଝିଅ ବିବାହ କରୁଥିବ । ରାଣୀ ପଣ୍ଡାଙ୍କୁ ଏହି ଯୁବକ ଜଣକ ଧୋକା ଦେଇଛି । ଆଉ ସେ ଧୋକା ଦେବା ପରେ ରାଣୀ ପଣ୍ଡାଙ୍କ ଅବସ୍ଥା ଏଭଳି ହୋଇ ଯାଇଛି । ଏହି ଅଭିନେତ୍ରୀ ଜଣଙ୍କର ଏଭଳି ଅବସ୍ଥା ହେବାର କାରଣ ଏହି ପୁଅ ଅଟେ । ସେ ତାଙ୍କୁ ଅନେକ ଭଲ ପାଇଥିଲେ । ଆଉ ନିଜର କରିବାକୁ କଥା ଦେଇଥିଲେ କିନ୍ତୁ ଏହି ଯୁବକ ଜଣକ ଏଭଳି କରିବେ ବୋଲି କେହି ବି ଭାବି ନଥିଲେ । ଏହି ଯୁବକ ଜଣକ ଏବେ ନିକଟରେ ବିବାହ କରିଲେ ।

ଆଉ ଏହି ବିବାହ ଖବର ତ ରାଣୀ ପଣ୍ଡା ଜାଣିଥିବେ । ରାଣୀ ପଣ୍ଡାଙ୍କ ଭିତରେ ଥିବା କୋହ ଏଭଳି କରିବା ଦ୍ୱାରା ଟିକେ କମି ଯାଇଛି । ଆଉ ସେ ତାଙ୍କୁ ଭୁଲି ଯିବେ ବୋଲି କହିବା ଟା ସମ୍ଭବ କିନ୍ତୁ ସେ କେବେବି ତାଙ୍କୁ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି । ଏହି ଅଭିନେତ୍ରୀ ଜଣକ ଏବେ ବହୁତ କଷ୍ଟରେ ଅଛନ୍ତି । ସେ ମନ ଦେଇ ହୃଦୟ ସହ ଏହି ଯୁବକ ଜଣଙ୍କୁ ଭଲ ପାଇଥିଲେ । ଆଉ ଏହି ଯୁବକ ଜଣକ ଏଭଳି କରିବେ ସେକଥା କେହି ଜାଣି ନଥିଲେ । ତାଙ୍କ ମନରେ ଯେଉଁ ଲୁହ ଆଉ କୋହ ଅଛି ସେଥିପାଇଁ ସେ ଏହି ଶାଢ଼ୀ ଜାଳି ଦେଇଛନ୍ତି ।
ଏହି ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ମନ ବୁଝିବା ପାଇଁ ସେ ଏଭଳି କରିଛନ୍ତି । ସେ ଭୁଲିଯିବେ ବୋଲି କହିଥିଲେ କିନ୍ତୁ ତାଙ୍କୁ ସେ ଭୁଲି ପାରିବେ ନାହିଁ । ଭଲପାଇବା ଗୋଟିଏ ଦାଗ ଥିଲା । ଆଉ ଏହି ଦାଗ କେବେବି ଲିଭିବ ନାହିଁ । ଏହି ଦାଗ ଲିଭିବାକୁ ବହୁତ ଚେଷ୍ଟା କରୁଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା କିନ୍ତୁ ସେ କେବେବି ତାଙ୍କୁ ଭୁଲି ପାରିବେ ନାହିଁ । ଅନେକ ନାରୀଙ୍କ ଲୁହରେ ପୁରୁଷ ନଷ୍ଟ ହୋଇ ଯାଇଛନ୍ତି । ଆଉ ଏବେ ଏଭଳି କିଛି ହୋଇପାରେ ବୋଲି ସୂଚନା ମିଳିଛି । ଏଭଳି ଅନେକ କଥା ଏହି ସମାଜସେବୀ ଜଣକ କହିଛନ୍ତି ।