Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମୁଣ୍ଡରେ ବନ୍ଧୁକ ରଖି ସୁନ୍ଦରୀ ମହିଳାଙ୍କୁ ଘେରିଲେ ୫୦ ଭାରତୀୟ ଯବାନ

 
Hg
ହଠାତ୍ ଜଣେ ମହିଳା ରାସ୍ତାରେ ଯାଉଥିବା ବେଳେ ଏଭଳି କିଛି ତାଙ୍କ ସହିତ ଘଟିଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମହିଳା ଜଣକ ମଝି ରାସ୍ତାରେ ଯାଉଥିଲେ ଆଉ ହଠାତ୍ ତାଙ୍କୁ ଘେରି ଦେଲେ ଭାରତୀୟ ଯବାନ । ଜଣେ ମହିଳାଙ୍କୁ ଘେରି ପକାଇଥିଲେ ୫୦ ରୁ ୬୦ ଜଣ ଭାରତୀୟ ଯବାନ । ମହିଳା ଜଣକ କାରରେ ଏକୁଟିଆ ଥିଲେ ଆଉ ଏପଟେ ତାଙ୍କୁ ଏତେ ସାରା ଭାରତୀୟ ଯବାନ ଘେରି ଦେଇ ବନ୍ଦୀ କରି ଦେଇଥିଲେ । ଏହି ଭିଡିଓ ଏବେ ସାମ୍ନାକୁ ଆସିଛି ।
Hh
ଧଳା ରଙ୍ଗର କାର ଚଲାଉଛନ୍ତି ଏହି ମହିଳା ଜଣକ । ଆଉ ସେ କାର ବାହାରେ ଛିଡା ହୋଇ ଭାରତୀୟ ଯବାନଙ୍କ ସହ ଝଗଡ଼ା କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ମହିଳା ଜଣକ ଏଭଳି କିଛି କାମ କରିଛନ୍ତି ଯାହା ପାଇଁ ତାଙ୍କୁ ଏତେ ଭାରତୀୟ ଯବାନ ଘେରି ପକାଇଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏତେ ସାରା ଯବାନ ଟ୍ରକରେ ଆସୁଥିଲେ । ଆଉ ତାଙ୍କ ଆଗରେ ଏହି ମହିଳା ଜଣକ କାର ଚଲାଇ ଆସୁଥିଲେ ।
Gg
ଆଉ ଏହାପରେ ଏହି ମହିଳା ଜଣକ ଏଭଳି ଗାଡ଼ି ଚଲାଇଲେ ଯେଉଁଥିପାଇଁ ଯବାନମାନେ ଟ୍ରକରୁ ଓହ୍ଲାଇ ଆସିଲେ ।ଏହି ମହିଳା ଜଣକ ମଦ ପିଇ ଗାଡ଼ି ଚଲାଉଥିଲେ ଆଉ ସେ ଯବାନମାନଙ୍କୁ ହଇରାଣ କରୁଥିଲେ । ଏହି ମହିଳା ଜଣଙ୍କର ଏଭଳି କାମ ଦେଖି ଯବାନମାନେ ମଝି ରାସ୍ତାରେ ଓହ୍ଲାଇ ତାଙ୍କୁ ଘେରି ନେଇଥିଲେ ।
ମହିଳା ଜଣକ ମଦ ପିଇ କାହିଁକି ଗାଡ଼ି ଚଲାଉଥିଲେ ବୋଲି ଯବାନମାନେ ପଚାରିଥିଲେ କିନ୍ତୁ ମହିଳା ଜଣକ ଯବାନମାନଙ୍କ ସହ ଝଗଡ଼ା କରିଥିଲେ । ତାପରେ ସେଠାରେ ପୋଲିସ ପହଞ୍ଚିଥିଲେ ଆଉ ଏହି ମହିଳା ଜଣକ ମଦ ପିଇଛନ୍ତି କି ନାହିଁ ପରୀକ୍ଷା କରିଥିଲେ । ଏବେ ଏହି ଘଟଣା ଦିଲ୍ଲୀର କୌଣସି ଏକ ଅଂଚଳରେ ଘଟିଛି ବୋଲି ସୂଚନା ମିଳିଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.