Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମୁଁ ଝିଅ ଜନ୍ମ କରୁ କରୁ ଡାକ୍ତର ମୋତେ ଏମିତି କରିକରି ମା-ରିଦେଲେ ଆଉ ତାପରେ

 
Yg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ବେଳେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ କିଛି ଖବର ଆସିଛି ଜଣେ ମହିଳାଙ୍କୁ ନେଇ । ଜଣେ ମହିଳା ଯାହାଙ୍କ ନାମ ହେଉଛି ଦେବସ୍ମିତା ଜେନା । ଏହି ମହିଳା ଜଣକ ଗର୍ଭବତୀ ଥିଲେ । ଆଉ ସେ ମେଡିକାଲ ଆସିଥିଲେ । ସେଠାରେ ସେ ଗୋଟିଏ ଝିଅ ଜନ୍ମ କରିଲେ । ଝିଅ ଜନ୍ମ କରିବା ବେଳେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ଦେବସ୍ମିତା । ଦେବସ୍ମିତା ଜେନାଙ୍କ ମୃ-ତ୍ୟୁକୁ ନେଇ ଏବେ ଅନେକ ଖବର ଆସୁଛି ।
Gh
ଦେବସ୍ମିତାଙ୍କ ମୃ-ତ୍ୟୁକୁ ନେଇ ତାଙ୍କୁ ଡାକ୍ତର ମାରି ଦେଇଛନ୍ତି ବୋଲି କେହି ଅଭିଯୋଗ ଆଣିଥିବା ବେଳେ ସେ ପିଲା ଜନ୍ମ କରିବା ସମୟରେ ମୃ-ତ୍ୟୁବରଣ କରିଛନ୍ତି ବୋଲି ଖବର ଆସିଥାଏ । ଏବେ ଏହି ମହିଳାଙ୍କ ମୃ-ତ୍ୟୁକୁ ନେଇ କଣ ସବୁ ଘଟିଥିବା ନେଇ ତାଙ୍କର ପରିବାର ଅଭିଯୋଗ କରୁଛନ୍ତି । ହସ୍ପିଟାଲ ଭିତରେ ଏହି ମହିଳାଙ୍କ ଶବ ପଡ଼ିଛି ଆଉ ତାଙ୍କ ଭାଇ ହାତରେ ଝାଡୁ ଧରି ପିଟିପିଟି ସବୁ ଗୁଣ୍ଡ କରି ଦେଉଛନ୍ତି । ସେହି ପାଖରେ ପୋଲିସ ମଧ୍ୟ ଛିଡ଼ା ହେଉଛି । ଆଉ ଏହିସବୁ ଦୃଶ୍ୟ ଏହି ଭିଡିଓରେ ଆପଣମାନେ ଦେଖିପାରିବେ 
Gg
ଦେବସ୍ମିତା ଝିଅ ଜନ୍ମ କରିବା ସମୟରେ ଆଖି ବୁଜି ଦେଇଛନ୍ତି । ଏହି ମହିଳା ଜଣଙ୍କର କେମିତି କେଜାଣି ମୃ-ତ୍ୟୁ ହୋଇଗଲା । ମେଡିକାଲ ଭିତରେ ଏଭଳି ସବୁ ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ମେଡିକାଲ ଭିତରେ ଏଭଳି ଘଟଣା ଘଟିବା ସତରେ ବହୁତ ଆଶ୍ଚର୍ଯ୍ୟ ଜନକ ଅଟେ । ଏହି ମହିଳା ଜଣଙ୍କର ମୃ-ତ୍ୟୁ ପରେ ମେଡ଼ିକାଲର ଅବସ୍ଥା ଖରାପ ହୋଇଯାଇଛି । ଏହି ମହିଳାଙ୍କ ମୃ-ତ୍ୟୁ ପରେ କେହି ଝାଡୁ ଧରି ସବୁ ଭାଙ୍ଗି ଦେଉଛନ୍ତି ତ ଆଉ କେହି ଡାକ୍ତର ଏଭଳି କରିଛନ୍ତି ବୋଲି ଅଭିଯୋଗ ଆଣୁଛନ୍ତି । 
ଏଭଳି ଅଭାବନୀୟ ଘଟଣା ଭଦ୍ରକ ସହରର ଗାନ୍ଧୀ ପଡ଼ିଆରେ ଥିବା ଏକ ନର୍ସିଂହୋମରେ ଦେଖିବାକୁ ମିଳିଛି । ଆସୁରାଲି ଅଞ୍ଚଳର ଦ୍ଵିତୀୟ ସନ୍ତାନ ପାଇଁ ଗର୍ଭବତୀ ମହିଳା ଦେବସ୍ମିତା ସେହି ଘରୋଇ ମେଡ଼ିକାଲକୁ ଆସିଥିଲେ । ଆଉ ସେଠାରେ ତାଙ୍କର ଦ୍ଵିତୀୟ ସନ୍ତାନ କନ୍ୟାଟିଏ ଜନ୍ମ ହୋଇଥିଲା ଏହି ଛୁଆକୁ ଜନ୍ମ ଦେବା ପରେ ସବୁଦିନ ପାଇଁ ପ୍ରାଣ ହରାଇଥିଲେ । ଏହି ମହିଳା ଜଣଙ୍କର ମୃ-ତ୍ୟୁ ପରେ ମେଡ଼ିକାଲରେ ପୋଲିସ ପହଞ୍ଚିଥିଲା । ଏହି ଘଟଣା ଘଟିବା ପରେ ସେଠାରେ ଉତ୍ତେଜନା ଦେଖା ଯାଇଥିଲା । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Around The Web