ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପ୍ରବଳ ଥଣ୍ତା ପାଇଁ ଭାଙ୍ଗିଗଲା ବାହାଘର
Dec 20, 2024, 16:36 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଏଭଳି କିଛି ଖବର ପାଉଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅନେକ ଏଭଳି ଲୋକ ଅଛନ୍ତି ଯେଉଁମାନେ ଶୀତଦିନେ ବାହା ହେବାକୁ ଇଛା କରିଥାନ୍ତି । ଏବେ ଏଭଳି କିଛି ଖବର ଆସିଛି ଶୀତ ଦିନରେ ଜଣେ ବ୍ୟକ୍ତିଙ୍କ ବିବାହ କରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଖବର ଆସିଛି । ଶୀତ ଦିନରେ ବିବାହ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ପ୍ରବଳ ଥଣ୍ଡା ପାଇଁ ବାହାଘର ଭାଙ୍ଗିଗଲା ।
ଯେଉଁ ମଣ୍ଡପରେ ଯୁବକ ଜଣକ ବିବାହ କରୁଥିଲେ ସେହି ମଣ୍ଡପରେ ପ୍ରବଳ ଶୀତ ଯୋଗୁଁ ବର ଜଣକ ବେହୋସ୍ ହୋଇଗଲେ । ଏହାପରେ କନ୍ୟା ଜଣକ ରାଗି ଯାଇ ବେଦି ରୁ ଉଠି ପଡ଼ିଲା । ବାହା ବେଦିରୁ ଖାଲି ହାତରେ ଫେରିଲା ବର । ପ୍ରବଳ ଥଣ୍ଡା ଭାଙ୍ଗି ଦେଲା ବାହାଘର । ହାଡ଼ ଭଙ୍ଗା ଶୀତ ପାଇଁ ଖାଲି ହାତରେ ଘରକୁ ଫେରିଲା ବର । ଏବେ ଏଭଳି କିଛି ଅଜବ ଘଟଣା ସାମ୍ନାକୁ ଆସିଛି । ବାହା ବେଦୀରେ ବର ଅଧିକ ଶୀତ ପାଇଁ ବେହୋସ୍ ହୋଇଯାଇଥିବା ବେଳେ ଯୁବତୀ କରିଥିଲେ ଏଭଳି କିଛି । ଏବେ ଏହି ଘଟଣାକୁ ନେଇ ସବୁ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ଏବେ ସବୁଆଡେ ପ୍ରବଳ ଶୀତ ହେଉଥିବା ବେଳେ ବାହାଘର ଋତୁ ମଧ୍ୟ ଚାଲିଛି । ଆଉ ଏହି ଶୀତ ଦିନରେ ବାହା ହେବାକୁ ଯାଇଥିବା ଯୁବକ ଜଣକ ଏଭଳି ଅବସ୍ଥା ହେବାରୁ ଯୁବତୀ ଜଣକ ବିବାହ କରିବାକୁ ମନା କରିଥିଲେ । ଯୁବତୀ ଜଣକ ଏଭଳି କଥାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଘଟଣା ଝାଡ଼ଖଣ୍ଡ ରାଜ୍ୟରେ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡ ରାଜ୍ୟର ଦେବଗଡ଼ ଜିଲ୍ଲା ମୋହନପୁର ବ୍ଲକ ଘୋରାମାର ଅଞ୍ଚଳରେ । ଏହି ଅଞ୍ଚଳରେ ଜଣେ ଯୁବକଙ୍କୁ ବିବାହ କରିବା ମହଙ୍ଗା ପଡ଼ିଲା । ପ୍ରବଳ ଥଣ୍ଡା କାରଣରୁ ବାହାଘର ଭାଙ୍ଗିଗଲା ।
ଏହି ବିବାହ ଏକ ଘରୋଇ ଉଦ୍ୟାନରେ ହୋଇଥିଲା । ବିବାହ ଭଲରେ ଭଲରେ ହେଉଥିଲା । ବିବାହ ନିତିକାନ୍ତିରେ ଚାଲୁଥିଲା । ବ୍ରାହ୍ମଣ ମନ୍ତ୍ର ପଢୁଥିଲା । ଖୋଲା ଆକାଶ ତଳେ ବିବାହ ହେଉଥିଲା । ପଣ୍ଡିତ ବିବାହ କରୁଥିଲେ । ପ୍ରବଳ ଥଣ୍ଡା ପାଇଁ ବର ଚେତା ଶୂନ୍ୟ ହୋଇ ପଡ଼ିଥିଲେ ଆଉ ଏହାପରେ କନ୍ୟା ବିବାହ କରିବାକୁ ମନା କରି ଦେଇଥିଲେ । ଆଉ ବିବାହ ଭାଙ୍ଗି ଦେଇଥିଲେ । କନ୍ୟା ଜଣକ କହିଛନ୍ତି କି ବରଙ୍କ ସ୍ବାସ୍ଥ୍ୟ ଖରାପ ଅଛି ସେଥିପାଇଁ ସେ ବିବାହ କରିବେ ନାହିଁ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।