Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମୁଗ ବିଲରେ ଭାଇ ପେଟରେ ଶାବୋଳ ଭୁଷିଲା ଭାଇ

 
Gg
ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଦେଖିବାକୁ ମିଳୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ ଭାବନା ଆସିବ । ଆଜିକାଲି ଦୁନିଆରେ ଗୋଟିଏ ବ୍ୟକ୍ତିର ସବୁଠାରୁ ବଡ ଶତ୍ରୁ ହେଉଛି ତାର ଭାଇ । ଜଣେ ଭାଇ ହୋଇ ଭାଇର ଶତ୍ରୁ ସାଜିଛି । ଭାଇ ନେଇଗଲା ଭାଇର ଜୀବନ । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । 
Vv
ଭାଇ ହେଲା ଭଗାରି । ଭାଇ ନେଇଗଲା ଭାଇର ଜୀବନ । ମୁଗ ବିଲରେ ସାନ ଭାଇ ବଡ ଭାଇର ପେଟକୁ ଶାବଳରେ ଭୁଷି ଦେଲା । ସାନ ଭାଇ ଜଣକ ଶାବଳ ନେଇ ବଡ ଭାଇ ପେଟରେ ଭୁଷି ଦେବା ପୂର୍ବରୁ ଟିକେ ବି ଭାବିଲା ନାହିଁ । ତା ମନରେ ଟିକେ ବି ଦୟା ଭାବ ଆସିଲା ନାହିଁ । ଏହି ସାନ ଭାଇ ଏତେ ନୃଶଂସ ହୋଇଯିବ ସେକଥା କିଏ ବା ଜାଣିଥିଲା । ଏହି ସାନ ଭାଇ ଜଣକ ବଡ ଭାଇର ଜୀବନ ନେଇଯାଇଛି । ପାରିବାରିକ କଳହ ଏତେ ବଡ ରୂପ ନେଇଯିବ କିଏ ବା ଜାଣିଥିଲା ।
Gv
ବଡ ଭାଇକୁ ଶାବଳରେ ମାରିବା ପରେ ମଧ୍ୟ ଏହି ସାନ ଭାଇ ଟିକେ ବି ଦୁଃଖ ପ୍ରକାଶ କରିନଥିଲା । ଏହି ସାନ ଭାଇ ସତେ ଯେପରି ବଡ ଭାଇକୁ ଦେଖି ରକ୍ତ ଚାଉଳ ଚୋବାଉ ଥିଲା । ବଡ ଭାଇକୁ ଏଭଳି ଅବସ୍ଥାରେ ଦେଖି କେହି ସାହାଯ୍ୟ କରୁ ନଥିଲେ । ସମସ୍ତେ ଏହାକୁ ଦେଖୁଥିଲେ । ଏବେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମାହାଙ୍ଗାରୁ । ମାହାଙ୍ଗା ଅଞ୍ଚଳରେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାକୁ କେହି ବିଶ୍ୱାସ କରି ପାରୁନାହାନ୍ତି ।
ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ପରିବେଶ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକମାନେ ବିଶ୍ୱାସ କରିପାରୁ ନାହାଁନ୍ତି ଜଣେ ଭାଇ ନିଜ ରକ୍ତର ସମ୍ପର୍କ ସହ ଏଭଳି କେମିତି କରିପାରିଲା । ଏହି ରକ୍ତର ଭାଇ ରକ୍ତର ଭାଇ ସହ ଏଭଳି କରିବା ଠିକ୍ ନୁହେଁ । ଏବେ ସ୍ଥାନୀୟ ଲୋକମାନେ ଏହି ଘଟଣା ଦେଖି ଛାନିଆ ହେବା ସହ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ବ୍ୟକ୍ତି ଜଣଙ୍କୁ ଏବେ ସ୍ଥାନୀୟ ଲୋକମାନେ ମେଡ଼ିକାଲକୁ ନେଇଛନ୍ତି । ଏବେ ତାଙ୍କର ଚିକିତ୍ସା ଚାଲିଛି । କେଉଁ କାରଣ ପାଇଁ ସାନ ଭାଇ ଏଭଳି କରିଲା ତାହା ଜଣାପଡି ନାହିଁ ।

Around The Web