ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମୋ ସ୍ବାମୀ ଦେଖୁଥିଲା ସେ ମୋତେ ଧରି ୩ ଘଣ୍ଟା ପର୍ଯ୍ୟନ୍ତ କଲା...
Feb 15, 2025, 11:32 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାଲେଣ୍ଟାଇନ ଡେ ରେ ହଠାତ୍ ମୁହଁ ଲୁଚାଇ ଥାନାକୁ ଦୌଡ଼ି ଆସିଲା ସ୍ତ୍ରୀ ଜଣକ । ଏହି ମହିଳା ଜଣଙ୍କର ସ୍ବାମୀ ଏବଂ ଦୁଇ ଛୁଆ ଥିଲେ କିନ୍ତୁ ତଥାପି ଏହି ମହିଳା ଜଣକ ଇନଷ୍ଟାଗ୍ରାମରେ ଜଣେ ଯୁବକଙ୍କୁ ପ୍ରେମ କରି ବସିଥିଲେ । ଏହି ଇନଷ୍ଟାଗ୍ରାମର ପ୍ରେମିକ ଜଣକ ଏଭଳି କିଛି କାମ କରିଲା ଯେଉଁଥିପାଇଁ ଏବେ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଏହି ମହିଳା ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ମହିଳା ଜଣକ ସବୁବେଳେ ଇନଷ୍ଟାଗ୍ରାମରେ ସକ୍ରିୟ ରହୁଥିଲେ । କେତେବେଳେ ସେ ଫଟୋ ପୋଷ୍ଟ କରୁଥିଲେ ତ ସେ କେତେବେଳେ ରିଲ୍ସ କରୁଥିଲେ । ଏହି ଭିତରେ ତାଙ୍କର ଜଣେ ପ୍ରେମିକ ହୋଇ ଯାଇଥିଲେ । ଏହି ପ୍ରେମିକ ସହ ମହିଳା କଥା ହେବାକୁ ଲାଗିଥିଲେ । ଧୀରେ ଧୀରେ ଏହି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ଏଭଳି ଘଟଣା ଘଟିଯିବ ଏକଥା କେହି ଜାଣି ନଥିଲେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

ମହିଳା ଜଣକ ତାଙ୍କ ସ୍ଵାମୀ ଏବଂ ଛୁଆଙ୍କ ସହିତ ବେଶ୍ ଖୁସିରେ ଘର ସଂସାର କରୁଥିଲେ । କିନ୍ତୁ ଏହି ଇନଷ୍ଟାଗ୍ରାମରେ ପ୍ରେମିକ ହେବା ପରେ ଏଭଳି କିଛି ଘଟଣା ଘଟି ଯାଇଥିଲା । ପ୍ରଥମେ ଏହି ମହିଳା ଜଣକ ପ୍ରେମିକ କରିଲେ ଆଉ ଯେତେବେଳେ ଏହି ପ୍ରେମିକ ସେହି ମହିଳାଙ୍କ ସହିତ କଥା ହେବାକୁ ଚାହିଁଲେ ଆଉ ତାଙ୍କୁ ବାରମ୍ବାର କଲ୍ କରିଲେ ଆଉ ତାଙ୍କ ସହ ଏଭଳି କିଛି କରିଦେଲେ ଯାହାକୁ ନେଇ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ଜଣକ । ଏହି ମହିଳା ଜଣକ ଏବେ ଏଭଳି କିଛିର ଶିକାର ହୋଇଛନ୍ତି ।
ଏହି ପ୍ରେମିକ ଜଣକ ମହିଳାଙ୍କୁ ପ୍ରେମ କରିବା ପାଇଁ ପ୍ରେମ ଦିବସର ଶେଷରେ ତାଙ୍କ ସହ ଏଭଳି କିଛି କରିଥିଲେ । ଏହି ପ୍ରେମିକ ଜଣକ ମହିଳାଙ୍କ ଠିକଣା ପାଇବା ପରେ ସେହି ମହିଳାଙ୍କ ଘରେ ପହଞ୍ଚିଥିଲା ଆଉ ତାଙ୍କ ସାଙ୍ଗମାନଙ୍କୁ ନେଇ ସେହି ମହିଳାଙ୍କୁ ଉଠେଇ ନେଇ ଯାଇଥିଲେ । ଆଉ ଏକ ନିର୍ଜନ ସ୍ଥାନକୁ ନେଇ ପ୍ରେମିକ ଜଣକ ତାଙ୍କ ସହ ଦୁ-ଷ୍କ-ର୍ମ କରିଥିଲେ । ଏବେ ଏହି ମହିଳା ଜଣକ ସ୍ବାମୀଙ୍କ ସହ ଆସି ଏଭଳି ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ଉତ୍ତରପ୍ରଦେଶ ରାଜ୍ୟରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।