ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମୋ ସୁପାରି ନେଇ ମୋତେ ମା-ରିବାକୁ ଚେଷ୍ଟା କରିଥିଲେ ଆଉ ତାପରେ
Mar 3, 2025, 19:25 IST

ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ଯୁବତୀଙ୍କ ମୁହଁରୁ ଅନେକ କିଛି କଥା ଶୁଣି ପାରିବେ । ଏହି ଯୁବତୀ ଜଣଙ୍କୁ ମାରିବାକୁ ଧମକ ଦେଉଛନ୍ତି । ଏହି ଯୁବତୀ ଜଣକ ଗାଡ଼ିରେ କେଉଁଆଡେ ଯାଉଥିଲେ । ଆଉ ତାଙ୍କ ଗାଡ଼ିକୁ ଅନ୍ୟ କେହି ଜଣେ ବାଇକ୍ ନେଇ ଧକ୍କା ଦେଇଥିଲେ । ଆଉ ତାଙ୍କ ସହ ଅନେକ କିଛି କାମ କରିଥିଲେ । ଏହି ଯୁବତୀ ଜଣଙ୍କୁ ଗୋଟିଏ ଗାଡ଼ି ପଛରୁ ଆସି ପିଟି ଦେଇଥିଲା । ଆଉ ଏହି ଯୁବତୀ ଜଣଙ୍କର କିଛି ହୋଇନଥିଲା ଗାଡ଼ି ଭାଙ୍ଗି ଯାଇଛି ।

ଏହି ଯୁବତୀ ଜଣକ ଗାଡ଼ି ଧରି ଠିଆ ହୋଇଥିଲେ । ଆଉ ସେ ତାଙ୍କ ଘର ଲୋକଙ୍କୁ କଲ କରିଥିଲେ । ଏହି ସମୟରେ ଆଉ ଦୁଇଜଣ ଲୋକ ବାଇକରେ ଆସିଲେ ଆଉ ସେ ଏହି ଯୁବତୀ ଜଣଙ୍କର ଫଟୋ ଉଠାଇଲେ ଆଉ ଗାଡ଼ିର ନମ୍ବର ପ୍ଲେଟର ଫଟୋ ମଧ୍ୟ ଉଠାଇଲେ । ଆଉ ସେଠାରୁ ପଳାଇ ଗଲେ । ଏହି ଯୁବତୀ ଜଣକ ଏବେ ଭୟଭୀତ ହୋଇ ଯାଇଛନ୍ତି । ଏହି ଘଟଣା ତାଙ୍କ ସହ ଘଟିବା ପରେ ଅନେକ କିଛି କଥା ସାମ୍ନାକୁ ଆସିଥିଲା । ଏହି ଯୁବତୀ ଜଣଙ୍କୁ ମାରିବାକୁ ଚେଷ୍ଟା କରାଯାଉଛି ।

ଏହି ଯୁବତୀ ଜଣଙ୍କ ଘର ଖାଲି କରିବାକୁ ବିଲଡିଂ ମାଲିକ କହିଥିଲେ ଆଉ ସେମାନେ ଘରୁ ନ ବାହାରିବାରୁ ଏଭଳି ସବୁ କାମ କରିଛନ୍ତି ବିଲ୍ଡିଙ୍ଗ ମାଲିକ । ଏହି ଯୁବତୀ ଜଣକ ସେହି ବିଲ୍ଡିଙ୍ଗରେ ଜିମ ଦେଇଥିଲେ । ଆଉ ଜୀମ ବନ୍ଦ କରିବାକୁ ଏହି ଯୁବତୀ ଜଣଙ୍କୁ ଅନେକ ଲୋକ କହିଥିଲେ କିନ୍ତୁ ଏହି ଯୁବତୀ ଜଣଙ୍କୁ ଜିମ୍ ବନ୍ଦ କରିବାକୁ ଧମକ ଦିଆଯାଉଛି । ଆଉ ଲୋକମାନେ ତାଙ୍କୁ ଅନେକ କିଛି କଥା କହୁଛନ୍ତି ଆଉ ତାଙ୍କୁ ଜୀବନରୁ ମାରିଦେବେ ବୋଲି କହିଥିଲେ ।
ପ୍ରଥମେ ପାଣି ବନ୍ଦ କରିଲେ ତାପରେ ଅଳିଆ ପକାଇଲେ । ଆଉ ଏହାପରେ ଏହି ଜିମ ସେଣ୍ଟରକୁ ଆସିଥିବା ଲୋକମାନଙ୍କୁ କଲ୍ କରୁଥିଲେ । ଏଭଳି ଅନେକ କିଛି କରିଛନ୍ତି ଏହି ଵିଲ୍ଡିଂ ମାଲିକ । ବିଲଡିଂ ମାଲିକ ତାଙ୍କ ଜିମ ସେଣ୍ଟର ବନ୍ଦ କରିବାକୁ କହିଥିଲେ । କିନ୍ତୁ ସେ ବନ୍ଦ ନ କରିବାରୁ ଏଭଳି ଘଟଣା ଘଟାଇଛନ୍ତି । ଯୁବତୀ ଜଣଙ୍କୁ ମାରିବାକୁ ଚେଷ୍ଟା କରିବା ସହ ତାଙ୍କ ପରିବାରକୁ ଧମକ ଦେଉଛନ୍ତି । ଏବେ ଏହି ଘଟଣାକୁ ନେଇ ସହିଦନଗର ଥାନାରେ ଅଭିଯୋଗ କରାଯାଇଛି । ଆଉ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।