ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମୋନାଲିସାଙ୍କୁ ଘେରିଗଲେ ଯୁବକ ଆଉ ଏମିତି କରିଦେଲେ
Jan 25, 2025, 12:29 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ମହାକୁମ୍ଭ ମେଳା ବିଷୟରେ ଅନେକ କିଛି ଖବର ପାଉଥିବେ । ମହାକୁମ୍ଭ ମେଳାରେ ଅନେକ ସାଧୁ,ସନ୍ଥ, ଅନେକ ଅଭିନେତା, ଅଭିନେତ୍ରୀ ମାନେ ଆସିଥିଲେ । ସେଠାରେ ଜଣେ ଯୁବତୀଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ଏହି ଯୁବତୀ ଜଣଙ୍କ ଦେଖିବାକୁ ବହୁତ ସୁନ୍ଦରୀ ଥିଲେ । ଏହି ଯୁବତୀ ଜଣକ ହେଉଛନ୍ତି ମୋନାଲିସା । ସେ ରୁଦ୍ରାକ୍ଷ ମାଳା ବିକ୍ରି କରିବା ପାଇଁ ଏହି ମେଳାକୁ ଆସିଥିଲେ । ଆଉ ଏବେ ତାଙ୍କ ସହ କଣ ସବୁ ଘଟିଲା ଏହା ଜାଣିପାରିବେ ।

ମହା କୁମ୍ଭମେଳାରେ ଯୁବତୀ ମୋନାଲିସାଙ୍କ ସହିତ ଏଭଳି କିଛି ଘଟଣା ଘଟିଲା ସେ ଏବେ ଆଉ କାହାକୁ ଲାଜରେ ମୁହଁ ଦେଖାଇ ପାରୁ ନାହାଁନ୍ତି । ଶେଷରେ ସେ ଏଭଳି କରିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିଛିଦିନ ହେବ ସୋସିଆଲ ମିଡିଆରେ ପ୍ରୟାଗରାଜ ଠାରେ ହେଉଥିବା କୁମ୍ଭମେଳାକୁ ରୁଦ୍ରାକ୍ଷ ମାଳା ବିକ୍ରି କରିବାକୁ ଆସିଥିବା ମୋନାଲିସାଙ୍କୁ ନେଇ ଚର୍ଚ୍ଚା ହେଉଛି । ବର୍ତ୍ତମାନ ତାଙ୍କ ସହ କିଛି ବଡ ଘଟଣା ଘଟିଥିବାର ଖବର ଆସିଛି । ଆଉ ସେଥିପାଇଁ ସେ ଘରକୁ ଚାଲି ଯାଇଛନ୍ତି ।

ମୋନାଲିସାଙ୍କ ହସ ହସ ମୁହଁ ଆଉ ସୁନ୍ଦରତା ସମସ୍ତଙ୍କ ହୃଦୟ ଜିତିଥିଲା । ତାଙ୍କୁ ଦେଖିବା ପରେ ୟୁଟ୍ୟୁବର ଏବଂ ଗଣମାଧ୍ୟମର ଗହଳି ଲାଗୁଥିଲା । ଆଉ ଏବେ ତାଙ୍କ ସହିତ ଏହି ମେଳାରେ ଘଟିଥିବା ଘଟଣା ପାଇଁ ସେ ଘରକୁ ଚାଲି ଯାଇଛନ୍ତି । ସେହି ମେଳାରେ ତାଙ୍କୁ ଅନେକ ଯୁବକ ହଇରାଣ କରିଲେ ଆଉ କମେଣ୍ଟ ମଧ୍ୟ ମାରିଲେ । ସେଥିପାଇଁ ଏହି କାରଣରୁ ସେ ଘରକୁ ଯିବାକୁ ସ୍ଥିର କରିଲେ । ବାରମ୍ବାର ତାଙ୍କ ସହ ଏଭଳି ହେବା ଦ୍ବାରା ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଆଖି ବହୁତ ସୁନ୍ଦର ଥିଲା ।
ମୋନାଲିସା ଇନ୍ଦୋରରେ ଫୁଲ ବିକ୍ରି କରନ୍ତି । ତାଙ୍କ ଆଖି ଲୋକଙ୍କୁ ମତୁଆଲା କରିଦେଉଛି । ତାଙ୍କ ସହ ସେଲଫି ନେବା ପାଇଁ ଲୋକମାନେ ତାଙ୍କୁ ଘେରି ଯାଇଥିଲେ । ଆଉ ତାଙ୍କୁ ହଇରାଣ ହରକତ କରୁଥିଲେ । ଏହିସବୁ କାରଣ ପାଇଁ ସେ ମେଳା ଛାଡି ଘରକୁ ପଳାଇ ଆସିଛନ୍ତି । ସେ ଏହି ମେଳାରେ ବହୁତ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ପ୍ରତିଦିନ ନୂଆ ନୂଆ ଅପଡେଟ ଆସୁଥିଲା । ଆଉ ଏବେ ସେ ତାଙ୍କ ସହିତ ଏଭଳି ଘଟଣା ଘଟୁଥିବାରୁ ନିଜକୁ ଅସୁରକ୍ଷିତ ମନେ କରି ଏହି କାମ କରିଥିଲେ । ନିଜକୁ ସୁରକ୍ଷା ଦେବା ପାଇଁ ସେ ଘରକୁ ଚାଲି ଆସିଥିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।