Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପାକିସ୍ତାନରୁ ଗାଏବ ହୋଇଯିବ କ୍ରିକେଟ୍...!

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କ୍ରିକେଟ ଜଗତକୁ ନେଇ ଆସିଥିବା କିଛି ଖବର ପାଇପାରିବେ । ଏବେ ଖବର ଆସିଛି କି ସବୁଦିନ ପାଇଁ ପାକିସ୍ତାନରୁ ଗାଏବ ହୋଇଯିବ କ୍ରିକେଟ । ନିଜେ ଖେଳ ଆୟୋଜନ କରି ଅପଦସ୍ତ ହେବା ପରେ ପାକିସ୍ତାନ ଏଭଳି କିଛି କଥା ସାମ୍ନାକୁ ଆସିଛି । ପାକିସ୍ତାନରେ ଆଉ କ୍ରିକେଟ ଖେଳ ରହିବ ନାହିଁ ବୋଲି ଏବେ ଖବର ଆସୁଛି । 
Gf
 
ପାକିସ୍ତାନରେ କ୍ରିକେଟର ଭବିଷ୍ୟତକୁ ନେଇ ସଭିଏଁ କାନ୍ଦିଲେ । ଭାରତ ଚମ୍ପିୟାନ ଟ୍ରଫି ଜିତିବା ପରେ ଖୁସି ହେଉଛି ଆଉ ପାକିସ୍ତାନ ସେପଟେ କାନ୍ଦୁଛି । ପାକିସ୍ତାନ କ୍ରିକେଟର ଏବେ କାନ୍ଦୁଛନ୍ତି । ଏବେ ମୁହଁ ଲୁଚାଇ ପାକିସ୍ତାନ କାନ୍ଦୁଛି । ପାକିସ୍ତାନ କ୍ରିକେଟର ଏବେ ଲୁଚି ଲୁଚି କାନ୍ଦୁଛନ୍ତି । ଏବେ ଏହି ଚମ୍ପିୟାନ ଟ୍ରଫି ଖେଳରେ ଭାରତ ଜିତିବା ପରେ ଭାରତୀୟ ଦଳ ବହୁତ ଖୁସି ହୋଇଥିଲେ । ଆଉ ଖୁସି ହେବା ସମୟରେ ପାକିସ୍ତାନ କାନ୍ଦି ପକାଇଥିଲା ।
Gg
ପାକିସ୍ତାନ ଖେଳାଳି ଏବେ ଆଉ ଖେଳି ପାରିବେ ନାହିଁ ବୋଲି ସୂଚନା ମିଳିଛି । ଏବେ ପାକିସ୍ତାନ ଏଭଳି ହାରୁଥିବାରୁ ପାକିସ୍ତାନରେ କ୍ରିକେଟ ଖେଳ ଅନ୍ତ୍ ହୋଇଯିବ ବୋଲି ଏବେ ଖବର ଆସୁଛି । ଗତକାଲି ଯେଉଁଭଳି ଭାବରେ ଚମ୍ପିୟାନ ଟ୍ରଫି ଭାରତ ଜିତିଛି । ଏହାକୁ ନେଇ ସମସ୍ତେ ଭାରତୀୟ ଖୁସି ଅଛନ୍ତି । ଭାରତର କୁନି କୁନି ପିଲାମାନେ ବି ଖୁସି ହେଉଛନ୍ତି । ଆଉ ଖୁସିରେ ନାଚୁଛନ୍ତି । ଏବେ ଏହି ଖୁସି ପାକିସ୍ତାନରେ ଦେଖା ଯାଇନାହିଁ । ୧୯୯୨ ମସିହାରେ ପାକିସ୍ତାନ ବିଶ୍ଵକପ ଜିତିଥିଲା ।
ବୟସ ଗଡି ଗଲାଣି ଇମ୍ରାନ ଖାନ । ଆଉ ସେ ଖେଳିପାରିବେ ନାହିଁ । ଯେତେବେଳେ ପାକିସ୍ତାନ ବିଶ୍ଵକପ ଟ୍ରଫି ପାଇଥିଲା ସେତେବେଳେ ପାକିସ୍ତାନ କ୍ରିକେଟ ଦଳର କ୍ୟାପଟେନ ଇମ୍ରାନ ଖାନ ଥିଲେ । ଆଉ ସେ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଉ ଏବେ ସେ ଜେଲରେ ଅଛନ୍ତି । ଏବେ ଜେଲରେ ଥାଇ ଏଭଳି କିଛି କହିଛନ୍ତି ଇମ୍ରାନ୍ ଖାନ । ସେ କହିଛନ୍ତି ପାକିସ୍ତାନରେ କ୍ରିକେଟ ଖେଳ ବନ୍ଦ ହୋଇଯିବ ଆଉ ଏହାକୁ ନେଇ ଏବେ ଅନେକ କଥା ଆସୁଛି ।

Around The Web