Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମହିଳା କହିଲେ ଏମିତି ସାର୍ କହୁଥିଲେ ରାତିରେ କଥା ହେବା ଆଉ ତାପରେ

 
Gg
କିଟ କଲେଜକୁ ନେଇ ଏବେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଏବେ କିଟ କଲେଜକୁ ନେଇ କିଛି କଥା କହିଛନ୍ତି ଏହି କଲେଜରେ ପାଠ ପଢୁଥିବା ଛାତ୍ରୀ । ଏହି କଲେଜରେ ୨୦୨୦-୨୨ ମସିହାରେ ଛାତ୍ରୀ ଜଣକ ଏମବିଏ କରୁଥିଲେ । ଆଉ ସେ ଏବେ ଏହି କଲେଜକୁ ନେଇ କିଛି କଥା କହିଛନ୍ତି । ଏହି ଯୁବତୀ ଜଣକ କହିଛନ୍ତି ସେ ଯେତେବେଳେ ଏମବିଏ ପଢୁଥିଲେ ସେତେବେଳେ ତାଙ୍କର ମନିଟର ଜୟଦେବ ବିଶ୍ଵାସ ଥିଲେ । ଆଉ ସେ ତାଙ୍କୁ ଅନେକ ନିର୍ଯ୍ୟାତନା ଦେଇଥିଲେ । ସୋସିଆଲ ମିଡିଆରେ ସେ ଫେକ ଆକାଉଣ୍ଟ କରି ଅନେକ କିଛି ହଇରାଣ କରନ୍ତି ।
Bb
ଯିଏ ପ୍ଲେସମେଣ୍ଟର ଅଧିକାରୀ ଥିଲେ ସେ ଏଭଳି ସବୁ କାମ କରୁଥିଲେ । ଏହି ଯୁବତୀ ଜଣକ ସେତେବେଳେ କିଛି କହିପାରୁ ନଥିଲେ ଆଉ ତାଙ୍କ ପାଖରେ ତାଙ୍କର କାମ ଥିଲା ବୋଲି ସେ କିଛି ବି କହୁ ନଥିଲେ । ପ୍ରଥମେ ଏହି ଯୁବତୀ ଜଣଙ୍କୁ ବାଙ୍ଗାଲୋରରେ ଏକ କଲ୍ ସେଣ୍ଟରରେ ଜବ ଦେଇଥିଲେ । ଆଉ ତାପରେ ତାଙ୍କୁ ଏକ ଡୋର କମ୍ପାନୀରେ ଚାକିରୀ ଦେଇଥିଲେ କିନ୍ତୁ ତାଙ୍କୁ ଭଲ ସ୍ଥାନରେ ପ୍ଲେସମେଣ୍ଟ ଦେଇ ନଥିଲେ । ଆଉ ଭଲ ସୁନ୍ଦର ଚେହେରା ଦରକାର ବୋଲି କହିଥାନ୍ତି । ଏହି ଯୁବତୀଙ୍କ ସହ ଅନେକ ଖରାପ କଥା କହିଥାନ୍ତି । 
Gg
ଏହି ଯୁବତୀ ଜଣଙ୍କୁ ଫେକ ଆକାଉଣ୍ଟ କରି ତାଙ୍କ ସହ ଖରାପ କଥା ହେଉଥିଲେ । ଆଉ ରାତିରେ କଥା ହେବେ ବୋଲି କହୁଥିଲେ । ଏହି ଯୁବତୀ ଜଣଙ୍କୁ ହାରାସ୍ କରିଛନ୍ତି ଏହି କିଟ କଲେଜର କର୍ତ୍ତୃପକ୍ଷ । ଏବେ ଯୁବତୀ ଜଣକ ସେହି କଲେଜରେ ଆଡ଼ମିଶନ କରିବା ତାଙ୍କର ଭୁଲ ଥିଲା ବୋଲି ସେ କହିଥିଲେ । ଏହି କଲେଜରେ ଏଭଳି ଅନେକ ପ୍ରଫେସର ଅଛନ୍ତି ଯେଉଁମାନେ ଏମବିଏ କରି ନାହାନ୍ତି । ଏହି ଯୁବତୀ ଜଣକ ସହିତ ଅନେକ କିଛି କମେଣ୍ଟ କରି କଥା କୁହନ୍ତି ।
ଏବେ ପର୍ଯ୍ୟନ୍ତ ତାଙ୍କ କଥା କଲେଜ ବୁଝିଲା ନାହିଁ । ଆଉ ଏହି ଯୁବତୀ ଜଣକ ଏଜୁକେଶନ୍ ଲୋନ୍ ଆଣି ପାଠ ପଢ଼ିଥିଲେ କିନ୍ତୁ ତାଙ୍କୁ ଭଲ ସ୍ଥାନରେ ଚାକିରୀ ଦେଲେ ନାହିଁ । ଏହି ଯୁବତୀ ଜଣଙ୍କୁ ମାନସିକ ନିର୍ଯ୍ୟାତନା ଦେଇଥାନ୍ତି ଏହି ପ୍ରଫେସରମାନେ । ଏହି ପ୍ରଫେସର ଜଣକର ସ୍ତ୍ରୀ ଆଉ ଝିଅ ସେହି କଲେଜକୁ ଆସନ୍ତି । କିନ୍ତୁ ଏହି ପ୍ରଫେସର ଜଣକ ଏଭଳି କାମ କରନ୍ତି ଯାହା ନିନ୍ଦନୀୟ ଅଟେ । ଏବେ ଏହି ଯୁବତୀ ଜଣକ ସହିତ ହୋଇଥିବା ଅନ୍ୟାୟ ବିରୋଧରେ ସେ ଲଢ଼ିଛନ୍ତି ଆଉ ଏବେ ଏହି ଯୁବତୀ ଜଣକ କହିଛନ୍ତି ଏହିଭଳି ଘଟଣା ଯାହା ସହ ଘଟିଛି ତାହା ସାମ୍ନାକୁ ଆସି ବିରୋଧ କରନ୍ତୁ । ଏଭଳି ଅନେକ ଅଭିଯୋଗ ଏବେ ଯୁବତୀ ଜଣକ ଆଣିଛନ୍ତି ।

Around The Web