Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମୁଁ ଗଧୋଇଲା ବେଳେ ମୋ ବଡ଼ବାପା କବାଟ ଖୋଲି ଦେଖୁଥିଲେ

 
Gg
ଜଣେ ଯୁବତୀ ତାଙ୍କର ବଡବାପା, ବଡମା ଓ ବଡବାପା ଙ୍କ ପୁଅଙ୍କ ନାମରେ ଅଭିଯୋଗ ଆଣିଛନ୍ତି ସେ କହିଥିଲେ କି ସେମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ଅନେକ ଖରାପ୍ କଥା କହିଥିଲେ। ଏଥି ସହ ତାଙ୍କୁ ବ-ଳା-ତ୍କା-ର ଉଦ୍ୟମ କରି ଥିବାର ମଧ୍ୟ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ତାଙ୍କୁ ଖୁବ୍ ମରଣାନ୍ତକ ଆକ୍ରମଣ ମଧ୍ୟ କରା ଯାଉଛି। ଘରେ ବାପା ଓ ଭାଇ ନଥିବା ବେଳେ ତାଙ୍କୁ ମରାମରି କରି ତାଙ୍କର ପ୍ରାଇଭେଟ୍ ପାର୍ଟ ରେ ହାତ ମାରୁଛନ୍ତି।
Gg
ଏଭଳି କି ମହିଳାଙ୍କ ଗାଲ କାମୁଡି ଦେବା ସହ ତାଙ୍କର ହାତ ମଧ୍ୟ ଖଣ୍ଡିଆ କରି ଦେଇଛନ୍ତି। ଯୁବତୀ ଜଣକ ଗାଧେଇବା ସମୟରେ ମଧ୍ୟ ସେମାନେ ଲୁଚି ଲୁଚି ଦେଖନ୍ତି ବୋଲି କହିଥିଲେ। ଏନେଇ ଯୁବତୀ ଜଣକ ବାରମ୍ବାର ଅଭିଯୋଗ କରିଥିବା ବେଳେ ବାରମ୍ବାର ଥାନା ମଧ୍ଯ ଦୌଡି ଛନ୍ତି। ହେଲେ ଏବେ ସେ କହିଛନ୍ତି କି ଏଭଳି ଭାବରେ ମରି ମରି ବଞ୍ଚିବା ଅପେକ୍ଷା ସେ ଥାନା ଆଗରେ କିରୋସିନ ଢାଳି ହୋଇ ମରି ଯିବାକୁ ପସନ୍ଦ କରିବେ।
Hg
ତାଙ୍କର ନାମ ହେଉଛି ଲକ୍ଷ୍ମୀପ୍ରିୟା ବେହେରା ଆଉ ଘର ହେଉଛି ତାଙ୍କର ପାରାଦୀପ ଗଡ଼। ସୋସିଆଲ ମିଡ଼ିଆ ରେ କିଛି ପୋଷ୍ଟ କୁ ନେଇ ଘର ପାଖରେ ଥିବା କିଛି ବିଜେଡ଼ି କର୍ମୀ ମାନେ ଅର୍ଥାତ କିଛି ପଡୋଶୀ ଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ଯୁବତୀ ଜଣକ ବାରମ୍ବାର ଏହା ଦାବୀ କରିଛନ୍ତି କି ଯାହା ବି ହେଇ ଯାଉ ତାଙ୍କୁ ନ୍ୟାୟ ଦରକାର୍ ବୋଲି। ଯୁବତୀ ଜଣକ ବିଜେପି ଲୋକ ହୋଇଥିବା ବେଳେ ସୋସିଆଲ ମିଡ଼ିଆ ରେ ହୋଇଥିବା ,
ପୋଷ୍ଟ କୁ ନେଇ ବିଜେଡ଼ି କର୍ମୀ ଙ୍କ ରାଗ ବୋଲି ସେ କହିଥିଲେ ଏବେ ଏହା ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ଯୁବତୀ ଜଣକ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଆଉ ଏହି ଘଟଣା ସମ୍ପର୍କରେ ଆପଣ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.